Latest Odisha News

BREAKING NEWS

Browsing Tag

New Zealand

ନ୍ୟୁଜିଲାଣ୍ଡରେ ବଡ ଧରଣର ଭୂମିକମ୍ପ, ରିକ୍ଟର ସ୍କେଲରେ ତୀବ୍ରତା ୬.୯ 

ୱେଲିଂଟନ:   ନ୍ୟୁଜିଲାଣ୍ଡରେ ଆଜି ବଡ ଧରଣର ଭୂମିକମ୍ପ ଅନୁଭୂତ ହୋଇଯାଇଛି । ଶନିବାର  ନ୍ୟୁଜିଲାଣ୍ଡର କେର୍ମାଡେକ୍ ଦ୍ୱୀପପୁଞ୍ଜରେ ଏହି ଭୂକମ୍ପ ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୯  ଥିବା ଜଣାଯାଇଛି । ୟୁନାଇଟେଡ୍ ଷ୍ଟେଟ୍ସ୍ ଜିଓଲୋଜିକାଲ ସର୍ଭେ (ୟୁଏସଜିଏସ୍)…

ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ୍ ଜିତିଲା ଭାରତ, ରାଙ୍କିଂ ଲିଷ୍ଟର ଶୀର୍ଷରେ ଟିମ୍ ଇଣ୍ଡିଆ

ଇନ୍ଦୋର: ୯୦ ରନରେ ଭାରତ, ନ୍ୟୁଜିଲାଣ୍ଡ ବିପକ୍ଷ ତୃତୀୟ ଦିନିକିଆ ମ୍ୟାଚକୁ ଜିତିବା ସହ ୩ ଟିକିଆ ଦିନିକିଆ ମ୍ୟାଚ୍ ସିରିଜକୁ କ୍ଲିନ୍ ସୁଇପ୍ କରିଛି । ବିଜୟ ସହ ଭାରତ ଦିନିକିଆ ଫର୍ମାଟରେ ଇଂଲଣ୍ଡକୁ ପଛରେ ପକାଇ ବିଶ୍ୱର ଶ୍ରେଷ୍ଠ ଟିମ୍ ଭାବେ ଆଇସିସି ରାଙ୍କିରେ ସ୍ଥାନ ପାଇଛି । ଆଜିର…

ନ୍ୟୁ-ଜିଲ୍ୟାଣ୍ଡ ତରଫରୁ ଖେଳିବେ କି ସୂର୍ଯ୍ୟ କୁମାର ଯାଦବ ?

ଭୁବନେଶ୍ୱର: ବିରାଟ୍ ବାହିନୀ ବିପକ୍ଷରେ ସୂର୍ଯ୍ୟ କୁମାର ଯାଦବଙ୍କ ମ୍ୟାଚ୍ ବିଜୟୀ ଇନିଂସ ଖୁବ ଚର୍ଚ୍ଚାରେ ରହିଛି । ବୁଧବାର ଖେଳାଯାଇଥିବା ମ୍ୟାଚରେ ବିଜୟ ହାସଲ କରି ମୁମ୍ବାଇ ଇଣ୍ଡିଆନ୍ସ ଆଇପିଏଲ-୨୦ରେ ପ୍ଲେ-ଅଫ୍‌କୁ ଉନ୍ନିତ ହୋଇଛି । ତେବେ ଘରୋଇ କ୍ରିକେଟ୍‌ରେ ଜବରଦସ୍ତ ପ୍ରଦର୍ଶନ…

ନ୍ୟୁଜିଲାଣ୍ଡ୍‌ ପ୍ରଧାନମନ୍ତ୍ରୀଙ୍କ ଐତିହାସିକ ବିଜୟରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡର ନବ ନିର୍ବାଚିତ ପ୍ରଧାନମନ୍ତ୍ରୀ ଜେସିଣ୍ଡା ଆର୍ଡର୍ନଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜଣାଇଛନ୍ତି। ଜେସିଣ୍ଡା ଲଗାତାର୍‌ ଭାବେ ଦ୍ୱିତୀୟ ଥର ପାଇଁ ନ୍ୟୁଜିଲାଣ୍ଡ୍‌ର ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହୋଇଛନ୍ତି। ଜେସିଣ୍ଡାଙ୍କୁ ଅଭିନନ୍ଦନ…

ଆରମ୍ଭ ହେବ ନ୍ୟୁଜିଲାଣ୍ଡ-ଭାରତ ଶିକ୍ଷା ସପ୍ତାହ

ବେଙ୍ଗାଲୁରୁ: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ବିଶ୍ୱବିଦ୍ୟାଳୟ ଏବଂ କାର୍ଯ୍ୟନିର୍ବାହୀମାନଙ୍କୁ ନେଇ ଏକ ଭର୍ଚୁଆଲ୍ ଶିକ୍ଷା କନକ୍ଲେଭ ଆସନ୍ତା ଅକ୍ଟୋବର ୫ ରୁ ୯ ମଧ୍ୟରେ ଅନୁଷ୍ଠିତ ହେବ । ସକାଳ ୧୦.୩୦ ରୁ ୧୧.୩୦ ମଧ୍ୟରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହେବ। ନ୍ୟୁଜିଲାଣ୍ଡ ଏବଂ ଭାରତର…

ଅଷ୍ଟ୍ରେଲିଆ-ନ୍ୟୁଜିଲାଣ୍ଡ କରିବେ ୨୦୨୩ ମହିଳା ବିଶ୍ୱକପ୍ ଫୁଟବଲ୍ ଆୟୋଜନ

ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡକୁ ମିଳିଲା ୨୦୨୩ ଫିଫା ମହିଳା ଫୁଟବଲ୍ ବିଶ୍ୱକପ୍ ଆୟୋଜନ ଭାର । ମିଳିତ ଭାବରେ ଦୁଇ ଦେଶ ଏହାକୁ ଆୟୋଜନ କରିବେ । କଲୋମ୍ବିଆକୁ ପଛରେ ପକାଇ ନିଲାମରେ ବାଜି ମାରିଥିଲେ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ । ୨୨-୧୩ ଭୋଟରେ ଆଗରେ ରହିଥିଲେ । ଜୁଲାଇ କିମ୍ୱା ଅଗଷ୍ଟରେ…