Latest Odisha News
Browsing Tag

Mercury Drops

ଶୀତରେ ଥରୁଛି ସୋନପୁର, ଏସବୁ ଜିଲ୍ଲାରେ ଖସୁଛି ପାରଦ

ଭୁବନେଶ୍ୱର: ରାତିରେ ଖସୁଛି ପାରଦ । ବଢୁଛି ଥଣ୍ଡା । ରାଜ୍ୟରେ ଧୀରେ ଧୀରେ ଶୀତ ବଢୁଛି । ୧୫ଡିଗ୍ରୀ ତଳେ ରହିଛି ଓଡ଼ିଶାରେ ୧୧ଟି ସହରର ତାପମାତ୍ରା । ୯ ଡିଗ୍ରୀ ସହ ସୋନପୁର ସବୁଠୁ ଥଣ୍ଡା ସହର ହୋଇଛି । ଓଡ଼ିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ୯.୫ ଡିଗ୍ରୀ ସେଲସିୟସ ତାପମାତ୍ରା…

ସୋନପୁର ସବୁଠୁ ଥଣ୍ଡା ସହର, ୧୦ଟି ସହରରେ ୧୫ ଡିଗ୍ରୀରୁ କମ୍ ତାପମାତ୍ରା

ଭୁବନେଶ୍ୱର: କମୁଛି ପାରଦ, ବଢୁଛି ଥଣ୍ଡା । ଫୁଣି ଥରେ ଫେରିଲା ଶୀତ । ପାଖାପାଖି ଅଧା ଜିଲ୍ଲାରେ ତାପମାତ୍ରା ଖସିବାରେ ଲାଗିଛି । ୧୨ଟି ସହରରେ ପାରଦ ୧୫ ଡିଗ୍ରୀ କିମ୍ୱା ତାଠାରୁ କମ୍ ରେକର୍ଡ କରାଯାଇଛି । ସବୁଠୁ ଥଣ୍ଡା ସହର ପାଲଟିଛି ସୋନପୁର । ସେଠାରେ ୯.୪ ଡିଗ୍ରୀ ସେଲସିୟସ ତାପମାତ୍ରା…

ଜାଡ଼ରେ ଥରୁଛି ଓଡ଼ିଶା: ୧୫ ଡିଗ୍ରୀ ତଳେ ୧୩ ସହରର ପାରଦ

ଭୁବନେଶ୍ୱର: ଜାଡ଼ ଥରାଇଲାଣି । ରାତିରେ ଖସୁଛି ପାରଦ । ରାଜ୍ୟରେ ଶୀତ ବଢୁଛି । ୧୩ଟି ଜିଲ୍ଲାରେ ତାପମାତ୍ରା ୧୫ ଡିଗ୍ରୀ ସେଲସିୟସ୍ ତଳକୁ ଖସିଛି । ଦାରିଙ୍ଗିବାଡ଼ିରେ ହାଡଭଙ୍ଗା ଶୀତ । ୯ ଡିଗ୍ରୀ ତଳକୁ ଖସିଛି ତାପମାତ୍ରା । ସେଠାରେ ୮.୫ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ସେହିପରି…