Latest Odisha News

BREAKING NEWS

Browsing Tag

news

ସକାଳର ଟପ୍ ନିଉଜ୍

ଆଜି ସକାଳର ଟପ୍ ନିଉଜ୍ https://www.youtube.com/watch?v=_T_EFzgRUBA (1)ଜର୍ମାନ ଚାନସେଲର ଓଲାଫ ସୋଜଙ୍କ ଆମନ୍ତ୍ରଣ କ୍ରମେ ଜି୭ ଶିଖର ସମ୍ମିଳନୀରେ ଯୋଗ ଦେବାକୁ ଆଜି ଜର୍ମାନି ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ମୋଦି  । ସେଠାରେ ମୋଦି ୟୁରୋପରେ ବସବାସ କରୁଥିବା ପ୍ରବାସୀ…

ଆସନ୍ତା ୨୯ରେ ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ

ଭୁବନେଶ୍ୱର: ରାଜ୍ୟର ସାଂପ୍ରତିକ ରାଜନୈତିକ ଓ ସାମାଜିକ ପ୍ରସଙ୍ଗକୁ ନେଇ ଆସନ୍ତା ୨୯ତାରିଖରେ ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହେବ । ଗୁରୁତ୍ୱପୂର୍ଣ୍ଣ ରାଜ୍ୟ ପଦାଧିକାରୀ, ଜିଲ୍ଲା ସଭାପତି ଓ ପ୍ରଭାରୀ ବୈଠକ ଆସନ୍ତା ୨୮ତାରିଖ ଅପରାହ୍ନରେ ରାଜ୍ୟ କାର୍ଯ୍ୟାଳୟ ଠାରେ…

୧୯୭୫ ର ଜରୁରୀକାଳୀନ ପରିସ୍ଥିତି : କଳାଦିବସ ଭାବେ ପାଳନ କଲା ବିଜେପି

ଭୁବନେଶ୍ୱର: ୧୯୭୫ ମସିହା ଜୁନ ୨୫ ତାରିଖ ମଧ୍ୟ ରାତ୍ରିରେ ସମ୍ବିଧାନକୁ ହତ୍ୟା କରିବା ସହ ଗଣତନ୍ତ୍ରର କଣ୍ଠରୁଦ୍ଧ କରି କଂଗ୍ରେସ ଦଳ ଆମ ଦେଶରେ ଜରୁରୀ କାଳୀନ ପରିସ୍ଥିତି ଘୋଷଣା କରିଥିଲା । ୪୭ ବର୍ଷ ପୂର୍ବେ ତତ୍କାଳୀନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଇନ୍ଦିରା ଗାନ୍ଧୀଙ୍କ ଅତ୍ୟାଚାର ବିରୁଦ୍ଧରେ…

ଠାକରେ ମୁକ୍ତ ଶିବସେନା ସମ୍ଭବ କି?

ମୁମ୍ବାଇ: ମହାରାଷ୍ଟ୍ର ରାଜନୀତି ପାଞ୍ଚ ଦିନ ଧରି ଉଠୁଛି ପଡୁଛି । ଶିବ ସେନା ରହିବ କି ଭାଙ୍ଗିବ ତାକୁ ନେଇ ଜାତୀୟ ଗଣମାଧ୍ୟମରେ ଘନ ଘନ ନିଉଜ , ବିତର୍କ ଚାଲିଛି । ତେବେ ସବୁଠୁ ବଡ଼ ପ୍ରଶ୍ନ ହେଉଛି ମହାରାଷ୍ଟ୍ରରେ ଠାକରେ ମୁକ୍ତ ଶିବସେନା ସମ୍ଭବ କି? ଏହାକୁ ନେଇ ଏବେ ଆସାମ ଭାୟା ଦିଲ୍ଲୀ…

ନେଦରଲ୍ୟାଣ୍ଡସରେ ପ୍ରବାସୀ ଓଡ଼ିଆଙ୍କ ଦ୍ୱାରା ରଜ ଉତ୍ସବ ପାଳନ

ଆମଷ୍ଟରଡମ୍‍ : ଓଡ଼ିଆ ସୋସିଓ କଲ୍‍ଚରାଲ୍‍ ଆସୋସିଏସନ୍‍, ନେଦରଲ୍ୟାଣ୍ଡସ (ଓସକାନ) ପକ୍ଷରୁ ରଜ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ନେଦରଲ୍ୟାଣ୍ଡସର ଉତ୍ତରେକ୍‍ଟ ନଗରର ସ୍ପିରିଟ୍‍ ଅଫ୍‍ ଇଣ୍ଡିଆ ସଭାଗୃହରେ ଆୟୋଜିତ ରଜ ମିଳନ-୨୦୨୨ ମହୋତ୍ସବରେ ଶତାଧୀକ ଓଡ଼ିଆ ପରିବାର…

ରାଷ୍ଟ୍ରପତି ପଦବୀ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିବେ ଦ୍ରୌପଦୀ ମୁର୍ମୁ

ନୂଆଦିଲ୍ଲୀ: ଝାଡ଼ଖଣ୍ଡର ପୂର୍ବତନ ରାଜ୍ୟପାଳ ଦ୍ରୌପଦୀ ମୁର୍ମୁ ଆଜି ଏନ୍‌ଡିଏର  ରାଷ୍ଟ୍ରପତି  ପ୍ରାର୍ଥୀ ପାଇଁ ନାମାଙ୍କନପତ୍ର ଦାଖଲ କରିବେ ।  ସଂସଦ ଭବନରେ ମଧ୍ୟାହ୍ନ ୧୨ଟାରେ ପ୍ରାର୍ଥୀପତ୍ର ଦାଖଲ କରିବା ନେଇ ସୂଚନା ରହିଛି ।  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ,…

ପୁଅର ଜୀବନ ପାଇଁ ମା ମାଗୁଛି ସହଯୋଗର ହାତ

କେନ୍ଦ୍ରାପଡ଼ା: ପୁଅ ପାଇଁ ଝରୁଛି ମା ଆଖିରୁ ଲୁହ । ରୋଗୀଣା ପୁଅକୁ ବଞ୍ଚେଇବା ପାଇଁ  ମାଆ ଦୁଆର ଦୁଆର ବୁଲି ମାଗୁଛି ଭିଖ । ଯେଉଁ ବୟଷରେ ପିଲାମାନେ ହସିଖେଳି ବୁଲୁଛନ୍ତି ସେହି ବୟସରେ ପୁଅ ସତ୍ୟବ୍ରତ ଯନ୍ତ୍ରଣାରେ ହେଉଛି ଛଟପଟ ।   କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକ  ଅନ୍ତର୍ଗତ,…

ସାନ୍ତାଳିଙ୍କ ପାଇଁ ମୋ ମା ପ୍ରେରଣାର ଉତ୍ସ: ଇତିଶ୍ରୀ ମୁର୍ମୁ

ଭୁବନେଶ୍ୱର:ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୈାପଦୀ ମୁର୍ମୁଙ୍କ ଝିଅ ହେଉଛନ୍ତି ଇତିଶ୍ରୀ ମୁର୍ମୁ । ରାଇରଙ୍ଗପୁରରେ ନିଜ ତିନି ମାସର ଝିଅକୁ ଖେଳାଉଥିବାବେଳେ ସେଦିନ ଆସିଥିଲା ଘନଘନ ଫୋନ  । ତାଙ୍କ ସଂପର୍କୀୟମାନେ ଫୋନରେ ଜଣାଉଥିଲେ ତାଙ୍କର ମା ହୋଇଛନ୍ତି ରାଷ୍ଟ୍ରପତି ପ୍ରାର୍ଥୀ । ଏକଥା…

ଜୁନ୍‍ ୨୬-୨୮, ୨୦୨୨ ରୁ ଜର୍ମାନୀ ଏବଂ ୟୁଏଇ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜର୍ମାନୀର ଚାନସେଲର ମାନ୍ୟବର ଶ୍ରୀ ଓଲାଫ ସ୍କୋଲେଜଙ୍କ ଆମନ୍ତ୍ରଣ କ୍ରମେ ୨୬-୨୭ ଜୁନ୍ ୨୦୨୨ ରେ ଜର୍ମାନରେ ଅନୁଷ୍ଠିତ ଜି୭ ସମ୍ମିଳନୀରେ ଯୋଗଦେବା ପାଇଁ ଜମାନର ସ୍କୋଲ୍‍ସ ଏଲମାଉ ଗସ୍ତ କରିବେ । ଏହି ସମ୍ମିଳନୀରେ ପରିବେଶ, ଶକ୍ତି, ଜଳବାୟୁ, ଖାଦ୍ୟ…

ଭାଙ୍ଗିଯିବ କି ଶିବସେନା? କିଏ ଗଢ଼ିବ ମହାରାଷ୍ଟ୍ରରେ ସରକାର

ମୁମ୍ବାଇ: ମହାରାଷ୍ଟ୍ରରେ ଏମଭିଏ ସରକାର ସଙ୍କଟରେ ।  ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ମୁଣ୍ଡ ଉପରେ ଝୁଲୁଛି ଡେମୋକ୍ଲିସ ଖଣ୍ଡା । କେତେବେଳେ ବି ଯାଇପାରେ ମୁଖ୍ୟମନ୍ତ୍ରୀ ପଦ । କାରଣ ହେଉଛି ଶିବସେନାର 40 ବିଧାୟକ ଏବେ ଉଦ୍ଧବଙ୍କ ବିରୋଧରେ ମେଳି ହୋଇଛନ୍ତି । ଶିବସେନାର ବିଦ୍ରୋହୀ…