କବିତା : ଜର
ତେଜସ୍ଵିନୀ ପଣ୍ଡା
ପ୍ରତି ରାତିରେ ଜର ହୁଏ
ରାତି ପାହିଲେ ଜର ଛାଡ଼ିଯାଏ,
ପ୍ରେମିକର ସ୍ପର୍ଶରେ
ଜରର ତାପମାତ୍ରା କମେ ସିନା
ଦେହରେ ଘନୀଭୂତ ଶିହରଣର
ଉତ୍ତାପ କ୍ଷୀପ୍ରରୁ କ୍ଷୀପ୍ରତର ହୁଏ।
ଜର କାହାଠୁ ଜନ୍ମ ନିଏ?
ବିରହରୁ ନା ଘାତକର ଜ୍ଵାଳାରୁ,
ଗର୍ଭରେ ଜର ନଷ୍ଟ ହେଲାପରେ…