Latest Odisha News
Browsing Tag

Niyamgiri

ଡଙ୍ଗରିଆକନ୍ଧଙ୍କ ପାଇଁ ଆବାସ ଯୋଜନା ପାଲଟିଛି ସାତ ସପନ

ରାୟଗଡ଼ା : ଦୁର୍ଦ୍ଦିନରେ ଦିନ କାଟୁଛନ୍ତି ଡଙ୍ଗରିଆକନ୍ଧ । ସରକାର ମାଳମାଳ ଯୋଜନା କରିଥିଲେ ମଧ୍ୟ ସେଥିରୁ ବଞ୍ଚିତ ହେଉଛନ୍ତି ଆଦିମ ଅଧିବାସୀ । ଆବାସ ଯୋଜନା ପାଲଟିଛି ତାଙ୍କ ପାଇଁ ସାତ ସପନ । ଆାମେ କହୁଛୁ ନିୟମଗିରିରେ ବସବାସ କରୁଥିବା ଆଦିମ ଜନଜାତି ଡଙ୍ଗରିଆକନ୍ଧଙ୍କ କଥା । ନା ରହିବାକୁ…

ନିୟମଗିରି ସୁରକ୍ଷା ସମିତିରେ ଫାଟ ! ପୋଷ୍ଟରକୁ ନେଇ ବଢ଼ୁଛି ଚର୍ଚ୍ଚା

ରାୟଗଡ଼ା: ନିୟମଗିରି ସୁରକ୍ଷା ସମିତିରେ ଫାଟ ! ଆଦିବାସୀଙ୍କ ହକ୍ ପାଇଁ ଲଢ଼ିବାକୁ ଗଠିତ ନିୟମଗିରି ସୁରକ୍ଷା ସମିତିରେ କିଛି ଠିକ୍ ଚାଲିନି । ଆମେ ଏ କଥା କହୁନାହୁଁ । ନିୟମଗିରି ଅଞ୍ଚଳରେ ଲାଗିଥିବା ପୋଷ୍ଟର ହିଁ ଏହା ବୟାନ କରୁଛି । ଯଦିଓ ଏଭଳି ପୋଷ୍ଟର କିଏ ଲଗାଇଛି ତାହା ସ୍ପଷ୍ଟ ହୋଇ…

ନିୟମଗିରିର ଦୁଇଟି ସ୍ଥାନରେ ୯୮ ଜଣ ଡଙ୍ଗରିଆ ମହିଳା ପୁରୁଷଙ୍କ ହେଲା ସ୍ୱାବ ଟେଷ୍ଟ

କଲ୍ୟାଣସିଂହପୁର : ଶେଷରେ ସ୍ୱାବ୍ ଟେଷ୍ଟ ପାଇଁ ରାଜି ହେଲେ ରାୟଗଡା କଲ୍ୟାଣସିଂହପୁର ନିୟମଗିରିର ଅଞ୍ଚଳରେ ଡଙ୍ଗରିଆକନ୍ଧମାନେ । ଆଜି ସ୍ଥାପନୀୟ ବିଡିଓ କାଳୁଚରଣ ନାୟକଙ୍କ ଉପସ୍ଥିତିରେ ନିୟମଗିରିର ସୁନାଖଣ୍ଡି ପଞ୍ଚାୟତର ଦୁଇଟି ଗାଁ କାଡ୍ରାକା ବଣ୍ଡେଲି ଓ ପାରାମାଳି ଗାଁର ମୋଟ ୯୮ ଜଣ…