Latest Odisha News

BREAKING NEWS

Browsing Tag

NHAI

ଏନ୍ଏଚ୍-୧୬ରେ ବ୍ରିଜ୍ ଦବିବା ଘଟଣା, ନିର୍ମାଣଗତ ତ୍ରୁଟି ବୋଲି କହିଲା ଏନ୍ଏଚ୍ଆଇ

ଯାଜପୁର: ଚେନ୍ନାଇ ଓ କୋଲକାତାକୁ ସଂଯୋଗ କରୁଥିବା ଜାତୀୟ ରାଜପଥ ୧୬ରେ ଯାଜପୁର ରସୁଲପୁର ନିକଟରେ ବ୍ରିଜ୍ ଦବି ଯାଇଛି । ଫଳରେ ଏନ୍ଏଚ୍-୧୬ରେ ବାଧାପ୍ରାପ୍ତ ହୋଇଛି ଯାତାୟତ । ମଙ୍ଗଳବାର ସକାଳୁ ବାଲେଶ୍ୱର-ଭୁବନେଶ୍ୱର ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ମିଳିଥିବା ସୂଚନା ଅନୁସାରେ,…

ଜାତୀୟ ରାଜପଥ ସମସ୍ୟା ନେଇ ସାଂସଦ ଅପରାଜିତାଙ୍କୁ ଘେରିଲେ ଶ୍ରୀମୟୀ ମିଶ୍ର

ଭୁବନେଶ୍ୱର: ଉତ୍କଳ ଦିବସରେ ଭୁବନେଶ୍ୱରରେ ମେଟ୍ରୋ ପ୍ରକଳ୍ପ ନେଇ ରାଜ୍ୟ ସରକାରଙ୍କ ଘୋଷଣା ପରେ କେନ୍ଦ୍ରକୁ ଶ୍ରେୟ ଦେଇ ଟ୍ୱିଟ୍ କରିଥିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ଅପରାଜିତାଙ୍କ ଶ୍ରେୟ ଟ୍ୱିଟର ଦିନକ ପରେ ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ର ଅପରାଜିତାଙ୍କୁ ଟ୍ୱିଟ୍ କରି…

ରାଜଧାନୀର ୪ଟି ସ୍ଥାନରେ NH ଉପରେ ନିର୍ମାଣ ହେବ ଫୁଟ୍ ଓଭର ବ୍ରିଜ୍

ଭୁବନେଶ୍ୱର: ବଢ଼ୁଥିବା ଜନସଂଖ୍ୟା ଓ ଗାଡ଼ିକୁ ଦେଖି ଜାତୀୟ ରାଜପଥ ପ୍ରଶସ୍ତ କାର୍ଯ୍ୟ ଚାଲିଛି । ଜାତୀୟ ରାଜପଥ ୧୬ରେ ବିଭିନ୍ନ ସ୍ଥାନରେ ଓଭର ବ୍ରିଜ୍ ନିର୍ମାଣ କରାଯିବା ସହ ଜାତୀୟ ରାଜପଥକୁ ୬ ଲେନ୍ କରିବା କାର୍ଯ୍ୟ ଜାରି ରହିଛି । ରାଜଧାନୀରେ ଆଉ ୪ଟି ଫୁଟ୍ ଓଭର ବ୍ରିଜ୍ ନିର୍ମାଣ କରାଯିବ…

[ଦେଖନ୍ତୁ ଭିଡିଓ] NH ନା ଗହୀର ? ମରଣଯନ୍ତା ପାଲଟିଛି ଜାତୀୟ ରାଜପଥ

ଅନୁଗୁଳ: ଆଣ୍ଠୁଏ କାଦୁଅରେ ଯୁବକ ଧରୁଛନ୍ତି ମାଛ । ହେଲେ ଏ କେଉଁ ବିଲ ଗହୀରର ଦୃଶ୍ୟ ନୁହେଁ । ଏ ଚିତ୍ର ହେଉଛି ୫୫ ନମ୍ବର ଜାତୀୟ ରାଜପଥର । ଅନୁଗୁଳ ଜିଲ୍ଲା ଦେଇ ଯାଇଥିବା ୫୫ ନମ୍ବର ଜାତୀୟ ରାଜପଥ ରାସ୍ତା ଏଭଳି ଶୋଚନୀୟ ହୋଇ ପଡ଼ି ରହିଛି । ଯିଏ ଥରେ ଏହି ବାଟ ଦେଇ ଯାଉଛି, କହୁଛି ଏହା…