Latest Odisha News

BREAKING NEWS

Browsing Tag

Mohan Bhagwat

୭ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ମୋହନ ଭାଗବତ

ଭୁବନେଶ୍ୱର: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ)ର ସରସଂଘ ଚାଳକ ଡ଼. ମୋହନ ଭାଗବତ ଆଜିଠାରୁ ୭ ଦିନିଆ ଓଡ଼ିଶା ଗସ୍ତରେ ଆସିବେ। ସେ ସୋମବାର ଓଡ଼ିଶା ଗସ୍ତରେ ବାହାରି ଭୁବନେଶ୍ୱର ପହଞ୍ଚିବେ। ଏହି ଗସ୍ତ ସମୟରେ ଡ଼. ଭାଗବତ ଗଣ୍ଡମୁଣ୍ଡାସ୍ଥିତ ସ୍ୱାମୀ ବିବେକାନନ୍ଦ ପାଠ୍ୟକ୍ରମ କେନ୍ଦ୍ରର…

ଭଗବାନଙ୍କ ପାଖରେ ନାହିଁ ଜାତି-ବର୍ଣ୍ଣ, ଏସବୁ ସୃଷ୍ଟି କରିଛନ୍ତି ପଣ୍ଡିତ: ମୋହନ ଭାଗବତ

ମୁମ୍ବାଇ: ଜାତିବାଦକୁ ନେଇ ଆରଏସ୍ଏସ୍ ମୁଖ୍ୟ ମୋହନ ଭାଗବତ ବଡ଼ ବୟାନ ଦେଇଛି । କହିଛନ୍ତି, ଆମ ସମାଜକୁ ଭାଗ ଭାଗ କରି ଅନ୍ୟମାନେ ଫାଇଦା ଉଠାଇଛନ୍ତି । ଯାହାର ଫାଇଦା ନେଇ ଆମ ଦେଶ ଉପରେ ଆକ୍ରମଣ କରିଛନ୍ତି, ବାହାର ଲୋକ ଲାଭ ପାଇଛନ୍ତି । ଆମେ ସମସ୍ତ ଦେଶ, ସମାଜ ପାଇଁ କାମ କରୁଛୁ । ଯେତେବେଳେ…

ସମସ୍ତଙ୍କ ପାଇଁ ସମାନ ରୂପେ ଲାଗୁ ହେଉ ଜନସଂଖ୍ୟା ନିୟନ୍ତ୍ରଣ ଆଇନ୍: ମୋହନ ଭାଗବତ

ନାଗପୁର: ବିଜୟା ଦଶମୀରେ ଦେଶର ଜନସଂଖ୍ୟା ନିୟନ୍ତ୍ରଣକୁ ନେଇ ଆରଏସ୍ଏସ୍ ପ୍ରମୁଖ ମୋହନ ଭାଗବତ ମୁହଁ ଖୋଲିଛନ୍ତି । କହିଛନ୍ତି ଦେଶକୁ ଜନସଂଖ୍ୟା ନିୟନ୍ତ୍ରଣ ଆଇନର ଆବଶ୍ୟକତା ରହିଛି । ଯଦି ଏହା ଉପରେ ତୁରନ୍ତ ପଦକ୍ଷେପ ନିଆ ନଯାଏ ତ ଦେଶରେ ଧର୍ମ ଆଧାରିତ ଅସନ୍ତୁଳନ ଏବଂ ଜୋରଜବରଦସ୍ତି…

ଓଡ଼ିଶାରେ ଆରଏସଏସ୍ ମୁଖ୍ୟ ମୋହନ ଭାଗବତ, କାଲି ଯିବେ ପୁରୀ

ଭୁବନେଶ୍ୱର: ଓଡ଼ିଶାରେ ଆରଏସଏସ୍ ମୁଖ୍ୟ ମୋହନ ଭାଗବତ । ପାଞ୍ଚ ଦିନିଆ ଗସ୍ତରେ ଆସି ଗତକାଲି ରାତିରେ ସେ ଭୁବନେଶ୍ୱରରେ ପହଞ୍ଚିଛନ୍ତି । ଏହି ଗସ୍ତ ସମୟରେ ସେ ବହୁ ବିଶିଷ୍ଟ ବ୍ୟକ୍ତିଙ୍କୁ ଭେଟିବାର କାର୍ୟ୍ୟକ୍ରମ ରହିଛି । ଆସନ୍ତାକାଲି ପୁରୀ ଯାଇ ଶ୍ରୀଜିଉଙ୍କ ଦର୍ଶନ କରିବେ ମୋହନ ଭାଗବତ ।…

୫ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଆର୍‌ଏସ୍‌ଏସ୍‌ ମୁଖ୍ୟ ମୋହନ ଭାଗବତ

ଭୁବନେଶ୍ବର : ପାଞ୍ଚ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସରସଂଘଚାଳକ ଡ. ମୋହନ ଭାଗବତ । ୨୪ ତାରିଖ ରାତିରେ ସେ ଭୁବନେଶ୍ବରରେ ପହଞ୍ଚିବେ । ୫ ଦିନିଆ ଗସ୍ତ ସାରି ସେ ଅଗଷ୍ଟ ୨୯ ତାରିଖରେ ଓଡ଼ିଶାରୁ ପ୍ରତ୍ୟାବର୍ତ୍ତନ କରିବେ ବୋଲି ସଂଘର ଓଡ଼ିଶା ପୂର୍ବ ପ୍ରାନ୍ତର…

ତିନିଦିନିଆ ଓଡିଶା ଗସ୍ତରେ ଆରଏସଏସର ମୁଖ୍ୟ ମୋହନ ଭାଗବତ

ଭୁବନେଶ୍ୱର: ତିନିଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ଆରଏସଏସର ମୁଖ୍ୟ ମୋହନ ଭାଗବତ। କରୋନା ମହାମାରୀ ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଅଖିଳ ଭାରତୀୟ କାର୍ଯ୍ୟକାରୀ ମଣ୍ଡଳ କ୍ଷେତ୍ର ସ୍ତରରେ ଅନୁଷ୍ଠିତ ହେଉଛି । ପୂର୍ବକ୍ଷେତ୍ର ପାଇଁ ଉଦ୍ଦିଷ୍ଟ ଏହି ବୈଠକ…

ଭୁବନେଶ୍ୱରରେ ଆଜିଠୁ ଆରଏସଏସର ଅଖିଳ ଭାରତୀୟ କାର୍ଯ୍ୟକାରିଣୀ ବୈଠକ

ଭୁବନେଶ୍ୱର: ଭୁବନେଶ୍ୱରରେ ଶନିବାର ଠାରୁ ୯ ଦିନିଆ ଆରଏସଏସର ଅଖିଳ ଭାରତୀୟ କାର୍ଯ୍ୟକାରିଣୀ ମଣ୍ଡଳ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି । ଏହି ଅବସରରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ(ଆରଏସଏସ)ର ମୁଖ୍ୟ ମୋହନ ଭାଗବତ ଉକ୍ତ ବୈଠକରେ ଯୋଗଦେବା ନେଇ ସୂଚନା ମିଳିଛି । ପ୍ରଥମଥର ଲାଗି ଏହି ବୈଠକ…