Latest Odisha News

BREAKING NEWS

Browsing Tag

Mumbai rain

ମୁମ୍ୱାଇ ଉବୁଟୁବୁ: ବର୍ଷା ପରେ ଭୂସ୍ଖଳନରେ ୧୫ରୁ ଅଧିକ ମୃତ

ମୁମ୍ବାଇ: ବର୍ଷା ଆଣିଲା ବିଭୀଷିକା । ମୁମ୍ବାଇରେ ଜଳପ୍ରଳୟ । ଉବୁଟୁବୁ ସହର । ଜୁଆଡ଼େ ଗଲେ ଖାଲି ପାଣି ଆଉ ପାଣି । ରାସ୍ତାଘାଟରେ କେଉଁଠି ଅଣ୍ଟାଏ ତ ଆଉ କେଉଁଠି ଆଣ୍ଠୁଏ ଲେଖାଏ ବର୍ଷା ପାଣି ଲହଡ଼ି ଭାଙ୍ଗୁଛି । ଲୋକଙ୍କ ଘରଦ୍ୱାରରେ ପଶିଛି ପାଣି । ରାସ୍ତାରେ ଯାଆସ କରିବା ମୁସକିଲ୍ ।…

ହାଇଦ୍ରାବାଦ ପରେ ମୁମ୍ବାଇରେ ମୂଷଳଧାରାରେ ବର୍ଷା

ମୁମ୍ବାଇ: ଲଘୁଚାପଜନିତ ଲଗାଣ ବର୍ଷାରେ ହାଇଦ୍ରାବାଦରେ ଜଳ ପ୍ରଳୟ ସୃଷ୍ଟି ହେଲା । ଏପଟେ ମୁମ୍ବାଇ ଓ ପୁଣେରେ ବି ବିତ୍ପାତ । ଗତକାଲି ରାତିରୁ ପ୍ରବଳ ବର୍ଷା ହେଉଛି । ବର୍ଷୁଛି ଯେ ବର୍ଷୁଛି । ଲଗାଣ ବର୍ଷା ଯୋଗୁ ମୁମ୍ବାଇର ବିଭିନ୍ନ ଅଞ୍ଚଳରେ ବଢୁଛି ଜଳସ୍ତର । #WATCH Heavy…

[ଭିଡିଓ] ଏବେ ବି ବଂଚିଛି ମାନବିକତା !

ମୁମ୍ବାଇ: କଥାରେ ଅଛି ପଶୁପ୍ରେମ ଭଗବାନଙ୍କ ସେବା ସଦୃଶ । କିଛି ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା ମୁମ୍ବାଇର ୱଡାଲା ଅଂଚଳରେ । ଗତ କିଛିଦିନ ଧରି ମୁମ୍ବାଇରେ ଲଗାଣ ବର୍ଷା ଲୋକଙ୍କୁ ବେହାଲ କରିଦେଇଛି । ଏପରି ସ୍ଥିତିରେ ଏକ ବିଲେଇ ଛୁଆର ବା ସାହାସ କେତେ ? ପାଣିରେ ହନ୍ତସନ୍ତ ହୋଇ ଜୀବନ ସହ…

ମୁମ୍ବାଇ ବର୍ଷା: ଆଶିଂକ ବାତିଲ ହେଲା ବିଶାଖାପାଟଣା-ଏଲଟିଟି ଏକ୍ସପ୍ରେସ

ଭୁବନେଶ୍ୱର: ମୁମ୍ବାଇରେ ପ୍ରବଳ ବର୍ଷା ଲାଗି ରହିଥିବା ଯୋଗୁଁ କେତେକ ରେଳ ଟ୍ରାକ୍ ଉପରେ ପାଣି ଚାଲୁଥିବାବଳେ ବମ୍ବେ-ପୁଣେ ରୁଟରେ ମାଟି ଅତଡା ଧସି ପଡିଛି । ଯାହାଫଳରେ ମୁମ୍ବାଇରୁ ଛାଡ଼ିବାକୁଥିବା କୋଣାର୍କ ଏକ୍ସପ୍ରେସକୁ ଡାଇଭର୍ଟ ଓ ବିଶାଖାପାଟଣାରୁ (ବିଶାଖାପାଟଣା-ଏଲଟିଟି)…

ମୁମ୍ବାଇରେ ପ୍ରବଳ ବର୍ଷା ଯୋଗୁଁ ରେଳ ସେବା ବାଧାପ୍ରାପ୍ତ

ମୁମ୍ବାଇ: ମହାରାଷ୍ଟ୍ରରେ ଅତ୍ୟଧିକ ବର୍ଷା ଯୋଗୁଁ ମୁମ୍ବାଇ ରେଳ ମଣ୍ଡଳରେ ରେଳଧାରଣ ଉପରେ ପାଣି ପ୍ରବାହିତ ହେବା ସହିତ କେତେକ ସ୍ଥାନରେ ମାଟି ଅତଡ଼ା ଖସୁଛି। ଫଳରେ ରେଳ ଚଳାଚଳ ଏକପ୍ରକାର ପ୍ରଭାବିତ ହୋଇଛି I ଏଥିପାଇଁ ପୂର୍ବତଟ ରେଳପଥକୁ ଆସିବାକୁ ଥିବା ଏବଂ ଏହାର ପରିସୀମାରୁ ମୁମ୍ବାଇ…