Latest Odisha News

BREAKING NEWS

Browsing Tag

msp

ଧାନ ସହ ମୁଗ, ବିରି ଓ ହରଡ଼ର ସର୍ବନିମ୍ନ ସହାୟକ ମୂଲ୍ୟ ବଢ଼ାଇଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: କୃଷକଙ୍କ ପାଇଁ ଖୁସି ଖବର । କେନ୍ଦ୍ର କ୍ୟାବିନେଟ୍ ବିଭିନ୍ନ ଖାଦ୍ୟ ଶସ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରିଛନ୍ତି । କେନ୍ଦ୍ରର ମୋଦି ସରକାର ୨୦୨୩-୨୪ ଆର୍ଥିକ ବର୍ଷରେ ଖରିଫ ଫସଲର ଏମଏସପି ବୃଦ୍ଧିକୁ ଅନୁମୋଦନ ଦେଇଛନ୍ତି । ଧାନ ଦର ୧୪୩ ଟଙ୍କା ବୃଦ୍ଧି କରିଛନ୍ତି…

କୃଷକମାନଙ୍କ ସମସ୍ତ ଧାନ କ୍ରୟ ସହିତ MSPକୁ ନିଶ୍ଚିତ କରୁ କେନ୍ଦ୍ର: ବିଜେଡି

ବରଗଡ଼: କେନ୍ଦ୍ର ସରକାର ଚଳିତ ବର୍ଷର ବଜେଟରେ ଧାନ କ୍ରୟ କ୍ଷେତ୍ରରେ ୨୦,୦୦୦ କୋଟି ଟଙ୍କାର ବୃହତ୍‍ ରାଶି ହ୍ରାସ କରିଛନ୍ତି । ସ୍ୱାମୀନାଥନ୍ କମିଶନ ରିପୋର୍ଟ ସୁପାରିସ କାର୍ଯ୍ୟକାରିତା ବିଷୟ ବି ଭୁଲିଯାଇଛନ୍ତି । ଏହି ବୃହତ୍‍ ୨୦,୦୦୦ କୋଟି ଟଙ୍କା ହ୍ରାସ ଯୋଗୁଁ କୃଷକମାନେ ସେମାନଙ୍କର…

ଚାଷୀମାନଙ୍କୁ ଲୁଟୁଥିବା ମିଲର୍ସ ଓ ଦଲାଲ୍‌ଙ୍କ ମଧ୍ୟସ୍ଥି ଭୁମିକାରୁ ନିବୃତ ରୁହନ୍ତୁ ରାଜ୍ୟ ସରକାର : ପ୍ରଦୀପ ପୁରୋହିତ

ଭୁବନେଶ୍ୱର: ମୋଦି ସରକାରଙ୍କ ଏମଏସପି ବୃଦ୍ଧିକୁ ନେଇ ରାଜ୍ୟ ବିଜେପି ପକ୍ଷରୁ ପ୍ରଶଂସା କରାଯାଇଛି । ଖରିଫ ଫସଲର ଏମଏସପି ବୃଦ୍ଧି ଫଳରେ ଚାଷୀମାନଙ୍କ ଆୟ ବୃଦ୍ଧି  ହେବାରେ ସହାୟକ ହୋଇପାରିବ ।  ଓଡ଼ିଶାରେ ଧାନ ଚାଷ ଅଧିକ ପରିମାଣରେ ହେଉଥିବାରୁ ଓଡ଼ିଶାର ଚାଷୀମାନଙ୍କୁ ଅଧିକ ଉପକୃତ ହେବେ ।…

ଧାନ କୁଇଣ୍ଟାଲ ପ୍ରତି ୧୦୦ ଟଙ୍କା ବୃଦ୍ଧି ଓଡିଶା ଚାଷୀଙ୍କ ପ୍ରତି ଉପହାସ: ବିଜେଡି

ଭୁବନେଶ୍ୱର, : କେନ୍ଦ୍ର ସରକାର ଗତକାଲି ବିଭିନ୍ନ ଖରିଫ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରିଥିଲେ ।  ସାଧାରଣ ଏବଂ ଏ ଗ୍ରେଡ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) କ୍ୟୁଣ୍ଟାଲ ପିଛା ୧୦୦ ଟଙ୍କାକୁ ବୃଦ୍ଧି କରିଥିଲେ କେନ୍ଦ୍ର ସରକାର । ଏହି ବୃଦ୍ଧିକୁ ବିଜେଡି ପକ୍ଷରୁ ନାପସନ୍ଦ…

ବଢ଼ିଲା ଖରିଫ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଖରିଫ ଫସଲର ଏମଏସପି ମୂଲ୍ୟ ବଢ଼ାଇଛନ୍ତି ।  ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ ସମିତି (ସିସିଇଏ) ବୈଠକରେ ୨୦୨୨-୨୩ ବିପଣନ ଋତୁ ପାଇଁ ସମସ୍ତ ଅଧିସୂଚିତ ଖରିଫ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି)…

ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରିବାକୁ ରାଜ୍ୟ ସରକାରଙ୍କ ଦାବି

ଭୁବନେଶ୍ବର : ବୃଦ୍ଧି କରାଯାଉ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ । ଏନେଇ ପୁଣି ଦାବି କରିଛନ୍ତି ରାଜ୍ୟ ସରକାର । ଏକ ସମ୍ବାଦିକ ସମ୍ମିଳନୀରେ କୃଷିମନ୍ତ୍ରୀ ଅରୁଣ ସାହୁ ଏମଏସପି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କ୍ବିଣ୍ଟାଲ ପିଛା ୨୯୩୦ ଟଙ୍କା କରିବାକୁ…

କରୋନା ଭିତରେ ତେଜିଲା ଏମ୍‌ଏସ୍‌ପି ରାଜନୀତି

ଭୁବନେଶ୍ୱର: କରୋନା ଭିତରେ କେନ୍ଦ୍ର ସରକାର କୃଷକଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରି ୧୪ଟି ଖରିଫ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରିଛନ୍ତି । ତେବେ ଏହାକୁ ନେଇ ରାଜନୀତି ତେଜିଛି । ବିଜେଡି ଉପସଭାପତି ଦେବି ମିଶ୍ର କହିଛନ୍ତି, ଏହା ପର୍ଯ୍ୟାପ୍ତ ନୁହେଁ । କାଲି କେନ୍ଦ୍ର…

ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି, ଚାଷୀଙ୍କ ୩ ଲକ୍ଷ ଋଣ ଉପରେ ୨% ସୁଧ ଛାଡ

ନୂଆଦିଲ୍ଲୀ: କୃଷକଙ୍କ ପାଇଁ ଖୁସି ଖବର । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୧୮୬୮ ଟଙ୍କାକୁ ବୃଦ୍ଧି ହୋଇଛି । ଏନେଇ ସୂଚନା ଦେଇଛନ୍ତି କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର । କେନ୍ଦ୍ର କ୍ୟାବିନେଟର ଆଜି ଏକ…