Latest Odisha News

BREAKING NEWS

Browsing Tag

MS Dhoni

ନିଜ ୨୦୦ତମ ଆଇପିଏଲ୍ ମ୍ୟାଚ୍ ଜର୍ସିକୁ ଉପହାରରେ ଦେଲେ କ୍ୟାପଟେନ କୁଲ

ୟୁଏଇ: ଚାଲିଛି ଇଣ୍ଡିଆନ ପ୍ରିମିୟର ଲିଗ । ଗତକାଲିର ଚେନ୍ନାଇ ସୁପର କିଙ୍ଗ୍ସ ଓ ରାଜସ୍ଥାନ ରୟାଲ୍ସ ମ୍ୟାଚ ସରିବା ପରେ ଗୋଟିଏ ହୃଦୟସ୍ପର୍ଶୀ ଦୃଶ୍ୟ ଦେଖିବାକୁ ମିଳିଥିଲା । ଚେନ୍ନାଇ ସୁପର କିଙ୍ଗ୍ସ ଅଧିନାୟକ ତଥା କ୍ୟାପଟେନ କୁଲ ଏମଏସ ଧୋନି ନିଜ ୨୦୦ତମ ଆଇପିଏଲ୍ ମ୍ୟାଚ୍ ଜର୍ସିକୁ…

ଧିକ ! ଧୋନୀଙ୍କ ୫ ବର୍ଷର ଝିଅକୁ ଦୁଷ୍କର୍ମ ଧମକ

ମୁମ୍ବାଇ: ଚାଲିଥିବା ଆଇପିଏଲ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସ୍ କୋଲକାତା ନାଇଟ୍ ରାଇଡର ପାଖରୁ ହରିବା ପରେ ମହେନ୍ଦ୍ର ସିଂ ଧୋନିଙ୍କ ୫ ବର୍ଷର ଝିଅ ଜିଭାଙ୍କୁ ମିଳିଛି ଦୁଷ୍କର୍ମ ଧମକ । କ୍ରିକେଟ ଏକ ଲୋକପ୍ରିୟ ଖେଳ ହୋଇଥିବା ବେଳେ ଏହାର ପ୍ରଶଂସକମାନଙ୍କ ପାଇଁ ଏହା ଏକ ଫୋବିଆରେ ପରିଣତ…

ଏହି ଖେଳାଳି ହେଉଛନ୍ତି ଆଇପିଏଲ ଟୁର୍ଣ୍ଣାମେଣ୍ଟ ଇତିହାସର ଶ୍ରେଷ୍ଠ ୧୦ ରନ ସ୍କୋରର

ଇଣ୍ଡିଆନ୍ ପ୍ରିମିୟର୍ ଲିଗ (ଆଇପିଏଲ୍) ପ୍ରିମିୟର୍ ଫ୍ରାଞ୍ଚାଇଜ୍ ଆଧାରିତ ଏକ ଟୁର୍ନାମେଣ୍ଟ , ଯାହା ୨୦୦୮ ରୁ ହୋଇଆସୁଛି । ବ୍ୟାଟ୍ସମ୍ୟାନ୍ ସବୁବେଳେ ଛୋଟ ଫର୍ମାଟରେ ନିଜ ଦବଦବା ଜାହିର କରିଆସୁଛନ୍ତି ଏବଂ ଏଠାରେ ଆମେ ବର୍ଷ ବର୍ଷ ଧରି ଆଇପିଏଲର ଶ୍ରେଷ୍ଠ ୧୦ ଜଣ ବ୍ୟାଟ୍ସମ୍ୟାନଙ୍କ ବିଷୟରେ…

ଧୋନି ଯୁଗର ଅବସାନ: ରନ୍ ଆଉଟରୁ ଆରମ୍ଭ, ରନ୍ ଆଉଟରେ ଶେଷ

ଭୁବନେଶ୍ୱର: କ୍ରିକେଟରୁ ଅଲବିଦା କହିଛନ୍ତି ମହେନ୍ଦ୍ର ସିଂହ ଧୋନି । ଅବସର ଘୋଷଣା କରିଛନ୍ତି । ଏବେ କେବଳ ଫଟାଫଟ କ୍ରିକେଟରେ ଧୋନିଙ୍କ ବ୍ୟାଟିଂ ଜଲଓ୍ୱା ଦେଖିବାକୁ ମିଳିବ । କ୍ରିକେଟ ଓ ଭାରତୀୟ କ୍ରିକେଟ ସେ ଯାହା କରି ଯାଇଛନ୍ତି ତାହା ଇତିହାସରେ ଲିପିବଦ୍ଧ ହୋଇଛି । ୧୫ ବର୍ଷ ପୂର୍ବେ ନୀଳ…

ହାପି ବର୍ଥ ଡେ ମାହି: ୩୯ ବର୍ଷରେ ଧୋନି

୩୯ ବର୍ଷରେ ପାଦ ଥାପିଛନ୍ତି ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂହ ଧୋନି । ଜନ୍ମଦିନରେ ତାଙ୍କୁ ଚାରିଆଡୁ ଶୁଭେଚ୍ଛାର ସୁଅ ଛୁଟୁଛି । ଫ୍ୟାନଙ୍କ ସମେତ ଧୋନିଙ୍କୁ ଶୁଭେଚ୍ଛା ଜଣାଉଛନ୍ତି ଦେଶ ବିଦେଶର କ୍ରିକେଟର । ସୋସିଆଲ୍ ମିଡିରେ ନିଜ ଫେଭରିଟ୍ କ୍ରିକେଟରଙ୍କୁ ଜନ୍ମଦିନରେ…