ଲାଞ୍ଚ ନେଇଥିବା ଏମକେସିଜିର ୨ ନର୍ସ ନିଲମ୍ବିତ
ବ୍ରହ୍ମପୁର:ଲାଞ୍ଚ ନେଇ ଧରାପଡ଼ିଥିବା ବ୍ରହ୍ମପୁର ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ ଏବଂ ଚିକିତ୍ସାଳୟର ଦୁଇ ଜଣ ନର୍ସଙ୍କୁ ନିଲମ୍ବନ କରାଯାଇଛି ।
ପ୍ରାଥମିକ ତଦନ୍ତରୁ ସେମାନେ ଲାଞ୍ଚ ନେଇଥିବା ସ୍ପଷ୍ଟ ହେବା ପରେ ଏମକେସିଜିର ଅଧୀକ୍ଷକ ଡା.ସନ୍ତୋଷ ମିଶ୍ର ଉଭୟଙ୍କୁ…