Latest Odisha News

BREAKING NEWS

Browsing Tag

Modi

ଏୟାରପୋର୍ଟ ଭଳି ଭାରତର ପ୍ରଥମ ଏସି ରେଲଓ୍ବେ ଷ୍ଟେସନ

ବେଙ୍ଗାଲୁର: ଭାରତର ପ୍ରଥମ ଶୀତତାପ ନିୟନ୍ତ୍ରୀତ ରେଲଓ୍ବେ ଷ୍ଟେସନ । ଯେଉଁଠି ରହିଛି ସମସ୍ତ ହାଇଟେକ ବ୍ୟବସ୍ଥା । ଏହି ଷ୍ଟେସନରେ ଆପଣ ପହଁଚିଲେ ବିଶେଷ ଆନନ୍ଦ ଅନୁଭବ କରିବେ । ଏହି ବିଶ୍ବସ୍ତରୀୟ ରେଲଓ୍ବେ ଷ୍ଟେସନକୁ ବେଙ୍ଗାଲୁରରେ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି  ।…

ଆସନ୍ତାକାଲି ଯୋଗ ଦିବସକୁ ସଫଳ କରିବାକୁ ଅନୁରୋଧ କଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦୀ  ଯୋଗ ଦିବସକୁ ସଫଳ କରିବା ଏବଂ ଯୋଗକୁ ଅଧିକ ଲୋକପ୍ରିୟ କରିବା ପାଇଁ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି । ପ୍ରଧାନମନ୍ତ୍ରୀ ଟୁଇଟ୍‍ କରିଛନ୍ତି; “ଆସନ୍ତାକାଲି, ୨୧  ଜୁନ୍ ଅନ୍ତର୍ଜାତୀୟ ଯୋଗ ଦିବସ ।  ‘ମାନବିକତା ପାଇଁ ଯୋଗ' ବିଷୟବସ୍ତୁ ଦ୍ୱାରା…

ବେଙ୍ଗାଲୁରରେ ଭାରତର ପ୍ରଥମ ଏୟାର କଣ୍ଡିସନ ଷ୍ଟେସନ ଉଦଘାଟନ କରିବେ ମୋଦି

ବାଙ୍ଗାଲୋର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି କର୍ଣ୍ଣାଟକ ଗସ୍ତ କରିବେ । ଅପରାହ୍ନ ପ୍ରାୟ ୧୨.୩୦ରେ, ପ୍ରଧାନମନ୍ତ୍ରୀ ଇଣ୍ଡିଆନ ଇନଷ୍ଟିଚୁ୍ୟଟ ଅଫ ସାଇନ୍ସ (ଆଇଆଇଏସସି) ବେଙ୍ଗାଲୁରୁ ପରିଦର୍ଶନ କରିବେ, ଯେଉଁଠାରେ ସେ ସେଣ୍ଟର ଫର ବ୍ରେନ ରିସର୍ଚ୍ଚ (ସିବିଆର)କୁ ଉଦଘାଟନ କରିବେ ଏବଂ…

ରାଜନୀତିରେ ଫସିଯାଉଛି ଭଲ କାମ: ମୋଦି

 ନୂଆଦିଲ୍ଲୀ: ଅଗ୍ନିପଥ ଯୋଜାନକୁ ନେଇ ଶେଷରେ ପ୍ରଧାନମନ୍ତ୍ରୀ ମୋଦି ମତ ରଖିଛନ୍ତି । ଦେଶର ଉନ୍ନତି ପାଇଁ ଦେଶବାସୀଙ୍କ ଉନ୍ନତି ପାଇଁ ବିକାଶ ପାଇଁ ଯେଉଁ ସଂସ୍କାରମୂଳକ ପଦକ୍ଷେପ ନେଲେ ବି ବିରୋଧୀମାନେ ତାହାକୁ ବିରୋଧ କରିବାକୁ ମୋଦି ନିନ୍ଦା କରିଛନ୍ତି । ରାଜନୀତିକ କାରଣରୁ ଭଲକାମକୁ…

ମୋ ମା’ ଯେତିକି ସରଳ ସେତିକି ଅସାଧାରଣ

ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦୀଙ୍କ ମା’ ଜୀବନର ୧୦୦ତମ ବର୍ଷରେ ପଦାର୍ପଣ କରିଛନ୍ତି । ଏହି ଉପଲକ୍ଷେ ପ୍ରଧାନମନ୍ତ୍ରୀ ତାଙ୍କ ମା’ଙ୍କ ପାଇଁ ଏକ ଭାବପ୍ରବଣତାପୂର୍ଣ୍ଣ ବ୍ଲଗ୍‌ ଲେଖିଛନ୍ତି । ମା’ଙ୍କ ସହ ବିତାଇଥିବା ପିଲାଦିନର କିଛି ସ୍ବତନ୍ତ୍ର ମୁହୂର୍ତ୍ତର ସେ ସ୍ମୃତିଚାରଣ କରିଛନ୍ତି ।…

୧୦୦ତମ ଜନ୍ମଦିନରେ ମା’ଙ୍କୁ ପୂଜାକଲେ  ମୋଦୀ 

ଅହମଦାବାଦ : ପ୍ରଧାନମନ୍ତ୍ରୀ ମୋଦୀଙ୍କ ପାଇଁ ଆଜିଠାରୁ ବଡ ଦିନ ଆଉ କେବେ ହୋଇନପାରେ । କାରଣ ମୋଦିଙ୍କ ମା’ ହୀରାବେନ୍‌ଙ୍କ ଆଜି ୧୦୦ତମ ଜନ୍ମଦିନ । ଏହି ଅବସରରେ  ଗାନ୍ଧୀନଗର ଘରେ  ନିଜ ମା’ଙ୍କୁ ଭେଟିଛନ୍ତି ମୋଦି । ମାଙ୍କଠାରୁ ଆଶୀର୍ବାଦ ନେଇଛନ୍ତି । ତାଙ୍କ ପାଦ ଧୂଆ ପାଣିକୁ ଆଖିରେ…

ଗୁଜରାଟ କାଳିକ ମାତାଙ୍କ ମନ୍ଦିର ଯିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ:  ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦି ଜୁନ ୧୭ ଓ ୧୮ ଦୁଇଦିନ ଧରି ଗୁଜରାଟ ଗସ୍ତ କରିବେ ।  ଜୁନ ୧୮ ତାରିଖ ପୂର୍ବାହ୍ନ ପ୍ରାୟ ୯.୧୫ ମିନିଟରେ ପ୍ରଧାନମନ୍ତ୍ରୀ ପାଭଗଡ଼ ପାହାଡ଼ରେ ପୁନଃନିର୍ମିତ ଶ୍ରୀ କାଳିକା ମାତା ମନ୍ଦିର ଦର୍ଶନ କରି ଏହାର ଉଦଘାଟନ କରିବେ । ପାଭଗଡ଼ ପାହାଡ଼ ଉପରେ…

ମମତାଙ୍କ ମଞ୍ଚରେ ଫାଟ: ଯୋଗ ଦେଲେନି ନବୀନ

ଦିଲ୍ଲୀ : ମମତା ବାନାର୍ଜୀଙ୍କୁ ଲାଗିଛି ଝଟକା । ତୃଣମୂଳ ନେତ୍ରୀଙ୍କ ସବୁ ଯୋଜନା ପାଣି ଫୋଟକା ପରି ମିଳେଇ ଯାଇଛି । ଯୁଦ୍ଧ କରିବା ପୂର୍ବରୁ ସେନାପତିମାନେ ମମତାଙ୍କ ଯୁଦ୍ଧକୁ ପସନ୍ଦ କରିନାହାଁନ୍ତି । ମମତାଙ୍କ ବୈଠକକୁ ସାରା ଦେଶ ଅନାଇ ରହିଥିବା ବେଳେ ତାହା ଫୁସ ହୋଇଯାଇଛି ।  ବିଜେପି…

ମୁଖ୍ୟ ସଚିବମାନଙ୍କର ପ୍ରଥମ ଜାତୀୟ ସମ୍ମିଳନୀରେ ମୋଦି କରିବେ ଅଧ୍ୟକ୍ଷତା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧୬ ରୁ ୧୭ ଜୁନ୍ ୨୦୨୨ ହିମାଚଳ ପ୍ରଦେଶର ଧର୍ମଶାଳାର ଏଚ୍‍ପିସିଏ ଷ୍ଟାଡିୟମରେ ମୁଖ୍ୟ ସଚିବମାନଙ୍କର ପ୍ରଥମ ଜାତୀୟ ସମ୍ମିଳନୀରେ ଅଧ୍ୟକ୍ଷତା କରିବେ । ଏହା କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ସହଭାଗିତାକୁ ଆହୁରି ଦୃଢ କରିବା ଦିଗରେ ଏକ…

ତୁକାରାମ ମହାରାଜ ଶିଳା ମନ୍ଦିର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପୁଣେର ଦେହୁ ଠାରେ ଜଗତଗୁରୁ ଶ୍ରୀସନ୍ତ ତୁକାରାମ ମହାରାଜ ମନ୍ଦିରର ଉଦଘାଟନ କରିଛନ୍ତି । ଏହି ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଦେହୁର ପବିତ୍ର ଭୂମିରେ ଉପସ୍ଥିତ ରହି ଖୁସି ବ୍ୟକ୍ତ କରିଛନ୍ତି । ପ୍ରଧାନମନ୍ତ୍ରୀ ଆମର ଶାସ୍ତ୍ରଗୁଡ଼ିକ ବିଷୟରେ…