ଆରଏସଏସ କାର୍ଯ୍ୟାଳୟକୁ ଉଡାଇବାକୁ ଧମକ ଦେଇଥିବା ରାଜ୍ ଅହମ୍ମଦ ଗିରଫ
ଲକ୍ଷ୍ନୈା: ଆରଏସଏସ କାର୍ଯ୍ୟାଳୟକୁ ଉଡାଇବାକୁ ଧମକ ଦେଇଥିବା ଯୁବକ ଗିରଫ । ଧମକ ଦେଇଥିବା ରାଜ ମହମ୍ମଦକୁ ଲକ୍ଷ୍ନୈା ଏଟିଏସ୍ ଗିରଫ କରିଥିବା କହିଛି । ହ୍ୱାଟସଆପରେ ସଂଘ କାର୍ଯ୍ୟାଳୟକୁ ବିସ୍ଫୋରଣରେ ଉଡାଇଦେବାକୁ ମେସେଜ ଦେଇଥିଲା ରାଜ୍ ।
ମେସେଜରେ ରାଜ୍ ଲକ୍ଷ୍ନୌ, ଗୋଣ୍ଡା,…