କବିତା : ସ୍ୱପ୍ନ
ରାଜ କିଶୋର ଦାସ
ଫେରେଇ ଦେବାର କଳା
ଜାଣି ହୋଇନି ବୋଲିତ
ଯେତେ ନିବୁଜ କରି ଆଖି ବନ୍ଦ କଲେ ବି
ଭରିଯାଏ ଆଖିରେ ଆଖିଏ ସ୍ୱପ୍ନ ।
ଘର କେଉଁଠି ତା’ର ଯେ
ବେଧଡ଼କ ଚାଲି ଆସେ
ନିଦ, ଅଧାନିଦ, ବେ ନିଦ
ଦି ନିଦ ଫରକ ପଡ଼େନି।
ରାତି ପାହାନ୍ତା ସକାଳ
ଯେତେବେଳେ , ସେତେବେଳେ ରାଜ…