Latest Odisha News

BREAKING NEWS

Browsing Tag

New Parliament Building

ନୂଆ ସଂସଦ ଭବନକୁ ମୋଦି ମଲ୍ଟିପ୍ଲେକ୍ସ କହିଲେ ଜୟରାମ, ବିଜେପି କହିଲା ଏହା ଭାରତୀୟଙ୍କୁ ଅସମ୍ମାନ

ଭୁବନେଶ୍ୱର: ନୂଆ ସଂସଦ ଭବନରେ ସଂସଦର ସ୍ୱତନ୍ତ୍ର ଅଧିବେଶନ ଅନୁଷ୍ଠିତ ହୋଇଛି। ନୂଆ ସଂସଦ ଭବନକୁ ନେଇ ଜୋରଦାର ପ୍ରଚାର ପ୍ରସାର କରାଯାଉଥିବା ବେଳେ ଏହାକୁ ନେଇ ରାଜନୈତିକ ଲଢେଇ ଜୋର ଧରିଛି । ନୂଆ ସଂସଦ ଭବନର ନିର୍ମାଣଶୈଳୀକୁ ନେଇ କଂଗ୍ରେସ ନେତା ଜୟରାମ ରମେଶ ପ୍ରଶ୍ନ ଉଠାଇଛନ୍ତି। ନୂଆ…

ନୂଆ ସଂସଦ ଭବନର କର୍ମ ଗେଟରେ ଓଡ଼ିଶାର ‘କୋଣାର୍କ ଚକ୍ର’

ଭୁବନେଶ୍ୱର: ଆଜି ନୂଆ ସଂସଦ ଭବନ ଉଦଘାଟିତ ହେଉଛି । ଭାରତୀୟ ଗଣତନ୍ତ୍ରର ମନ୍ଦିର ସଂସଦ ଭବନରେ ସ୍ଥାନ ପାଇଛି କୋଣାର୍କ ଚକ୍ର । ନୂତନ ସଂସଦ ଭବନର କର୍ମ ଗେଟରେ କୋଣାର୍କ ସୂର୍ଯ୍ୟ ମନ୍ଦିରର କୋଣାର୍କ ଚକ୍ର ରହିଛି । ନୂଆ ସଂସଦ ଭବନରେ ୩ଟି ମୁଖ୍ୟ ଦ୍ୱାର ରହିଛି । ଯଥା- ଜ୍ଞାନ ଦ୍ୱାର,…

ନୂଆ ସଂସଦ ଭବନରୁ ଦେଶବାସୀଙ୍କୁ ପିଏମଙ୍କ ସମ୍ବୋଧନ, ‘ଭାରତ ଆଗକୁ ବଢ଼ିଲେ ବିଶ୍ୱ ଆଗକୁ ଯିବ’

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନୂଆ ସଂସଦ ଭବନକୁ ଲୋକାର୍ପିତ କରିଛନ୍ତି । ବୈଦିକ ରୀତିନୀତି ଅନୁସାରେ ଓ ସର୍ବ ଧର୍ମ ପ୍ରାର୍ଥନା ପରେ ଉଦଘାଟିତ ହୋଇଛି ନୂଆ ସଂସଦ ଭବନ । ସଂସଦ ଭନବରେ ସେଙ୍ଗୋଲକୁ ସ୍ଥାପିତ କରିଛନ୍ତି ପ୍ରଧାନମନ୍ତ୍ରୀ । ଏହି ସମୟରେ ପ୍ରଧାନମନ୍ତ୍ରୀଙ୍କ ସହ…

ନୂତନ ସଂସଦ ଭବନ ଉଦଘାଟନ ଉତ୍ସବରେ ସାମିଲ୍ ହେବେନି ୨୦ ବିରୋଧୀ ଦଳ, ଯିବ ବିଜେଡି

ଭୁବନେଶ୍ୱର: ନୂତନ ସଂସଦ ଭବନକୁ କିଏ କରିବ ଉଦଘାଟନ ? ପ୍ରଧାନମନ୍ତ୍ରୀ ଆସନ୍ତା ୨୮ ତାରିଖରେ ନୂତନ ସଂସଦ ଭବନର ଉଦଘାଟନ କରିବେ । ଯାହାକୁ ତମାମ ବିପକ୍ଷ ଦଳ ବିରୋଧ କରିବା ସହ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କିମ୍ବା ଲୋକସଭା ବାଚସ୍ପତି ଓମ୍ ବିର୍ଲା ଉଦଘାଟନ କରନ୍ତୁ ବୋଲି ଦାବି କରି…

ନୂତନ ସଂସଦ ଭବନ ନିର୍ମାଣ ପାଇଁ ଗ୍ରୀନ ସିଗନାଲ ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ନୂଆ ସଂସଦ ଭବନ ନିର୍ମାଣ ରାସ୍ତାରେ ଆଉ ବାଧା ନାହିଁ । ଗ୍ରୀନ ସିଗନାଲ୍ ଦେଇଛନ୍ତି ସୁପ୍ରିମକୋର୍ଟ । କେନ୍ଦ୍ର ସରକାରଙ୍କ ଡ୍ରିମ ପ୍ରୋଜେକ୍ଟ ସେଣ୍ଟ୍ରାଲ୍ ଭିଷ୍ଟା ପ୍ରକଳ୍ପକୁ ନେଇ ହୋଇଥିବା ଆବେଦନର ଶୁଣାଣି କରି କିଛି ସର୍ତ୍ତ ସହ ନୂଆ ସଂସଦ ଭବନ ନିର୍ମାଣ ପାଇଁ ଅନୁମତି…

ନୂତନ ସଂସଦ ଭବନର ଭୂମି ପୂଜନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ: ନୂତନ ସଂସଦ ଭବନର ଭୂମି ପୂଜନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବୈଦିକ ମନ୍ତ୍ର ଉଚ୍ଚାରଣ ଭିତରେ ନୂତନ ସଂସଦର ଭୂମିପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ସର୍ବଧର୍ମ ପ୍ରାର୍ଥନାରେ କମ୍ପିଲା ଭୂମି ପୂଜନ ସ୍ଥଳ । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ରାଜନୈତିକ ଦଳର…

ଆଜି ନୂଆ ସଂସଦ ଭବନର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ: ଆଜି ନୂତନ ସଂସଦ ଭବନର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସାଢ଼େ ୧୨ଟା ବେଳେ ଭୂମି ପୂଜନ ରହିଛି । ଏହି କାର୍ଯ୍ୟକ୍ରମରେ ସାମିଲ ହେବେ ପ୍ରାୟ ଦୁଇ ଶହ ଅତିଥି । ବିଭିନ୍ନ ରାଜନୈତିକ ଦଳର ନେତା, କେନ୍ଦ୍ର ମନ୍ତ୍ରୀ ଏବଂ ବିଭିନ୍ନ ଦେଶର ରାଷ୍ଟ୍ରଦୂତ ଯୋଗ ଦେବେ…

ଭୂକମ୍ପ ପ୍ରତିରୋଧକ, ପେପର ଲେସ୍ ଅଫିସ: ଜାଣନ୍ତୁ ନୂତନ ସଂସଦ ଭବନ ବିଲଡିଂର ବିଶେଷତ୍ୱ

ନୂଆଦିଲ୍ଲୀ: ଆସନ୍ତା ୧୦ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆ ସଂସଦ ଭବନର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୨୦୨୨ ସୁଦ୍ଧା ନୂତନ ସଂସଦ ଭବନ କାର୍ୟ୍ୟକ୍ଷମ କରିବାକୁ ଲକ୍ଷ୍ୟ ରଖାଯାଇଛି । ସେହିବର୍ଷ ସଂସଦ ଅଧିବେଶନ ନୂଆ ବିଲଡିଂରେ ଅନୁଷ୍ଠିତ ହେବ…