Latest Odisha News

BREAKING NEWS

Browsing Tag

New Born Baby Girl

ଅଲଡୋ ହେଲା କନ୍ୟାରତ୍ନ: ପାଳଗଦା ଭିତରୁ ନବଜାତ ଶିଶୁ ଉଦ୍ଧାର

ଭବାନୀପାଟଣା: ପୁଣି ଅଲୋଡ଼ା ହେଲା ଶିଶୁ କନ୍ୟା । ପାଳଗଦା ଭିତରୁ ଜଣେ ନବଜାତ ଶିଶୁ କନ୍ୟା ଉଦ୍ଧାର ହୋଇଛି । କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଅନ୍ତର୍ଗତ ଶିଉନି ଗାଁରୁ ନବଜାତକୁ ଉଦ୍ଧାର କରାଯାଇଛି । ଶୌଚ ପାଇଁ ଯାଉଥିବା କିଛି ମହିଳା ଆଜି ସକାଳେ ପାଳଗଦା ଭିତରୁ ଶିଶୁର କାନ୍ଦ ଶୁଣିଥିଲେ ।…