Latest Odisha News

BREAKING NEWS

Browsing Tag

Metro Rail

ଭୁବନେଶ୍ୱର ମେଟ୍ରୋ ରେଳ କର୍ପୋରେସନର ସିଇଓ ହେଲେ ଶିବପ୍ରସାଦ ସାମନ୍ତରାୟ

ଭୁବନେଶ୍ୱର: ଶିବପ୍ରସାଦ ସାମନ୍ତରାୟଙ୍କୁ ଭୁବନେଶ୍ୱର ମେଟ୍ରୋ ରେଳ କର୍ପୋରେସନର ମୁଖ୍ଯ କାର୍ଯ୍ୟନିର୍ବାହା ଅଧିକାରୀ (ସିଇଓ) ଭାବେ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର । ଏହା ପୂର୍ବରୁ ଶିବପ୍ରସାଦ ପୂର୍ବତଟ ରେଳପଥ (ବ୍ରିଜ୍ ୱାର୍କ୍ସ)ର ମୁଖ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଭାବେ କାର୍ଯ୍ୟ…

ଓଡ଼ିଶା ମେଟ୍ରୋ ରେଳ ପାଇଁ ଡିପିଆର୍ ପ୍ରସ୍ତୁତ କରିବ ଡିଏମ୍ଆରସି

ଭୁବନେଶ୍ୱର: ଓଡ଼ିଶାରେ ମେଟ୍ରୋ ଟ୍ରେନ୍ ପାଇଁ ସରକାର ଆଉ ପାଦେ ଆଗକୁ ବଢ଼ିଛନ୍ତି । ବହୁ ପ୍ରତିକ୍ଷୀତ ମେଟ୍ରୋ ପ୍ରକଳ୍ପ ଲାଗି ଦିଲ୍ଲୀ ମେଟ୍ରୋ ରେଳ କର୍ପୋରେସନ୍ ଡିଟେଲ୍ ପ୍ରୋଜେକ୍ଟ ରିପୋର୍ଟ (ଡିପିଆର୍) ପ୍ରସ୍ତୁ କରିବ ବୋଲି ଜଣା ପଡ଼ିଛି । ଭୁବନେଶ୍ୱର, କଟକ, ଖୋର୍ଦ୍ଧା ଓ ପୁରୀରେ…

ଦୈତ ନଗରୀ ମଧ୍ୟରେ ପ୍ରସ୍ତାବିତ ମେଟ୍ରୋ ଟ୍ରେନ୍ ଚଳାଚଳ ପ୍ରକ୍ରିୟା ଆରମ୍ଭ, କ୍ଷେତ୍ର ପରିଦର୍ଶନ କଲା ସଚିବ ସ୍ତରୀୟ…

ରାଜଧାନୀ ଭୁବନେଶ୍ୱର ଓ କଟକ ମଧ୍ୟରେ ପ୍ରସ୍ତାବିତ ମେଟ୍ରୋ ଟ୍ରେନ୍ ଚଳାଚଳ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି କ୍ରମରେ ଶନିବାର ସକାଳ ୪ଟା ୩୦ମିନିଟ ସମୟରେ ଭୁବନେଶ୍ୱର ବିମାନ ବନ୍ଦର ଛକରୁ ସଚିବ ସ୍ତରୀୟ କମିଟି ତାର କ୍ଷେତ୍ର ପରିଦର୍ଶନ ଆରମ୍ଭ କରିଥିଲା । ସଚିବ ସ୍ତରୀୟ କମିଟିରେ ମୁଖ୍ୟ…

ଟ୍ୱିନ୍ ସିଟିରେ ମେଟ୍ରୋ ଟ୍ରେନ୍ ଚଳାଚଳ ନେଇ କେନ୍ଦ୍ରକୁ କୌଣସି ପ୍ରସ୍ତାବ ଦେଇନି ରାଜ୍ୟ

ଭୁବନେଶ୍ୱର: ଦୈତ୍ୟ ନଗରୀ କଟକ-ଭୁବନେଶ୍ୱର ମଧ୍ୟରେ ଗଡ଼ିବ କି ମେଟ୍ରୋ ଟ୍ରେନ୍ ? ଏହାକୁ ନେଇ ଅନେକ ବର୍ଷ ଧରି ରାଜ୍ୟରେ ଚର୍ଚ୍ଚା ହେଉଛି । ଲୋକଙ୍କ ଆଶା ବି ରହିଛି ମେଟ୍ରୋ ଟ୍ରେନ୍ ଚଳାଚଳ ପାଇଁ କାମ ଆରମ୍ଭ ହେବ । ହେଲେ, ଟ୍ୱିନ୍ ସିଟିରେ ମେଟ୍ରୋ ଚଳାଚଳ ନେଇ ଏଯାଏ କୌଣସି ପ୍ରସ୍ତାବ ଓଡ଼ିଶା…

ଭୁବନେଶ୍ୱର ଓ କଟକରେ ମେଟ୍ରୋ ଟ୍ରେନ୍ ସେବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅପରାଜିତାଙ୍କ ଚିଠି

ଭୁବନେଶ୍ୱର: ଟ୍ୱିନସିଟିରେ ବଢ଼ୁଛି ଜନସଂଖ୍ୟା । ଭୁବନେଶ୍ୱର-କଟକ ଦ୍ୱୈତ ନଗରୀରେ ଦୌଡ଼ି ପାରିବ ମେଟ୍ରୋ । ମେଟ୍ରୋ ରେଲ ନୀତି- ୨୦୧୭ ଅନୁସାରେ, ୨୦ ଲକ୍ଷରୁ ଅଧିକ ଜନସଂଖ୍ୟା ଥିବା ସହରରେ ମେଟ୍ରୋ ରେଳ ସିଷ୍ଟମ ଯୋଜନା ହୋଇ ପାରିବ । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି…