Latest Odisha News

BREAKING NEWS

Browsing Tag

MKCG

କରୋନା ଲକ୍ଷଣ ଥାଇ ଶିକ୍ଷକଙ୍କ ମୃତ୍ୟୁ, ପୂର୍ବରୁ କରୋନା ନେଇଥିଲା ଜଣେ ଶିକ୍ଷକଙ୍କ ପ୍ରାଣ

ବୁଗୁଡ଼ା: ମହାମାରୀ କରୋନା ତାଣ୍ଡବ ଥମୁନି । ମୃତ୍ୟୁର ଫାଶରେ ବାନ୍ଧୁଛି ମହାମାରୀ । କରୋନା ଲକ୍ଷଣ ଥାଇ ବ୍ରହ୍ମପୁର ବଡ଼ ମେଡିକାଲରେ ଆଉ ଜଣେ ଶିକ୍ଷକଙ୍କ ମୃତ୍ୟୁ ହୋଇଛି । ବୁଗୁଡା ବ୍ଲକ କୁଶପଲ୍ଲୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ଟି.ମୂରଲୀ ଆଖି ବୁଜିଛନ୍ତି । ଜର ଓ…

ଖୋଲିଲା ଏମକେସିଜି ଓପିଡ଼ି

ଭୁବନେଶ୍ୱର: ଆଜି ଠାରୁ ଖୋଲିଲା ବ୍ରହ୍ମପୁର ଏମକେସିଜି ଓପିଡ଼ି । ପୂର୍ବରୁ ୧୫ ତାରିଖରେ ଓପିଡ଼ି ଖୋଲିବ ବୋଲି କୁହାଯାଇଥିଲେ ବି ଗୋଟିଏ ଦିନ ପୂର୍ବରୁ ଏହାକୁ ଖୋଲାଯାଇଛି । ଓପିଡ଼ିରେ ସାମାଜିକ ଦୂରତା ରକ୍ଷା କରାଯିବା ସହ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି । କରୋନା ଭୂତାଣୁ…

ରାଜ୍ୟରେ ଖୋଲିଲା ଆଉ ୨ଟି ପ୍ଲାଜମା ବ୍ୟାଙ୍କ

ଭୁବନେଶ୍ୱର: ରାଜ୍ୟରେ ଖୋଲିଲା ଆଉ ୨ଟି ପ୍ଲାଜମା ବ୍ୟାଙ୍କ । ଏହାକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଉଦ୍‌ଘାଟନ କରିଛନ୍ତି । ବ୍ରହ୍ମପୁର ଓ ବୁର୍ଲାରେ ନୂଆ ପ୍ଲାଜମା ବ୍ୟାଙ୍କ ଉଦଘାଟିତ ହୋଇଛି । ବ୍ରହ୍ମପୁର ଏମ୍‌କେସିଜିରେ ପ୍ଲାଜମା ବ୍ୟାଙ୍କ…

୪ ବର୍ଷର ଶିଶୁ ପାଟିରେ ପଶିଲା ଲୁହା ରଡ୍‌

ବ୍ରହ୍ମପୁର: ୪ ବର୍ଷର ଶିଶୁ ପାଟିରେ ପଶିଗଲା ଲୁହା ରଡ୍ । ଏଭଳି ଘଟଣା ଘଟିଛି ଗଂଜାମ ଜିଲ୍ଲା କେଶପୁର ନିକଟ ଖଣ୍ଡଦେଉଳି ଗାଁରେ । ପିଲାଟିର ଅବସ୍ଥା ଗୁରୁତର ରହିଛି । ତାକୁ ଏମ୍‌କେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି । ସୂଚନାଯୋଗ୍ୟ ଯେ, କେଶପୁର ନିକଟସ୍ଥ ଯଜ୍ଞସିନୀ ଗୌଡ ନାମକ ଜଣେ…