Latest Odisha News

BREAKING NEWS

Browsing Tag

Mansukh Mandviya

କୋଭିଡ୍-୧୯ ପରିଚାଳନା ନେଇ ରାଜ୍ୟମାନଙ୍କୁ ସତର୍କ ଓ ପ୍ରସ୍ତୁତ ରହିବାକୁ ମାଣ୍ଡବୀୟଙ୍କ ପରାମର୍ଶ, ଏପ୍ରିଲ ୧୦ ଓ ୧୧ରେ…

ନୂଆଦିଲ୍ଲୀ : କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବୀୟ ଶୁକ୍ରବାର ଦେଶରେ ବୃଦ୍ଧି ପାଉଥିବା କୋଭିଡ-୧୯ ସ୍ଥିତିର ସମୀକ୍ଷା କରିଛନ୍ତି । ଭର୍ଚୁଆଲ ବୈଠକ କରି ମାଣ୍ଡବୀୟ ସବୁ ରାଜ୍ୟ ଓ‌ କେନ୍ଦ୍ର ଶାସିତ ଅଞ୍ଚଳର ସ୍ବାସ୍ଥ୍ୟମନ୍ତ୍ରୀ ମାନଙ୍କ ସହ ଆଲୋଚନା କରିଥିଲେ ‌। ଅଧିକ ମାମଲା…

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଏମ୍ସ ପରିଦର୍ଶନର କିଛି ସମୟ ପରେ ଖସିଲା ସିଲିଂ, ୨ ଆହତ

ଭୁବନେଶ୍ୱର: ବିଭିନ୍ନ ସମୟରେ ଭୁବନେଶ୍ୱର ଏମ୍ସ ଚର୍ଚ୍ଚାରେ ରୁହେ । ସର୍ବାଧିକ ଚର୍ଚ୍ଚା ହୁଏ ରୋଗୀ ସେବାକୁ ନେଇ । ଘଣ୍ଟା ଘଣ୍ଟା, ରାତି ରାତି ଶୀତ କାକରରେ ପଡ଼ି ରହିବା ପରେ ଏମ୍ସ ଡାକ୍ତର ରୋଗୀ ଦେଖନ୍ତି । ଏବେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟେ ଭୁବନେଶ୍ୱରରେ ଥିବା ବେଳେ…

ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ଓ ସଚିବଙ୍କ ସହ ଆଜି ବୈଠକ କରିବେ ମନସୁଖ ମାଣ୍ଡଭିୟ

ନୂଆଦିଲ୍ଲୀ : କରୋନାର ଦ୍ରୁତ ସଂକ୍ରମଣ ଆଶଙ୍କା । କେନ୍ଦ୍ର ସରକାରଙ୍କ ଘନ ଘନ ବୈଠକ । ଗତକାଲି ପ୍ରଧାନମନ୍ତ୍ରୀଙ୍କ ବୈଠକ ଓ ଆଜି ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ମିଟିଂ । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭିୟ ଆଜି ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀମାନଙ୍କ ସହିତ ଭିସି ଜରିଆରେ ବୈଠକ କରିବେ ।…

‘କୋଭିଡ୍ ଯାଇନି, ଭିଡ଼କୁ ଗଲେ ମାସ୍କ ପିନ୍ଧ ଓ ପ୍ରିକସନ୍ ଡୋଜ୍ ନିଅ’

ନୂଆଦିଲ୍ଲୀ : କୋଭିଡ-୧୯ ଏଯାଏଁ ଯାଇନି । କେନ୍ଦ୍ର ସରକାର ଦେଲେ ଚେତାବନୀ । ଗହଳି ସ୍ଥାନରେ ମାସ୍କ ପିନ୍ଧିବାକୁ ଦେଲେ ପରାମର୍ଶ । ଚୀନରେ କୋଭିଡ୍ କେସ୍ ବୃଦ୍ଧିକୁ ନେଇ ସତର୍କ ହୋଇଛନ୍ତି ଭାରତ ସରକାର । ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟଙ୍କ ଅଧ୍ୟକ୍ଷତାରେ ହାଇଲେବଲ୍ ବୈଠକ ହୋଇଛି ।…

ବିଦେଶରେ ହୁ ହୁ ବଢୁଛି କରୋନା, ଦେଶରେ ନିୟନ୍ତ୍ରଣ ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ବୈଠକ ଆଜି

ନୂଆଦିଲ୍ଲୀ: ଚୀନ ପରେ ଜାପାନ ଓ ଅନ୍ୟ କେତେକ ଦେଶରେ ବି କୋଭିଡ୍ ସଂକ୍ରମଣ ବୃଦ୍ଧିକୁ ଦେଖି ଆକ୍ସନ ମୋଡରେ ଭାରତ ସରକାର । କୋଭିଡ ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଆଗୁଆ ପଦକ୍ଷେପ ନେଲାଣି । ଆଜି କେନ୍ଦ୍ର ସରକାର ବରିଷ୍ଠ ଅଧିକାରୀ ଓ ବିଶେଷଜ୍ଞ ମାନଙ୍କ ବୈଠକ…