Latest Odisha News

BREAKING NEWS

Browsing Tag

MKCG

ଲାଞ୍ଚ ନେଇଥିବା ଏମକେସିଜିର ୨ ନର୍ସ ନିଲମ୍ବିତ

ବ୍ରହ୍ମପୁର:ଲାଞ୍ଚ ନେଇ ଧରାପଡ଼ିଥିବା ବ୍ରହ୍ମପୁର ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ ଏବଂ ଚିକିତ୍ସାଳୟର ଦୁଇ ଜଣ ନର୍ସଙ୍କୁ ନିଲମ୍ବନ କରାଯାଇଛି । ପ୍ରାଥମିକ ତଦନ୍ତରୁ ସେମାନେ ଲାଞ୍ଚ ନେଇଥିବା ସ୍ପଷ୍ଟ ହେବା ପରେ  ଏମକେସିଜିର ଅଧୀକ୍ଷକ ଡା.ସନ୍ତୋଷ ମିଶ୍ର ଉଭୟଙ୍କୁ…

ବ୍ରହ୍ମପୁର ଏମକେସିଜିରେ ଅଗ୍ନିକାଣ୍ଡ

ବ୍ରହ୍ମପୁର: ବ୍ରହ୍ମପୁର ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟର ପ୍ଲାଷ୍ଟିକ୍ ସର୍ଜରୀ ୱାର୍ଡରେ ଶୁକ୍ରବାର ଅଗ୍ନିକାଣ୍ଡ ଘଟିଛି। ଏହି ୱାର୍ଡ଼ ଟି ସୁପର୍ ସ୍ପେସିଆଲିଟି କୋଠାରେ ରହିଛି। ୱାର୍ଡ଼ ରୁ ଧୂଆଁ ବାହାରୁଥିବା ନେଇ କେତେକ ରୋଗୀ ଓ ସମ୍ପର୍କୀୟ ଦେଖିଥିଲେ।…

ଅସୁରକ୍ଷିତ ବ୍ରହ୍ମପୁର ବଡ଼ ମେଡ଼ିକାଲ; ନୂତନ କୋଠା ସିଲିଂରୁ ଝରିଲା ପାଣି

ବ୍ରହ୍ମପୁର:କୋଟି କୋଟି ଟଙ୍କା ବ୍ୟୟରେ ଏମକେସିଜି ମେଡିକାଲରେ ନିର୍ମିତ ହୋଇଥିବା ଏକାଧିକ ନୂତନ କୋଠା ଏବେ ରୋଗୀଙ୍କ ପାଇଁ ଅସୁରକ୍ଷିତ ହୋଇପଡ଼ିଛି। ଏହି କୋଠାରୁ କେତେବେଳେ ସିଲିଂ ଖସୁଛି ତ ଆଉ କେତେବେଳେ ଝରଣା ଭଳି ପାଣି ବୋହୁଛି। ଯାହା ଚିକିତ୍ସିତ ହେଉଥିବା ରୋଗୀ ପାଇଁ ବିପଦ ଡାକି…

ବ୍ରହ୍ମପୁର ଏମକେସିଜି ମେଡ଼ିକାଲରେ ମାଓ ନେତା ସବ୍ୟସାଚୀ

ବ୍ରହ୍ମପୁର: କାନର ଅସ୍ତ୍ରୋପଚାର ପାଇଁ ବ୍ରହ୍ମପୁର ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ ଏବଂ ଚିକିତ୍ସାଳୟରେ ଭର୍ତି ହୋଇଛନ୍ତି ମାଓନେତା ସବ୍ୟସାଚୀ ପଣ୍ଡା। ତାଙ୍କୁ ବ୍ରହ୍ମପୁର ମଣ୍ଡଳ କାରାଗାରରୁ ଏମକେସିଜି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ସେ ବର୍ତ୍ତମାନ ଇଏନଟି…

ବଢ଼ିବ ଏମକେସିଜି ଶିଶୁ ବିଭାଗର ପିଜି ସିଟ୍, ଭିତ୍ତିଭୂମି ପରଖିଲେ ଏନଏମସି ପ୍ରତିନିଧି

ବ୍ରହ୍ମପୁର: ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ ଏବଂ ଚିକିତ୍ସାଳୟର ଶିଶୁ ବିଭାଗ ପିଜି ସିଟ ୮ରୁ ୧୨କୁ ବୃଦ୍ଧି ହେବ । ଏ ନେଇ ଜାତୀୟ ଭେଷଜ ପରିଷଦ(ଏନଏମସି)ର ପ୍ରତିନିଧି ତଥା ଆକ୍ସେସର ଶିଶୁ ବିଭାଗ ପରିଦର୍ଶନ କରି ଭିତ୍ତିଭୂମି ଯାଞ୍ଚ କରିଛନ୍ତି । ଏମକେସିଜି ଶିଶୁ ବିଭାଗରେ…

ଏମ୍‌କେସିଜିରେ କାର୍ଯ୍ୟକ୍ଷମ ହେବ ୫୪ ଆଇସିୟୁ ଶଯ୍ୟା

ବ୍ରହ୍ମପୁର: ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ ଏବଂ ଚିକିତ୍ସାଳୟରେ ଆଉ ୫୪ଟି ଆଇସିୟୁ ଶଯ୍ୟା କାର୍ଯ୍ୟକ୍ଷମ ହେବ। ଏଗୁଡ଼ିକ ସୁପରସ୍ପେସିଆଲିଟି କୋଠାରେ କାର୍ଯ୍ୟକ୍ଷମ କରାଯିବ । ପୂର୍ବରୁ ମେଡ଼ିସିନ ବିଭାଗରେ ୨୦ଟି ଆଇସିୟୁ ଶଯ୍ୟା ରହିଥିଲା । କିନ୍ତୁ ବର୍ତ୍ତମାନ ମେଡ଼ିସିନ…

ଏମ୍‍କେସିଜିରେ ଖାଲିଥିବା ପଦବୀ ସପ୍ତାହ ଭିତରେ ହେବ ପୂରଣ

ବ୍ରହ୍ମପୁର: ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ ଏବଂ ଚିକିତ୍ସାଳୟରେ ସହଯୋଗୀ ପ୍ରାଧ୍ୟାପକ/ସହକାରୀ ପ୍ରାଧ୍ୟାପକମାନେ ପଦୋନ୍ନତି/ନିୟମିତ ବଦଳିକୁ ନେଇ ଜନ ଅସନ୍ତୋଷ ଦେଖିବାକୁ ମିଳିଥିଲା । ବ୍ରହ୍ମପୁରରେ କାର୍ଯ୍ୟରତ ସାମ୍ବାଦିକମାନେ ୪ ଦିନ ପର୍ଯ୍ୟନ୍ତ ଫାଟକ ସମ୍ମୁଖରେ ଧାରଣା…

ଏମ୍‌କେସିଜିରେ ଅଚଳାବସ୍ଥା:୧୧୩ ଡାକ୍ତର ପଦବୀ ଖାଲି

ବ୍ରହ୍ମପୁର : ମହାରାଜା କୃଷ୍ଣଚନ୍ଦ୍ର ଗଜପତି(ଏମ୍‌କେସିଜି) ଭେଷଜ ମହାବିଦ୍ୟାଳୟ ଏବଂ ଚିକିତ୍ସାଳୟ ଉପରେ କେବଳ ଦକ୍ଷିଣ ଓଡ଼ିଶା ନୁହଁ, ବରଂ ପଡ଼ୋଶୀ ଆନ୍ଧ୍ରପ୍ରଦେଶର ଲୋକମାନେ ମଧ୍ୟ ନିର୍ଭର କରୁଛନ୍ତି । ହେଲେ ଦକ୍ଷିଣ ଓଡ଼ିଶାର ଏହି ପ୍ରମୁଖ ଚିକିତ୍ସାଳୟରେ ଡାକ୍ତର ଅଭାବ ଯୋଗୁ ଏକ ପ୍ରକାର…

ଫ୍ଲୋରେନ୍ସ ନାଇଟଏ​‌ଙ୍ଗେଲ ପୁରସ୍କାର ପାଇବେ ଏମକେସିଜି ନର୍ସ ଶିବାନୀ ଦାଶ

ବ୍ରହ୍ମପୁର: ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟରେ କାର୍ଯ୍ୟରତ ନର୍ସ ଶିବାନୀ ଦାଶ ଜାତୀୟ ଫ୍ଲୋରେନ୍ସ ନାଇଟଏଙ୍ଗେଲ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି। ୨୦୨୧ ବର୍ଷ ପାଇଁ ଏହି ସମ୍ମାନସ୍ପଦ ପୁରସ୍କାର ଦେବାକୁ ଭାରତୀୟ ନର୍ସିଂ ପରିଷଦ ପକ୍ଷରୁ ଶିବାନୀଙ୍କ…

ବ୍ରହ୍ମପୁର ଏମକେସିଜି ମେଡିକାଲରେ କାର୍ଯ୍ୟକ୍ଷମ ହେଲା ମେଡିକାଲ୍ ଅକ୍ସିଜେନ୍ ପ୍ଲାଣ୍ଟ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଭିର୍ଚୁଆଲ୍ ମାଧ୍ୟମରେ ବ୍ରହ୍ମପୁର ଏମକେସିଜି ମେଡିକାଲରେ ମେଡିକାଲ ଅକ୍ସିଜେନ୍ ପ୍ଲାଣ୍ଟକୁ ସମର୍ପିତ କରିଛନ୍ତି । ଏହି ଅବସରରେ ଆଶା କରିଛନ୍ତି, ଏମକେସିଜି ମେଡିକାଲ କଲେଜ ଓ ହସ୍ପିଟାଲର୍ ଅକ୍ସିଜେନ୍ ଚାହିଦା ପୂରଣ ହୋଇପାରିବ । ପ୍ରତିଟି ଜୀବନ ବଞ୍ଚାଇବାକୁ…