Latest Odisha News
Browsing Tag

Migrant Labourers

ଲକଡାଉନରେ ପ୍ରବାସୀ ମୃତ୍ୟୁର ନାହିଁ ତଥ୍ୟ, କ୍ଷତିପୂରଣ ଦେବାର ପ୍ରଶ୍ନ ଉଠୁନି: କେନ୍ଦ୍ର

ନୂଆଦିଲ୍ଲୀ: ଲକଡାଉନ୍ ସମୟରେ ପ୍ରବାସୀ ମୃତ୍ୟୁ ଉପରେ କୌଣସି ତଥ୍ୟ ରଖାଯାଇନାହିଁ, ତେଣୁ କ୍ଷତିପୂରଣ ଦେବାର ପ୍ରଶ୍ନ ଉଠୁନି ବୋଲି କେନ୍ଦ୍ର ବିଭାଗୀୟ ମନ୍ତ୍ରୀ ସନ୍ତୋଷ ଗଙ୍ଗୱାର କହିଛନ୍ତି । ମାର୍ଚ୍ଚ ୨୫ ରେ ଆରମ୍ଭ ହୋଇଥିବା କୋଭିଡ-୧୯ ଲକଡାଉନ୍ ଦ୍ୱାରା ଲଗାଯାଇଥିବା ପ୍ରତିବନ୍ଧକ ଯୋଗୁଁ…

ଗରିବ କଲ୍ୟାଣ ରୋଜଗାର ଯୋଜନା: ଓଡିଶା ସମେତ ୬ଟି ରାଜ୍ୟରେ ପ୍ରବାସୀ ଶ୍ରମିକଙ୍କୁ ମିଳିବ କାମ

ନୂଆଦିଲ୍ଲୀ: ପ୍ରବାସୀ ଶ୍ରମିକଙ୍କ ପାଇଁ କେନ୍ଦ୍ର ସରକାରଙ୍କ ବଡ ଘୋଷଣା । ଲକଡାଉନ୍ ଯୋଗୁଁ ରୋଜଗାର ହରାଇଥିବା ପ୍ରବାସୀ ଶ୍ରମିକଙ୍କୁ କାମ ଯୋଗାଇବା ଦେବା ପାଇଁ କେନ୍ଦ୍ର ସରକାର ଗରିବ କଲ୍ୟାଣ ଯୋଜନା ଲଂଚ କରିଛନ୍ତି । ଲକଡାଉନ ଯୋଗୁଁ ଏହି ପ୍ରବାସୀ ଶ୍ରମିକଙ୍କ ସାମ୍ନାରେ ଦୈନଦିନ ଜୀବନ…

ପ୍ରବାସୀ ଶ୍ରମିକଙ୍କୁ କାମ ଯୋଗାଇଦେବ ‘ମୋ ସହାୟ’ ଆପ୍‌

ଭୁବନେଶ୍ୱର : ପ୍ରବାସୀ ଶ୍ରମିକଙ୍କୁ ଏଣିକି କାମ ଯୋଗାଇ ଦେବ ବ ‘ମୋ ସହାୟ’ ଆପ୍ । ଶ୍ରମିକଙ୍କ କାର୍ଯ୍ୟଦକ୍ଷତା ଓ ସେମାନଙ୍କର ବର୍ତ୍ତମାନର ସ୍ୱାସ୍ଥ୍ୟବସ୍ଥା ଅନୁଯାୟୀ ସେମାନଙ୍କୁ କାମ ମିଳିବ । ଓଡିଶାର କିଛି ପ୍ରଫେସର, ଇଂଜିନିଅରିଂ ଛାତ୍ର ଓ କମ୍ପାନୀର ମାଲିକ ମିଶି ଦେଶର କୋଣ…

ପ୍ରବାସୀ ଓଡିଆ ଶ୍ରମିକଙ୍କୁ ଭୁବନେଶ୍ୱରରେ ସ୍ୱାଗତ କଲେ ଅଭିନେତା ସବ୍ୟସାଚୀ

ଭୁବନେଶ୍ୱର: ଆନ୍ଧ୍ରପ୍ରଦେଶର ବିଭିନ୍ନ ଜିଲ୍ଲାରେ ଫସି ରହିଥିବା ୩୨ ଜଣ ଓଡିଆ ଶ୍ରମିକମାନଙ୍କ ପାଇଁ ସାହାରା ପାଲଟିଛନ୍ତି ଓଲିଉଡ୍ ଅଭିନେତା ସବ୍ୟସାଚୀ । ସୋସିଆଲ୍ ମିଡିଆରେ ଏହି ଶ୍ରମିକଙ୍କ ଆକୁଳ ନିବେଦନ ପରେ ନିଜେ ବସ୍‌ର ବନ୍ଦୋବସ୍ତ କରି ସେମାନଙ୍କୁ ଓଡିଶା ଫେରାଇ ଆଣିଛନ୍ତି ସେ ।…

ପ୍ରବାସୀ ଶ୍ରମିକଙ୍କୁ ନେଇ ତାମିଲନାଡରୁ ଆସୁଥିବା ବସ କଟକ ନିକଟରେ ଦୁର୍ଘଟଣାଗ୍ରସ୍ତ

କଟକ: ତାମିଲନାଡୁରୁ ଭଦ୍ରକ ଯାଉଥିବା ପ୍ରବାସୀ ଶ୍ରମିକଙ୍କ ବସ୍ କଟକ ଟାଙ୍ଗୀ ନିକଟରେ ଆଜି ଭୋରରୁ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ୧୦ ଜଣ ଶ୍ରମିକ ଆହତ ହୋଇଛନ୍ତି । ସେମାନଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଏସିସିବି ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମିଳିଥିବା…

ଚାଲି ଚାଲି ଯାଉଥିବା ପ୍ରବାସୀ ଶ୍ରମିକଙ୍କୁ ଓଡିଶା ପୋଲିସ ହେବ ସାହାରା, ନିକଟସ୍ଥ ଥାନାରୁ ମିଳିବ ବସ୍ ସେବା

ଭୁବନେଶ୍ୱର : ଏଣିକି ଓଡିଶା ଭିତରେ ଚାଲି ଚାଲି ଯାଉଥିବା ପ୍ରବାସୀ ଶ୍ରମିକଙ୍କୁ ସାହାଯ୍ୟ କରିବ ପୋଲିସ । ଯଦି ଶ୍ରମିକମାନେ ରାଜ୍ୟ ଭିତରେ କେଉଁଠାକୁ ଯାଉଥାନ୍ତି କିମ୍ବା ରାଜ୍ୟ ବାହାରକୁ ଯାଉଥାନ୍ତି ତେବେ ତାଙ୍କ ପାଇଁ ଓଡିଶା ପୋଲିସ ପକ୍ଷରୁ ବ୍ୟବସ୍ଥା କରାଯିବ । ରାଜ୍ୟ ଭିତରେ…

ଲକ୍‌ଡାଉନର ନିଚ୍ଛକ ଚିତ୍ର …କେଉଁଠି ମଣିଷ ପାଲଟିଛି ବଳଦ ତ କେଉଁଠି ମାଆ ଭିଡି ନେଉଥିବା ବ୍ୟାଗ୍ ଉପରେ ଥକି ଯାଇ…

ଭୁବନେଶ୍ୱର : ଲକ୍‌ଡାଉନ । ପ୍ରବାସୀ ଶ୍ରମିକଙ୍କ ପାଇଁ ଭୋକର ଭୂଗୋଳ ପାଲଟିଛି । କାମ ଧନ୍ଦା ନାହିଁ ହାତ ବାନ୍ଧି କେତେ ଦିନ ବା ବସିବେ । ସେପଟେ ଭୋକରେ ସାରା ପରିବାର । ଭାତ ମୁଠେ ପାଇଁ ପୁଅ ତାର କାନ୍ଦି କାନ୍ଦି ଗଡିଯାଉଛି । ଏପରି ପରିସ୍ଥିତିରେ ନିଜ ଭିଟାମାଟି ହିଁ ସବୁଠାରୁ ସୁରକ୍ଷିତ…