Latest Odisha News

BREAKING NEWS

Browsing Tag

Nalco

ଓଡ଼ିଶାରେ ୬୩୩ ବିସ୍ଥାପିତଙ୍କୁ ନିଯୁକ୍ତି ଦେଇଛି ନାଲକୋ

ନୂଆଦିଲ୍ଲୀ: ଓଡ଼ିଶାରେ ନାଲକୋ ୬୩୩ ବିସ୍ଥାପିତ ପରିବାରକୁ ନିଯୁକ୍ତି ଦେଇଛି । କୋରାପୁଟର ଦାମନଯୋଡ଼ି ଏବଂ ଅନୁଗୁଳ ନାଲକୋ ପ୍ରକଳ୍ପ ପାଇଁ ୬୩୫ଟି ପରିବାର ବିସ୍ଥାପିତ ହୋଇଥିଲେ । ସେମାନଙ୍କ ମଧ୍ୟରୁ ଦୁଇଟି ପରିବାରକୁ ବାଦ୍ ଦେଲେ ଅନ୍ୟ ସମସ୍ତ ପରିବାରକୁ ନିଯୁକ୍ତିଗତ ଥଇଥାନ କରାଯାଇଛି…

ସଂପ୍ରସାରଣ କ୍ଷେତ୍ରରେ ନାଲ୍‍କୋ ୩୦ ହଜାର କୋଟି ଟଙ୍କା ନିବେଶ କରିବ: କେନ୍ଦ୍ର ମନ୍ତ୍ରୀ

ନୂଆଦିଲ୍ଲୀ: ରାଷ୍ଟ୍ରାୟତ୍ତ ଉଦ୍ୟୋଗ ନାଲ୍‍କୋ ଆଗାମୀ ୨୦୨୭-୨୮ ଆର୍ଥିକ ବର୍ଷ ଶେଷ ସୁଦ୍ଧା ଏହାର ସଂପ୍ରସାରଣ ଓ ବିବିଧାୟନ ଯୋଜନାରେ ପ୍ରାୟ ୩୦ ହଜାର କୋଟି ଟଙ୍କା ନିବେଶ କରିବ ବୋଲି କହିଛନ୍ତି କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ପ୍ରହ୍ଲାଦ ଜୋଶୀ। ଭୁବନେଶ୍ୱରଠାରେ ନାଲ୍‍କୋର ୪୧ତମ…

ନାଲକୋ ପ୍ଲାଣ୍ଟର ଉତ୍ପାଦନ କ୍ଷମତା ବାର୍ଷିକ ୧ ମିଲିୟନ ଟନ୍ ବୃଦ୍ଧି ହେଉ: ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ଅନୁଗୁଳ ଜିଲ୍ଲା ସ୍ଥିତ ନ୍ୟାସନାଲ ଆଲୁମିନିୟମ କମ୍ପାନି (ନାଲକୋ)ର ଆଲୁମିନିୟମ ଉତ୍ପାଦନ କ୍ଷମତା ବାର୍ଷିକ ୧ ମିଲିୟନ ଟନ୍ ବୃଦ୍ଧି କରାଯାଉ ବୋଲି ପ୍ରକାଶ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସୂଚନା ଅନୁଯାୟୀ କେନ୍ଦ୍ର ଖଣି, କୋଇଲା ଓ ସଂସଦ ବ୍ୟାପାର…

ବିଦ୍ୟୁତ ବିଭ୍ରାଟରୁ ନାଲକୋରେ ଆଲୁମିନିୟମ ଉତ୍ପାଦନ ପ୍ରଭାବିତ

ଭୁବନେଶ୍ୱର: ବିଦ୍ୟୁତ ବିଭ୍ରାଟ କାରଣରୁ ସେପ୍ଟେମ୍ବର ୩୦ ତାରିଖ ରାତିରୁ ନବରତ୍ନ କମ୍ପାନୀ ନାଲକୋରେ ଆଲୁମିନିୟମ ଉତ୍ପାଦନ ପ୍ରଭାବିତ ହୋଇଛି । ମିଳିଥିବା ସୂଚନା ଅନୁସାରେ ଅନୁଗୋଳରେ ଥିବା କମ୍ପାନୀର ସ୍ମେଲଟରରେ ୮୦ଟି ପଟ୍ ଅଚଳ ହୋଇ ପଡ଼ିଛି । ବୈଷୟିକ ତ୍ରୁଟି ଯୋଗୁ କମ୍ପାନୀର କ୍ୟାପ୍ଟିଭ୍…

ଶ୍ରୀଧର ପାତ୍ରଙ୍କୁ ମିଳିଲା ନାଲକୋ ସିଏମଡି ଭାବେ ଅତିରିକ୍ତ ଦାୟିତ୍ୱ

ଭୁବନେଶ୍ୱର: ରାଷ୍ଟ୍ରାୟତ୍ତ ନବରତ୍ନ କମ୍ପାନୀ ନାଲକୋର୍ ନୂତନ ସିଏମଡି ଭାବେ ଶୁକ୍ରବାର ଦିନ ଶ୍ରୀଧର ପାତ୍ରଙ୍କୁ ନିଯୁକ୍ତ କରାଯାଇଛି । ପୂର୍ବରୁ ଶ୍ରୀ ପାତ୍ର ନାଲକୋର ନିର୍ଦ୍ଦେଶକ(ଅର୍ଥ) ଭାବେ ଦାୟିତ୍ୱ ନିର୍ବାହ କରିଥିଲେ । ଶ୍ରୀ ପାତ୍ର ଡିସେମ୍ବର ୧ ତାରିଖରେ ତପନ ଚାନ୍ଦଙ୍କ ଠାରୁ…

ନାଲକୋ ସିପିପିରେ ଭୟାବହ ଅଗ୍ନିକାଣ୍ଡ

ଅନୁଗୁଳ: ଅନୁଗୁଳ ଜିଲ୍ଲା ନ୍ୟାସନାଲ ଆଲୁମିନିୟମ୍ କମ୍ପାନୀ (ନାଲକୋ)ର କ୍ୟାପଟିଭ୍ ପାୱାର୍ ପ୍ଲାଣ୍ଟ୍ (ସିପିପି)ରେ ଶୁକ୍ରବାର ସକାଳେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ପ୍ରାପ୍ତ ସୂଚନାନୁଯାୟୀ ୟୁନିଟ୍ ୮ ସ୍ଥିତ ଜେନେରେଟର ଟ୍ରାନ୍ସଫର୍ମରରେ କୌଣସି କାରଣବଶତଃ ସଟସର୍କିଟ୍ ହେବାରୁ ଅଗ୍ନିକାଣ୍ଡ…