‘ଅସନ୍ତୁଷ୍ଟ ହୋଇ ସାମ୍ୱାଦିକତା କଲେ ଆମେ ଠିକ୍ ବାଟରେ ପହଞ୍ଚିପାରିବାନି’: ସୌମ୍ୟରଞ୍ଜନ
ଭୁବନେଶ୍ୱର: ଗଣମାଧ୍ୟମକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ । ସାମ୍ୱାଦିକମାନଙ୍କ ବୃତ୍ତି ତଥା ଗଣମାଧ୍ୟମ ଶିଳ୍ପ କରୋନା କାଳରେ ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଛି । ଗଣମାଧ୍ୟମର ତିନୋଟି ଦିଗ ରହିଛି । ଗ୍ରାହକ, ମାଲିକ ବା ବିଜ୍ଞାପନଦାତା ।…