Latest Odisha News
Browsing Tag

Meghalaya

ହ୍ରଦ ସଫା କରୁଛି ‘ଏ-ଆଇ’ ବୋଟ୍, ଥରକେ କାଢୁଛି ୨ କୁଇଣ୍ଟାଲ୍ ମଇଳା

ଶିଲଙ୍ଗ: ପ୍ରତ୍ୟକ କ୍ଷେତ୍ରରେ ବିଜ୍ଞାନ ବର୍ତ୍ତମାନ ଉନ୍ନତ ଜ୍ଞାନ କୌଶଳ ମାଧ୍ୟମରେ ଅନେକ କିଛି କାର୍ଯ୍ୟ କରୁଛି । ବିଜ୍ଞାନ ବଳରେ ମଣିଷ ଅନେକ ଅସାଧ୍ୟକୁ ସାଧନ କରିପାରୁଛି । ଠିକ୍ ସେମିତି ଏକ ଅସମ୍ଭବକୁ ସମ୍ଭବ କରି ଦେଖାଇଛି ‘ଏ-ଆଇ’ ।  ଏବେ ହ୍ରଦ ସଫା କରିବ ‘ଏ-ଆଇ’ ବୋଟ୍ । ଏହା ଶୁଣି…

ଅମିତ ଶାହାଙ୍କୁ ଜୟରାମଙ୍କ ଟାର୍ଗେଟ୍ ! ବିବାଦୀୟ ବୟାନ ନେଇ ସିବିଆଇ ନିର୍ଦ୍ଦେଶକଙ୍କୁ ଚିଠି

ନୂଆଦିଲ୍ଲୀ : କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହାଙ୍କୁ କଂଗ୍ରେସର ମହାସଚିବ ଜୟରାମ ରମେଶଙ୍କ ଟାର୍ଗେଟ । ଅମିତ ଶାହା ମେଘାଳୟର ପୂର୍ବତନ କୋନରାଡ ସାଙ୍ଗମା ସରକାରଙ୍କୁ ଦୁର୍ନୀତିଗ୍ରସ୍ତ ବୋଲି କହିଥିବା ନେଇ ସେ ଅଭିଯୋଗ କରିଛନ୍ତି। ଏପରିକି ତଦନ୍ତ ପାଇଁ ସେ ସିବିଆଇ ନିର୍ଦ୍ଦେଶକ ସୁବୋଧ କୁମାର…

ତ୍ରିପୁରା, ନାଗାଲାଣ୍ଡରେ ବିଜେପି…. ମେଘାଳୟରେ ଝୁଲା ସରକାର

ନୂଆଦିଲ୍ଲୀ: ପୂର୍ବୋତ୍ତରର ୩ ରାଜ୍ୟ ତ୍ରିପୁରା, ନାଗାଲାଣ୍ଡ, ମେଘାଳୟ ବିଧାନସଭା ନିର୍ବାଚନ ଭୋଟ୍ ଗଣତି ଜାରି ରହିଥିବା ବେଳେ ଫଳାଫଳ ସ୍ପଷ୍ଟ ହୋଇଛି । ଏବେ ତ୍ରିପୁରାରେ ବିଜେପି ସରକାର ଥିବା ବେଳେ ନାଗାଲାଣ୍ଡରେ ବିଜେପି ମେଣ୍ଟ ଓ ମେଘାଳୟରେ ନ୍ୟାସନାଲ୍ ପିପୁଲ୍ସ ପାର୍ଟିର ସରକାର ଅଛି ।…

ମେଘାଳୟ ଏବଂ ନାଗାଲାଣ୍ଡରେ ଚାଲିଛି ମତଦାନ

ନୂଆଦିଲ୍ଲୀ: ଉତ୍ତର ପୂର୍ବାଂଚଳ ଦୁଇ ରାଜ୍ୟ ମେଘାଳୟ ଏବଂ ନାଗାଲାଣ୍ଡରେ ଆରମ୍ଭ ହୋଇଯାଇଛି ମତଦାନ । ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇ ଯାଇଛି ଏହା ଅପରାହ୍ନ ୪ଟା ଯାଏ ଚାଲିବ।  ଦୁଇ ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ୧୧୮ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଆଜି ଭୋଟ୍ ଗ୍ରହଣ ଚାଲିଛି । ଲୋକେ…

ଆଜି ଘୋଷଣା ହେବ ୩ ରାଜ୍ୟର ନିର୍ବାଚନ ତାରିଖ : ରାଜ୍ୟଗୁଡ଼ିକରେ ବିଜେପିର ସ୍ଥିତି କେମିତି ଜାଣନ୍ତୁ

ନୂଆଦିଲ୍ଲୀ: ଆଜି ୩ ରାଜ୍ୟର ନିର୍ବାଚନ ତାରିଖ ଘୋଷଣା ହେବ। ବୁଧବାର ନାଗାଲାଣ୍ଡ, ମେଘାଳୟ ଏବଂ ତ୍ରିପୁର ପାଇଁ ନିର୍ବାଚନ ତାରିଖ ଘୋଷଣା କରିବେ ନିର୍ବାଚନ କମିଶନ। ଏଥିପାଇଁ ଆଜି ଦିନ ୨.୩୦ ମିନିଟ୍‌ରେ ସାମ୍ବାଦିକ ସମ୍ମିଳନୀ କରି କମିଶନ ନିର୍ବାଚନ ଚାରିଖ ଘୋଷଣା କରିବେ ବୋଲି ସୂଚନା ମିଳିଛି।…

ବିରାଟ ଗାତରେ ପଡି ୬ ଶ୍ରମିକ ମୃତ 

ଗୌହାଟ୍ଟୀ : ମେଘାଳୟର ପୂର୍ବ ଜୈନ୍ତିଆ ହିଲ୍ସର ଗୋଟିଏ ଜଙ୍ଗଲରେ ବଡ ଧରଣର ଅଘଟଣ ଘଟିଛି । ଜଙ୍ଗଲ ମଧ୍ୟରେ ଥିବା ଗୋଟିଏ ୧୫୦ ଫୁଟ ଗଭୀର ଗାତରେ ପଡି  ୬  ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି । ମୃତ ଶ୍ରମିକଙ୍କ ଘର ଆସାମରେ ବୋଲି ଜଣାପଡିଛି ।  ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଜଙ୍ଗଲ ମଧ୍ୟରେ…

ନାଗରିକତା ସଂଶୋଧନ ବିଲ୍: ଆସାମରେ କର୍ଫ୍ୟୁ ପରେ ଏବେ ଶିଲଂରେ ଉତ୍ତେଜନା, ଇଣ୍ଟରନେଟ୍ ସେବା ବନ୍ଦ

ଗୌହାଟୀ: ଅନେକ ତର୍କବିତର୍କ ପରେ ନାଗରିକତା ସଂଶୋଧନ ବିଲ୍ ରାଜ୍ୟସଭାରେ ଗୃହିତ ହେବାପରେ ଏହାକୁ ବିରୋଧ କରି ଉତ୍ତରପୂର୍ବାଞ୍ଚଳ ରାଜ୍ୟ ଗୁଡିକରେ ତୀବ୍ର ଉତ୍ତେଜନା ଦେଖାଦେଇଛି । ପ୍ରାପ୍ତ ସୂଚନାନୁଯାୟୀ ଆସାମର ବିଭିନ୍ନ ସ୍ଥାନରେ ସରକାରଙ୍କ ପକ୍ଷରୁ କର୍ଫ୍ୟୁ ଲାଗୁ କରାଯାଇଥିବା ବେଳେ ଏବେ…