ଅଲୋଡା ଶିଶୁ କନ୍ୟା, ଜଙ୍ଗଲରୁ ହେଲା ଉଦ୍ଧାର
ବାରିପଦା: ମୟୁରଭଞ୍ଜ ଜିଲ୍ଲା ରରୁଆଁ ଥାନା ଅନ୍ତର୍ଗତ ସିଙ୍ଗଡା ଜଙ୍ଗଲରୁ ଗତକାଲି ଏକ ଶିଶୁ କନ୍ୟାକୁ ଉଦ୍ଧାର କରାଯାଇଛି ।
ପ୍ରାପ୍ତ ସୂଚନାରୁ ଜଣାପଡିଛି, ଜଙ୍ଗଲ ମଧ୍ୟରେ ଉକ୍ତ ଶିଶୁଟି କାନ୍ଦୁଥିବାର ସ୍ଥାନୀୟ ବାସିନ୍ଦାମାନେ ଶୁଣିବାକୁ ପାଇଥିଲେ । ପରେ ଏନେଇ ଗ୍ରାମବାସୀମାନେ…