Latest Odisha News

BREAKING NEWS

ବିରାଟ ଗାତରେ ପଡି ୬ ଶ୍ରମିକ ମୃତ 

ଗୌହାଟ୍ଟୀ : ମେଘାଳୟର ପୂର୍ବ ଜୈନ୍ତିଆ ହିଲ୍ସର ଗୋଟିଏ ଜଙ୍ଗଲରେ ବଡ ଧରଣର ଅଘଟଣ ଘଟିଛି । ଜଙ୍ଗଲ ମଧ୍ୟରେ ଥିବା ଗୋଟିଏ ୧୫୦ ଫୁଟ ଗଭୀର ଗାତରେ ପଡି  ୬  ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି । ମୃତ ଶ୍ରମିକଙ୍କ ଘର ଆସାମରେ ବୋଲି ଜଣାପଡିଛି । 

ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଜଙ୍ଗଲ ମଧ୍ୟରେ ବେଆଇନ ଖଣି ଖନନ କାର୍ଯ୍ୟରେ ଏହି    ଶ୍ରମିକ ନିୟୋଜିତ ଥିଲେ । ସରକାର ଏଯାଏ ଉକ୍ତ ଗାତରୁ କୌଣସି ଖଣିର ସନ୍ଧାନ ପାଇନାହାନ୍ତି । 

Leave A Reply

Your email address will not be published.