କବିତା : ସମ୍ପର୍କ
ଦୀପକ କୁମାର ନାୟକ
ଜୀବନର ଏଇ ଦୀର୍ଘ ପଥରେ
ଚାଲୁ ଚାଲୁ ଅନେକ୍ ସମ୍ପର୍କ ସୃଷ୍ଟି
କେହି ମୁହୂର୍ତ୍ତର ବାର୍ତ୍ତାଳାପରେ
ଜନ୍ମ୍ ନେଇଯାଏ ସମ୍ପର୍କ।
କିଛି ଦିନ ଆଦର ଆପଣା ପରେ
ଫେରି ଯାନ୍ତି ଅଜଣା ରାଇଜରେ
ଆଜିକାର ସମାଜରେ ସମ୍ପର୍କ
ଡିମିରି ଫୁଲ ବାସ ପରି
ସମୟ ସାଥିରେ ସବୁତ…