Latest Odisha News

BREAKING NEWS

Browsing Tag

Nitin Gadkari

ଦେଶରେ ପ୍ରଥମ ଥର ପାଇଁ ପେଟ୍ରୋଲ-ଡିଜେଲ ନୁହେଁ ଇଥାନଲରେ ଚାଲିବ କାର୍

ନୂଆଦିଲ୍ଲୀ: କେନ୍ଦ୍ର ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତିନ ଗଡକରୀ ଦେଶର ପ୍ରଥମ ଇଥାନଲ କାର ଲଞ୍ଚ କରିଛନ୍ତି ଯାହା ୧୦୦% ଇଥାନଲରେ ଚାଲିବା ପାଇଁ ସକ୍ଷମ। ଗଡକରୀ ଟୟୋଟା ଇନୋଭାର ଫ୍ଲେକ୍ସ ଇନ୍ଧନ ମଡେଲ ଲଞ୍ଚ କରିଛନ୍ତି। ଇଥାନଲ ବିଷୟରେ ସବୁଠୁ ବଡ଼ କଥା ହେଉଛି ଏହା ତେଲ କୂଅରୁ ନୁହେଁ ବରଂ…

ଆମେରିକା ପରେ ବିଶ୍ୱରେ ଦ୍ୱିତୀୟ ସ୍ଥାନରେ ରହିଛି ଭାରତର ରୋଡ୍ ନେଟୱର୍କ: ନିତିନ ଗଡକରୀ

ନୂଆଦିଲ୍ଲୀ: ଗତ ୯ ବର୍ଷ ମଧ୍ୟରେ ଭାରତର ସଡ଼କ ନେଟୱର୍କ ୫୯% ବୃଦ୍ଧି ପାଇଛି। ଆମେରିକା ପରେ ବିଶ୍ୱରେ ଦ୍ୱିତୀୟ ସ୍ଥାନରେ ରହିଛି ଭାରତର ରୋଡ୍ ନେଟୱର୍କ। ମଙ୍ଗଳବାର ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି କେନ୍ଦ୍ର ସଡ଼କ, ପରିବହନ ଏବଂ ରାଜପଥ ମନ୍ତ୍ରୀ ନିତିନ ଗଡକରୀ କହିଛନ୍ତି।…

ନୀତିନଙ୍କୁ ନବୀନଙ୍କ ଚିଠି, ୫୫ ନମ୍ବର ଜାତୀୟ ରାଜପଥ କାମରେ ବିଳମ୍ବ ନେଇ ଝାଡ଼ିଲେ ଅସନ୍ତୋଷ

ଭୁବନେଶ୍ବର : କଟକ-ଅନୁଗୁଳ-ସମ୍ବଲପୁର ୫୫ ନମ୍ବର ଜାତୀୟ ରାଜପଥର ଉନ୍ନତିକରଣରେ ଅହେତୁକ ବିଳମ୍ବନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଚିଠି ଲେଖିଛନ୍ତି । ଶୀଘ୍ର…

ସଂସଦୀୟ ବୋର୍ଡରୁ କାହିଁକି ଗଡ଼କରୀଙ୍କୁ ହଟାଗଲା ?

ଓଡ଼ିଶା ସମ୍ବାଦ ବ୍ୟୁରୋ:  ବିଜେପି ସଂସଦୀୟ ବୋର୍ଡରୁ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଛୁଟି ମିଳିଛି । ଏହାକୁ ନେଇ କେବଳ ମହାରାଷ୍ଟ୍ରରେ ନୁହେଁ ସାରା ଭାରତରେ ଚର୍ଚା ଜାରି ରହିଛି । ନୀତିନ ଗଡ଼କରୀଙ୍କୁ ବିଜେପି କଣ ପାଇଁ ହଟାଇଲା ତାହାକୁ ନେଇ ବୟାନବାଜି ଚାଲିଛି । ତେବେ ନିତିନ…

ନିତିନ ଗଡ଼କାରୀ ଦିନେ ରତନ ଟାଟାଙ୍କୁ ବୁଝାଇଥିଲେ ଆରଏସଏସ ହସ୍ପିଟାଲ ସମସ୍ତଙ୍କ ପାଇଁ

ପୁନେ: କେନ୍ଦ୍ର ସରକାରଙ୍କ ପରିବହନ ମନ୍ତ୍ରୀ ନିତିନ ଗଡ଼କାରୀ ସିହ୍ନାଗଡ଼ରେ ଏକ ହସ୍ପିଟାଲ ଉଦଘାଟନ ବେଳେ ଏକ କୌତୁହଳପ୍ରଦ କଥା କହିଛନ୍ତି । ନିତିନ କହିଲେ କି, “ମହାରାଷ୍ଟ୍ର ସରକାରରେ ମନ୍ତ୍ରୀ ଥିଲା ବେଳେ, କେବି ହେଜୱାର ହସ୍ପିଟାଲ ଉଦଘାଟନ ବେଳେ ରତନ ଟାଟା ମତେ ପଚାରିଥିଲେ । ଆରଏସଏସ…

ତେଲ ଦର ବଢୁଥିବା ବେଳେ ରାଜଧାନୀରେ ଗଡ଼ିଲା ହାଇଡ୍ରୋଜେନ କାର

ନୂଆଦିଲ୍ଲୀ: ତେଲ ଦର ବୃଦ୍ଧି ବେଳେ ବିକଳ୍ପ ଇନ୍ଧନର କଥା କହୁଥିବା କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନୀତିନ ଗଡକରି ରାଜଧାନୀ ରାଜରାସ୍ତାରେ ହାଇଡ୍ରୋଜେନ ଚାଳିତ କାର ଚଳାଇଛନ୍ତି । ଗଡ଼କରୀ ବୁଧବାର ନିଜର ଟୟୋଟା ମିରାଇ ନାମକ ହାଇଡ୍ରୋଜେନ୍ ଚାଳିତ କାରକୁ ନେଇ ସଂସଦ ଆସିଥିଲେ। ଆତ୍ମନିର୍ଭରଶୀଳ…

ନୀତିନ ଗଡକରୀ କରୋନା ପଜିଟିଭ

ନୂଆଦିଲ୍ଲୀ: କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେ ନିଜେ ଟ୍ୱିଟରରେ ଏହି ସୂଚନା ପ୍ରଦାନ କରିଛନ୍ତି। “ସେ କହିଛନ୍ତି ଯେ ସେ କରୋନା ସଂକ୍ରମିତ ହୋଇଛନ୍ତି। ତାଙ୍କଠାରେ କରୋନାର ସାମାନ୍ୟ ଲକ୍ଷଣ ‌ରହିଛି। ଏହାସହିତ ସେ ସମସ୍ତ ଆବଶ୍ୟକୀୟ…

ଡ୍ରାଗନ୍‌କୁ ପୁଣି ଝଟ୍‌କା ଦେଲା ଭାରତ, ହାଇୱେ ପ୍ରୋଜେକ୍ଟରୁ ଚାଇନା କମ୍ପାନୀକୁ କରାଯିବ ବୟକଟ୍

ନୂଆଦିଲ୍ଲୀ: ଡ୍ରାଗନ୍‌କୁ ଭାରତ ଦେଇଛି ଆଉ ଏକ ଝଟ୍‌କା । ଭାରତ ଓ ଚୀନ୍ ମଧ୍ୟରେ ଦେଖାଦେଇଥିବା ବିବାଦ ପରେ ଗୋଟିଏ ପରେ ଗୋଟିଏ କମ୍ପାନୀକୁ ବ୍ୟାନ୍ କରିଚାଲିଛି ଭାରତ । ଏବେ ବିଭିନ୍ନ ରାଜପଥ ପ୍ରକଳ୍ପରୁ ଚୀନ୍ କମ୍ପାନୀକୁ ବୟକଟ କରିବ ଭାରତ । ସମସ୍ତ ହାଇୱେ ପ୍ରୋଜେକ୍ଟ ଚାଇନା କମ୍ପାନୀକୁ…

କରୋନା ପାଇଁ ସବୁ ଟୋଲ ପ୍ଲାଜାରେ ଟୋଲ ଆଦାୟ ବନ୍ଦ ରହିବ

ନୂଆଦିଲ୍ଲୀ: କରୋନା ସଂକ୍ରମଣ ପରିପ୍ରେକ୍ଷୀରେ ଦେଶର ସବୁ ଟୋଲ ପ୍ଲାଜାରେ ସାମୟିକ ଭାବେ ଟୋଲ୍ ଆଦାୟ ବନ୍ଦ ରହିବ ବୋଲି ସୂଚନା ଦେଇଛନ୍ତି କେନ୍ଦ୍ର ସଡକ ଓ ପରିବହନ ମନ୍ତ୍ରୀ ନୀତିନ ଗଡକରୀ । ଏହା ଫଳରେ ଜାତୀୟ ରାଜପଥରେ ଜରୁରୀକାଳୀନ ସେବାରେ ନିୟୋଜିତ ଗାଡି ଚଳାଚଳରେ ସୁବିଧା ହେବା ସହିତ…

ଆଜି ଓଡିଶା ଗସ୍ତରେ କେନ୍ଦ୍ରମନ୍ତ୍ରୀ ନିତିନ ଗଡକରୀ

ଭୁବନେଶ୍ୱର: କେନ୍ଦ୍ର ସଡକ ଓ ପରିବହନ ମନ୍ତ୍ରୀ ନିତିନ ଗଡକରୀ ଶନିବାର ଦିନ ଏକ ଦିନିକିଆ ଓଡିଶା ଗସ୍ତରେ ଆସୁଛନ୍ତି । ଗସ୍ତ ସୂଚୀ ଅନୁଯାୟୀ କେନ୍ଦ୍ରମନ୍ତ୍ରୀ ଓଡିଶା ଗସ୍ତରେ ଆସି ରାଜ୍ୟର ବିଭିନ୍ନ ରାସ୍ତା ତଥା ଜାତୀୟ ରାଜପଥ ପ୍ରକଳ୍ପର ସ୍ଥିତି ସମୀକ୍ଷା କରିବେ । ସେହିପରି ରାଜଧାନୀରେ…