Latest Odisha News
Browsing Tag

North Korea

ଉତ୍ତର କୋରିଆରେ ବ୍ୟାନ ହେଲା ହଟ୍ ଡଗ୍ସ

ପୋଙ୍ଗୟାଙ୍ଗ: ଉତ୍ତର କୋରିଆର ଶାସକ କିମ୍ ଜଙ୍ଗ ଉନ୍ ଦେଶରେ ଖାଦ୍ୟ ଏବଂ ପାନୀୟ ଉପରେ ମଧ୍ଯ ନିଷେଧାଦେଶ ଜାରି କରିଛନ୍ତି। ଦେଶରେ ହଟ୍ ଡଗ୍ ଖାଇବା ଏବଂ ବିକ୍ରୟ ଉପରେ ନିଷେଧାଦେଶ ଲଗାଇଛନ୍ତି। ତେବେ ଜନତାଙ୍କ ଉପରେ ପାଶ୍ଚାତ୍ୟ ସଂସ୍କୃତିର ପ୍ରଭାବକୁ ଦୂର କରିବା ପାଇଁ ଏଭଳି ପଦକ୍ଷେପ…

କିମ୍ ଜୋଙ୍ଗ ପଠାଇଲେ ସୈନ୍ଯ, ବଦଳରେ ପୁଟିନ ଦେଲେ ସ୍ପେଶାଲ ଗିଫ୍ଟ

ସିଓଲ: ଋଷ-ୟୁକ୍ରେନ ଯୁଦ୍ଧକୁ ସମର୍ଥନ କରି ଉତ୍ତର କୋରିଆ ନିଜର ସୈନ୍ୟବାହିନୀ ପଠାଇଛି। ଯାହାର ପ୍ରତିବଦଳରେ ଋଷ ବାୟୁ ପ୍ରତିରକ୍ଷା କ୍ଷେପଣାସ୍ତ୍ର ଦେଇଛି ଉତ୍ତର କୋରିଆକୁ। ଦକ୍ଷିଣ କୋରିଆର ଜଣେ ବରିଷ୍ଠ ଅଧିକାରୀ ଶୁକ୍ରବାର ଦିନ ଏହି ସୂଚନା ଦେଇଛନ୍ତି। ଆମେରିକା, ଦକ୍ଷିଣ କୋରିଆ ଏବଂ…

ଛାତ୍ରଙ୍କୁ କୋରିଆନ ଡ୍ରାମା ଦେଖିବା ମହଙ୍ଗା ପଡିଲା!

ପୋଙ୍ଗୟାଙ୍ଗ: କୋରିଆନ ଡ୍ରାମା ଦେଖିବା ମହଙ୍ଗା ପଡିଲା। ଦକ୍ଷିଣ କୋରିଆର ନ୍ୟୁଜ୍ ଏଜେନ୍ସି ଆଉଟଲେଟ୍ ଚୋସୁନ୍ ଟିଭି ଏବଂ କୋରିଆ ଜୋଙ୍ଗ ଆଙ୍ଗ୍ ଡେଲି ଅନୁଯାୟୀ ସାଉଥ କୋରିଆର ଡ୍ରାମା ଦେଖିବା କାରଣରୁ ଉତ୍ତରକୋରିଆରେ କିଛି ଛାତ୍ରଙ୍କ ଜୀବନ ଯାଇଛି। ଉତ୍ତରକୋରିଆରେ ଏକଛତ୍ରବାଦୀ ଶାସକ କିମ୍…

ମିଳିତ ଯୁଦ୍ଧାଭ୍ୟାସକୁ ଉତ୍ତର କୋରିଆର ଜବାବ: ଗୋଟିଏ ଦିନରେ ପରୀକ୍ଷଣ କଲା ଏକାଧିକ କ୍ଷେପଣାସ୍ତ୍ର

ନୁଆଦିଲ୍ଲୀ:  ନିକଟରେ ଆମେରିକା ଓ ଦକ୍ଷିଣ କୋରିଆ ସାମରିକ ଡ୍ରିଲ୍ ଶେଷ ହୋଇଛି । ଏହାର ମାତ୍ର  ୨ ଦିନ ପରେ ଉତ୍ତର କୋରିଆ   ପକ୍ଷରୁ ସମୁଦ୍ର ଭିତରେ ଏକାଧିକ କ୍ରୁଜ୍ କ୍ଷେପଣାସ୍ତ୍ର ପରୀକ୍ଷଣ କରାଯାଇଛି  । ଏହି କ୍ଷେପଣାସ୍ତ୍ର ଉତ୍ତର କୋରିଆର ପଶ୍ଚିମ ଉପକୂଳରେ ପରୀକ୍ଷା କରାଯାଇଥିବା…

କିମ୍ ଜୋଙ୍ଗ ଉନଙ୍କ ପରେ ଜୁ ହେବେ କି ଉତ୍ତର କୋରିଆ ରାଷ୍ଟ୍ରପତି ?

ନୂଆଦିଲ୍ଲୀ: ଉତ୍ତର କୋରିଆର ନିର୍ଦ୍ଦୟୀ ଶାସକ କିମ୍ ଜୋଙ୍ଗ ଉନ୍ ତାଙ୍କ ନିଷ୍ପତ୍ତି ଓ ମନ୍ତବ୍ୟକୁ ନେଇ ଚର୍ଚ୍ଚାରେ ରୁହନ୍ତି । କିନ୍ତୁ ସେ ସବୁବେଳେ ନିଜ ପାରିବାରିକ ଜୀବନକୁ ଗଣମାଧ୍ୟମ ଠାରୁ ଦୂରେଇ ରଖିଥାନ୍ତି । ଏବେ ତାଙ୍କ ଝିଅଙ୍କ ଫଟୋ ସାମ୍ନାକୁ ଆସିଛି । ମଙ୍ଗଳବାର ମିଲିଟ୍ରି ପରେଡରେ…

ବଡ ପରେ ଭାଇରାଲ ହେଲା କିମ୍‌ ଜୋଙ୍ଗଙ୍କ ସାନ ଝିଅର ଫଟୋ

ପ୍ୟୋଙ୍ଗୟାଙ୍ଗ: ନର୍ଥ କୋରିଆର ତାନାଶାହ କିମ ଜୋଙ୍ଗଙ୍କୁ ନେଇ ଗଣମାଧ୍ୟମରେ ଗତ କିଛି ଦିନ ହେଲା ଚର୍ଚ୍ଚା ଜୋର ଧରିଛି । କେତେବେଳେ ମିସାଇଲ ପରୀକ୍ଷଣ ତ କେତେବେଳେ ନିଷ୍ଠୁର ଦଣ୍ଡପ୍ରଦାନ ପାଇଁ କିମ ଜୋଙ୍ଗ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ହେଲେ ଆଜିକାଲି କିମ ଜୋଙ୍ଗ ନିଜ ଝିଅମାନଙ୍କୁ ନେଇ…

ଭୋକ ମେଣ୍ଟାଇବା ଲାଗି ଧନୀ ଛୁଆଙ୍କୁ କରାଯାଉଛି ଅପହରଣ

ନୂଆଦିଲ୍ଲୀ: ଉତ୍ତର କୋରିଆ ଏହାର ଏକଛତ୍ରବାଦୀ ଶାସନ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାଏ। ଉତ୍ତରକୋରିଆର ରାଷ୍ଟ୍ରପତି କିମ ଜୋଙ୍ଗ ଉନ ଏଥିପାଇଁ ଅନେକ ସମୟରେ ବିବାଦ ଘେରରେ ରହିଥାନ୍ତି। ଆଜିକାଲି ମୁଦ୍ରାସ୍ଫୀତି ଚରମ ସୀମାରେ ଅଛି ଏବଂ ଆର୍ଥିକ ସ୍ଥିତି କ୍ରମାଗତ ଭାବରେ ଖରାପ ହେଉଛି। କରୋନା…

ଟିକା ନାହିଁ ବଢିପାରେ କରୋନା ସଙ୍କଟ; କିମ୍‌ଙ୍କ ଚେତାବନୀ

ନୂଆଦିଲ୍ଲୀ: ଖାଦ୍ୟ ସଙ୍କଟ ପରେ ଦେଶରେ କରୋନା ଭୂତାଣୁ ସଂକ୍ରମଣ ସଙ୍କଟକୁ ନେଇ ଚେତାବନୀ ଦେଇଛନ୍ତି ରାଷ୍ଟ୍ରପତି କିମ ଜୋଙ୍ଗ ଉନ। ସେ କହିଛନ୍ତି ଉତ୍ତର କୋରିଆରେ କରୋନା ଭୂତାଣୁ ସଂକ୍ରମଣ ସମ୍ଭବତ ଭୟଙ୍କର ହୋଇପାରେ। କାରଣ ଦେଶରେ ପ୍ରାଚୀନ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ଅଛି ଏବଂ ସମ୍ଭବତ…

ଜାତିସଂଘ ବିଶେଷଜ୍ଞଙ୍କ ମତ; ଉତ୍ତର କୋରିଆ ପରମାଣୁ ଅସ୍ତ୍ରଶସ୍ତ୍ରକୁ ଆଧୁନିକୀକରଣ କରୁଛି

ନୂଆଦିଳ୍ଲୀ: ମିଳିତ ଜାତିସଂଘର ପ୍ରତିବନ୍ଧକକୁ ଉତ୍ତର କୋରିଆ ଏହାର ପରମାଣୁ ଅସ୍ତ୍ର ଏବଂ ବାଲିଷ୍ଟିକ୍ କ୍ଷେପଣାସ୍ତ୍ରକୁ ଆଧୁନିକୀକରଣ କରିଛି ଏବଂ ଏହାର ଅସ୍ତ୍ରଶସ୍ତ୍ର ପାଇଁ ବିଦେଶରେ ସାମଗ୍ରୀ ଏବଂ ପ୍ରଯୁକ୍ତିବିଦ୍ୟା ଖୋଜୁଛି। ଉତ୍ତର-ପୂର୍ବ ଏସୀୟ ଦେଶର ପ୍ରତିବନ୍ଧକ ଉପରେ ନଜର ରଖିଥିବା…

କିମ୍ ଜୋନଙ୍କର ପତ୍ନୀଙ୍କ କୌଣସି ପତ୍ତା ମିଳୁନାହିଁ

ନୂଆଦିଲ୍ଲୀ: କୁଆଡ଼େ ଗଲେ ଉତ୍ତର କୋରିଆ ରାଷ୍ଟ୍ର ମୁଖ୍ୟ କିମଙ୍କ ପତ୍ନୀ ? ପାଖାପାଖି ୧ ବର୍ଷ ହେଲାଣି ଉତ୍ତର କୋରିଆ ରାଷ୍ଟ୍ର ମୁଖ୍ୟ କିମ୍ ଜୋନ୍ ଉଙ୍ଗଙ୍କର ପତ୍ନୀଙ୍କ କୌଣସି ପତ୍ତା ମିଳୁନାହିଁ । ସେ କେଉଁଆଡ଼େ ଗଲେ ତାହାକୁ ନେଇ ଏବେ ଜୋରସୋରରେ ଚର୍ଚ୍ଚା ଚାଲିଛି ।  କାରଣ ଗତବର୍ଷ…