Latest Odisha News

BREAKING NEWS

Browsing Tag

Marriage

ପଂଜାବୀ ଷ୍ଟାଇଲରେ ବିବାହ କଲେ ରଣବୀର କାପୁର ଓ ଆଲିୟା ଭଟ୍ଟ

ମୁମ୍ବାଇ: ମୁମ୍ବାଇରେ ସରିଲା ରଣବୀର ଓ ଆଲିୟାଙ୍କ ବିବାହ । ସମାରୋହରେ କେବଳ ପରିବାର ଲୋକେ ଓ ବଛାବଛା ବନ୍ଧୁବାନ୍ଧବଙ୍କ ସମେତ ଅତିଥୀ ସାମିଲ ହୋଇଥିଲେ । ଏହି ଧାରାରେ ବଲିଉଡର କିଛି ଜଣାଶୁଣା ଚେହେରା ମଧ୍ୟ ଉପସ୍ଥିତ ଥିବା ନେଇ ସୂଚନା ରହିଛି । ରଣବୀର ଓ ଆଲିୟାଙ୍କ ବିବାହ ସମୟର ଫଟୋ…

କାହାକୁ ବିବାହ କଲେ ଅଭିନେତ୍ରୀ ମୌନୀ ରୟ ?

ମୁମ୍ବାଇ: ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟାଇ ବିବାହ କଲେ ଟେଲି ତଥା ଟିଭି ଅଭିନେତ୍ରୀ ମୌନୀ ରୟ । ନିକଟରେ ମୌନୀଙ୍କର ବିବାହ ସମୟର ଫଟୋ ସୋସିଆଲ ମିଡିଆରେ ଖୁବ ଚର୍ଚ୍ଚା ସାଉଣ୍ଟିଛି । ସୁରଜ ନାମ୍ବିଆର୍ ନାମକ ଜଣେ ଦୁବାଇର ବିଜନେସ୍ ମ୍ୟାନ୍ ତଥା ଇନ୍‌ଭେଷ୍ଟମେଣ୍ଟ ବ୍ୟାଙ୍କର୍‌ଙ୍କ ହାତ…

ଆଫଗାନିସ୍ତାନ ବିବାହରେ ଗୀତ ବାଜୁଥିଲା, ୧୩ ନୀରିହଙ୍କୁ ତାଲିବାନ ହତ୍ୟା କଲା

ଓଡିଶା ସମ୍ବାଦ ବ୍ୟୁରୋ: ଆଫଗାନିସ୍ତାନର ନାନଗରହାର୍ ଅଂଚଳରେ ତାଲିବାନୀ ଶାସନର ନିର୍ଦୟୀ କାରନାମା । ଏକ ବିବାହ ସମାରୋହରେ ସଙ୍ଗୀତ ବାଜୁଥଲା ବୋଲି ୧୩ ନୀରିହଙ୍କୁ ଗୁଳିବିଦ୍ଧ କରି ହତ୍ୟା କଲା ତାଲିବାନ । ଅଫଗାନିସ୍ତାନରେ ତାଲିବାନର ଏପରି ନରସଂହାର ଘଟଣାକୁ ନେଇ ପୂର୍ବତନ ଉପରାଷ୍ଟ୍ରପତି…

ବାହାଘର ପୂର୍ବରୁ ୧୫ ଦିନ ବାଇକରେ ବୁଲିଲେ ବାପା, ଝିଅ

ଅହମ୍ମଦାବାଦ: ଅହମ୍ମଦାବାଦର ଏକ ବାପ ଝିଅର ବାହାଘର ପୂର୍ବରୁ ସ୍ମରଣୀୟ ଉପହାର ଦେଇଛନ୍ତି । ଯାହା କି ସମସ୍ତଙ୍କ ପାଇଁ ଏକପ୍ରକାର ପ୍ରେରଣା ସାଜିଛି କହିଲେ ଭୁଲ ହେବ ନାହିଁ । ଗୁଜରାଟର ପ୍ରତିଷ୍ଠିତ ବ୍ୟବସାୟୀ ପ୍ରକାଶ ପଟେଲ ତାଙ୍କ ଝିଅ ପ୍ରିୟଲଙ୍କୁ ଜୀବନଠାରୁ ବେଶୀ ଭଲ ପାଆନ୍ତି । ଝିଅର…

ରସିକିଆ ଇଞ୍ଜିନିୟର ବାବୁ; ପାଞ୍ଚଦିନରେ ବାହା ହେଲେ ଦୁଇ ଥର

ନୂଆଦିଲ୍ଲୀ: ପ୍ରତିଦିନ ଦେଶରେ କିଛି ନା କିଛି ଅସାଧାରଣ ଘଟଣା ଘଟୁଥିବାର ଦୃଶ୍ୟ ଦେଖିବାକୁ ମିଳୁଛି। ସେହିଭଳି ଏକ ଘଟଣା ଘଟିଛି ମଧ୍ୟପ୍ରଦେଶରେ। ମଧ୍ୟପ୍ରଦେଶରେ ଜଣେ ସଫ୍ଟୱେୟାର ଇଞ୍ଜିନିୟର ପାଞ୍ଚ ଦିନରେ ଦୁଇ ଦୁଇଟି ବିବାହ କରିଥିବା ଖବର ସାମ୍ନାକୁ ଆସିଛି। ଇଞ୍ଜିନିୟର ଜଣଙ୍କର ଏହି…

ସରିଥିଲା ନିର୍ବନ୍ଧ, କେବେ ହେବ ବିବାହ ?

ନୂଆଦିଲ୍ଲୀ: ବିବାହ ପାଇଁ କ୍ରିକେଟର୍‌ଙ୍କ ପସନ୍ଦ ଟକେ ନିଆରା । କିଏ ଅଭିନେତ୍ରୀଙ୍କ ହାତ ଧରିଛନ୍ତି ତ କିଏ ନିଜ ବାନ୍ଧବୀ ତ ଆଉ କିଏ ଘର ଲୋକଙ୍କ ପସନ୍ଦ ଉପରେ ବିଶ୍ୱାସ ଦେଖାଇଛନ୍ତି । ହେଲେ ୟୁଜବେନ୍ଦ୍ର ଚହଲଙ୍କ ନିର୍ବନ୍ଧ ଖବର ଅନେକଙ୍କୁ ଚମକାଇଦେଇଥିଲା । ଉଭୟ ୟୁଜବେନ୍ଦ୍ର ଓ ଦାନ୍ତ…

ମାସ୍କ ପାଇଁ ଜେଲ ଗଲେ, ଅଟକିଲା ବିବାହ

ମୁମ୍ବାଇ: ମାସ୍କ ନପିନ୍ଧିବା ଜଣେ ଯୁବକଙ୍କୁ ମାତ୍ରାଧିକ ମହଙ୍ଗା ପଡିଛି । ଏପରିକି ଜେଲ ଯିବା ସହ ତାଙ୍କ ବିବାହ ବି ଅଟକିଥିଲା । ଏଭଳି ଏକ ଘଟଣାକୁ ନେଇ ଚର୍ଚ୍ଚାକୁ ଆସିଛି ମୁମ୍ବାଇ ସହର । ତେବେ ଘଟଣାଟା ପଢିବାକୁ ଯେତିକି ସାଧାରଣ ଲାଗୁଛି, ଏହା ପଛର କାରଣ ବି ସେତିକି ଚକିତକର ।…

ଗୋଟିଏ ମଣ୍ଡପରେ ବିବାହ କଲେ ମାଆ ଝିଅ !

ଲକ୍ଷ୍ନୌ: ଚକିତକର ତଥା ଅବିଶ୍ୱସନୀୟ, ତଥାପି ସତ । ଏକାଠି ଗୋଟିଏ ମଣ୍ଡପରେ ବିବାହ କଲେ ମାଆ ଓ ଝିଅ । ଗୁରୁବାର ଉତ୍ତରପ୍ରଦେଶ ଗୋରଖପୁରରେ ଏଭଳି ବିବାହ ଖୁବ ଚର୍ଚ୍ଚାରେ ରହିଛି । ପରସ୍ପରଙ୍କ ଜୀବସାଥୀ ସହ ଛନ୍ଦି ହୋଇଥିଲେ ୫୩ ବର୍ଷୀୟା ମାଆ ଓ ୨୭ ବର୍ଷୀୟା ଝିଅ । ଉଭୟ ମାଆ ଓ ଝିଅ ଏକାଠି…

[ଭିଡିଓ] କୋଭିଡ୍ ସେଣ୍ଟରରେ ପିପିଇ କିଟ୍ ପିନ୍ଧି ବିବାହ

ରାଜସ୍ଥାନ: ପିପିଇ କିଟ୍ ପିନ୍ଧି କୋଭିଡ୍ ସେଣ୍ଟରରେ ବିବାହ କଲେ ଦମ୍ପତ୍ତି । ରବିବାର ରାଜସ୍ଥାନର ବାରା ଅଂଚଳରୁ ଏଭଳି ଘଟଣା ସାମ୍ନାକୁ ଆସିଛି । ବିବାହ ଦିନ କନ୍ୟାର କରୋନା ରିପୋର୍ଟ ପଜିଟିଭ ବାହାରିବା ପରେ କିଛି ଏପରି ବ୍ୟବସ୍ଥା ସହ ବିବାହ ସମ୍ପନ୍ନ ହୋଇଥିଲା । ବିବାହ ସମାରୋହଟି…

କନ୍ୟା ରାସ୍ତାର କଣ୍ଟା ସାଜିଲା କରୋନା

ସତନା(ମ.ପ୍ର): କରୋନରେ ସଂକ୍ରମିତ ହୋଇଥିଲା କନ୍ୟା । ସେପଟେ ସରିଥିଲା ବିବାହ । ଏପରି ସ୍ଥିତିରେ ବାଧ୍ୟ ହୋଇ ବିନା କନ୍ୟାରେ ଘରକୁ ବାହୁଡିଥିଲେ ବରପକ୍ଷ । ଏପରି ଏକ ଘଟଣାକୁ ନେଇ ବରପକ୍ଷ କୋକୁଆ ଭୟରେ ଥିବାବେଳେ ଚର୍ଚ୍ଚାକୁ ଆସିଛି ମଧ୍ୟପ୍ରଦେଶ ସତନା ଜିଲ୍ଲା । ସତନା ଜିଲ୍ଲାର ବାବୁପୁର…