Latest Odisha News
Browsing Tag

Newborn baby

କଟକରେ ଯୋଡା ଶିଶୁଙ୍କ ଚିକିତ୍ସା କରିବେ ସ୍ୱତନ୍ତ୍ର ଟିମ୍

କଟକ : ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜନ୍ମିତ ଯୋଡା ଶିଶୁଙ୍କ ଚିକିତ୍ସା ନିମନ୍ତେ ୭ ଜଣ ଡାକ୍ତରଙ୍କୁ ନେଇ ଏକ ସ୍ପେଶାଲ ଟିମ୍ ଗଠନ କରାଯାଇଛି । ଏନେଇ କଟକ ଶିଶୁ ଭବନ କର୍ତ୍ତୃପକ୍ଷ ପ୍ରକାଶ କରିଛନ୍ତି । ଏହି ଟିମର ଅଧ୍ୟକ୍ଷତା ଡଃ ହିରଣ୍ୟ ମହାନ୍ତି କରୁଥିବା ନେଇ ଶିଶୁ ଭବନର…

ଓଡିଶାରେ ପୁଣି ଜନ୍ମ ନେଲେ ଯୋଡା ଶିଶୁ, ଏଥର ଝିଅ

ଢେଙ୍କାନାଳ : ଯୋଡାମୁଣ୍ଡ ଶିଶୁ ଜଗା-କାଳିଆ ସୁସ୍ଥ ହୋଇ ଓଡିଶା ଫେରିବାକୁ ଥିବା ବେଳେ ଏବେ ପୁଣି ଥରେ ଯାଆଁଳା ନବଜାତ ଯୋଡା ଶିଶୁକୁ ନେଇ ଓଡିଶାରେ ଚର୍ଚ୍ଚା ଜୋର ଧରିଛି । https://youtu.be/MGe-um2v1jo ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଛାତି ଠାରୁ ପେଟ ଯାଏଁ ଯୋଡି ହୋଇଥିବା…

ଜଙ୍ଗଲରୁ ଉଦ୍ଧାର ହେଲା ନବଜାତ ଶିଶୁ

ବାରିପଦା : ମୟୁରଭଞ୍ଜ ଜିଲ୍ଲା ବେତନଟୀ ବ୍ଲକ୍ ସ୍ଥିତ ଜାହିରା ଗ୍ରାମର ନାହାଶୋଳ ଜଙ୍ଗଲରୁ ଶନିବାର ସକାଳୁ ଏକ ନବଜାତ ଶିଶୁ ପୁତ୍ରକୁ ଉଦ୍ଧାର କରାଯାଇଛି । ପ୍ରାପ୍ତ ସୂଚନାରୁ ଜଣାପଡିଛି, ସ୍ଥାନୀୟ ବାସିନ୍ଦାମାନେ ଉକ୍ତ ନବଜାତ ଶିଶୁଟିକୁ ଏକ ବସ୍ତା ଭିତରେ ପଡିଥିବା ଦେଖିବାକୁ ପାଇଥିଲେ ।…

ଜଗତସିଂହପୁର: ହସ୍ପିଟାଲ୍ ପାଇଖାନାରୁ ଉଦ୍ଧାର ହେଲା ନବଜାତକର ମୃତଦେହ

ଜଗତସିଂହପୁର : ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଟଏଲେଟରୁ ସୋମବାର ଦିନ ଏକ ନବଜାତ ଶିଶୁପୁତ୍ରର ମୃତଦେହ ଉଦ୍ଧାର କରାଯାଇଛି। ଯାହାକୁ ନେଇ ମେଡିକାଲ୍ ପରିସରରେ ଉତ୍ତେଜନା ପ୍ରକାଶ ପାଇଛି । ପ୍ରାପ୍ତ ସୂଚନାନୁଯାୟୀ ଜଣେ ରୋଗୀଙ୍କ ସମ୍ପର୍କୀୟ ପାଇଖାନା ଭିତରେ ଏକ ନବଜାତ ଶିଶୁର…

ବଲାଙ୍ଗିରରେ ନବଜାତ ଶିଶୁକୁ ଝୁଣି ଖାଇଲା କୁକୁର

ବଲାଙ୍ଗିର : ବଲାଙ୍ଗିର ଜିଲ୍ଲା ପୁଇଁତଳା ଥାନା ଅନ୍ତର୍ଗତ ମହିମୁଣ୍ଡା ନିକଟ ପୁଡ଼ାପାଲି ଗ୍ରାମରେ ଜଣେ ନବଜାତ ଶିଶୁକୁ କିଛି ବୁଲା କୁକୁର ଝୁଣି ଖାଉଥିବା ଭଳି ଏକ ଅଭାବନୀୟ ଘଟଣା ଘଟିଛି। ମିଳିଥିବା ସୂଚନାନୁଯାୟୀ ନବଜାତକ ଶିଶୁଟି ରାସ୍ତାରେ ପଡିଥିବା ଦେଖି ସ୍ଥାନୀୟ ଲୋକେ ପୋଲିସକୁ…