Latest Odisha News

BREAKING NEWS

Browsing Tag

navratri

ନବରାତ୍ରିରେ ଦକ୍ଷିଣ ଦିଲ୍ଲୀରେ ଆମିଷ ନିଷିଦ୍ଧ, ମେୟର କହିଲେ ବ୍ରତ ବେଳେ ଲୋକଙ୍କୁ ଆମିଷ ଗନ୍ଧେଇବ

ନୂଆଦିଲ୍ଲୀ: ଆସନ୍ତା ସୋମବାର ଯାଏଁ ଦକ୍ଷିଣ ଦିଲ୍ଲୀରେ ଆମିଷ ବିକ୍ରି ବନ୍ଦ । ନବରାତ୍ରି ସକାଶେ ଦକ୍ଷିକ୍ଷ ଦିଲ୍ଲୀ ମହାନଗର ନଗିମ ଅଞ୍ଚଳରେ ଆମିଷ ମିଳିବ ନାହିଁ । ସମସ୍ତ ଆମିଷ ଦୋକାନ ବନ୍ଦ ରହିବ । ମେୟର ମୁକେଶ ସୂର୍ଯ୍ୟନ ତାଙ୍କ ମହାନଗର ନିଗମର ପରିଧି ଭିତରେ ସମସ୍ତ ଆମିଷ ବା ମାଂସ ଦୋକାନ…

ମା’ ଦୁର୍ଗାଙ୍କ ନାମ ପଛର ରହସ୍ୟ, ଜାଣନ୍ତୁ

ଭୁବନେଶ୍ୱର: ମହାମାୟୀ ଦୁର୍ଗା ସମଗ୍ର ଦେବକୁଳର ସର୍ବୋତ୍ତମ ଅସ୍ତ୍ରଗୁଡିକର ଅଧିକାଅରିଣୀ । ସେ ମଧ୍ୟ ସେସବୁ ଅସ୍ତ୍ରର ପ୍ରୟୋଗକାରିଣୀ । ପଶୁରାଜ ସିଂହ ଦୁର୍ଗାଙ୍କ ବାହାନ । ତାଙ୍କ ଅଙ୍ଗଭୂଷଣ ତଥା ଅଙ୍ଗରକ୍ଷୀ ଭାବେ କାର୍ଯ୍ୟ କରୁଛନ୍ତି ବିଷଧର ନାଗକୁଳ । ମାର୍କଣ୍ଡେୟ ପୁରାଣ ଅନ୍ତର୍ଗତ…

ବିନା ଭକ୍ତରେ ଶକ୍ତି ପୀଠ ଗୁଡିକରେ ଚାଲିଛି ଦେବୀ ପୂଜା

ଭୁବନେଶ୍ୱର: ଓଡିଶା ସମେତ ସମସ୍ତ ସ୍ଥାନର ଶକ୍ତିପୀଠ ଗୁଡିକରର ଆରମ୍ଭ ହୋଇ ଯାଇଛି ନବରାତ୍ର ପୂଜା। ନବରାତ୍ରୀ ଅବସରରେ ଓଡିଶାରେ ବିଭିନ୍ନ ଶକ୍ତିପୀଠ ଗୁଡିକରେ ଆରମ୍ଭ ହୋଇଛି ବିଶେଷ ପୂଜାର୍ଚନା । ପ୍ରାୟ ୮ ମାସ ଧରି ବନ୍ଦ ରହିବା ପରେ ଖୋଲିଛି ମନ୍ଦିର । ମାତ୍ର ମାଆଙ୍କ ଦର୍ଶନ ପାଇଁ ଭକ୍ତଙ୍କୁ…

ଆଜିଠୁ ନବରାତ୍ର, ଶକ୍ତିପୀଠ ଚଳଚଞ୍ଚଳ

ଭୁବନେଶ୍ୱର: ଆଜିଠୁ ଆରମ୍ଭ ହେଉଛି ଶାରଦୀୟ ନବରାତ୍ର ପୂଜା । ଆଶ୍ୱିନ ମାସ ଶୁକ୍ଳ ପକ୍ଷର ପ୍ରତିପଦାରୁ ବିଜୟା ଦଶମୀ ପର୍ୟ୍ୟନ୍ତ ୯ଦିନ ଧରି ଚାଲିବ । ଶରତ ଋତୁର ଆଶ୍ୱିନ ମାସରେ ଏହି ପର୍ବ ପାଳନ ହେଉଥିବାରୁ ଏହାକୁ କୁହାଯାଏ ନବରାତ୍ରି । ପ୍ରଥମ ଦିନରେ ସମ୍ପୂର୍ଣ୍ଣ ରୀତିନୀତିରେ କଳସ ସ୍ଥାପନା…

‘ନବରାତ୍ରୀ’ର ତୃତୀୟ ଦିନ, ଜାଣନ୍ତୁ କିପରି କରିବେ ମାଆଙ୍କ ଆରାଧନା

ଭୁବନେଶ୍ୱର: ମହାଳୟା ପରେ ଆରମ୍ଭ ହୋଇଯାଏ ମାଆଙ୍କ ନବରାତ୍ର ପୂଜା । ୯ ଦିନ ଧରି ମା ଦୁର୍ଗା ବିଭିନ୍ନ ରୂପରେ ପୂଜା ପାଇଥାନ୍ତି । ଆଜି ହେଉଛି ନବରାତ୍ରୀର ତୃତୀୟ ଦିନ । ଏହି ନବଦିନ ମଧ୍ୟରେ ତୃତୀୟ ଦିନର ରହିଛି ବିଶେଷ ମାହାତ୍ମ୍ୟ । ଏହି ଦିନ ଯଥାବିଧି ମାଆଙ୍କ ପୂଜା ଆରାଧନା କଲେ ସିଦ୍ଧି…