Latest Odisha News

BREAKING NEWS

Browsing Tag

Odia Poem

କବିତା: ମହିଷାମର୍ଦ୍ଦିନୀ ଓ ବର୍ତ୍ତମାନ

ସଞ୍ଜିତା ପ୍ରଧାନ  ନାରୀ ଶକ୍ତି ରୂପେ ମହିଷାମର୍ଦ୍ଦିନୀ                                        ଆସ ମା' ଗୋ ଧରା ଧାମେ ସହସ୍ର ଅସୁର ଉତ୍ପାତରେ ଆଜ ନାରୀ ସୁପ୍ତ ତା'ର ନାମେ । ମିଛ ପ୍ରହସନେ ପ୍ରତାରିତ ହୁଏ ଛଳନା ର ମାୟା ଜାଳେ କ୍ଷୁର୍ଣ୍ଣ ହୁଏ ତା'ର ମାନ ଓ ସମ୍ମାନ…

କବିତା : ସର୍ବୋତ୍କୃଷ୍ଟ

 ଜ୍ଞାନ ରଞ୍ଜନ କର ପାହାଡ଼ ଅଗର ଫୁଲଟିଏ ମୁଁ,                        ଦୂରରୁ ସମସ୍ତଙ୍କୁ ଆକର୍ଷିତ କରେ, ହେଲେ ପାଖକୁ ଆସନ୍ତିନି କେହି। ନାଗସର୍ପର ସର୍ବୋତ୍କୃଷ୍ଟ ବିଷ ମୁଁ, ମୋତେ ଲୋକ ପୂଜା କରନ୍ତି, ଆଉ ଦଂଶନକୁ ଭୟ ବି। ପଙ୍କ ପୋଖରୀର ପଦ୍ମଟିଏ ମୁଁ, ମୁଁ ସଭିଙ୍କ…

କବିତା : ନାରୀଶ୍ଵର

ମନୋଜ ରଥ ଦିନେ ହୁଏତ ଦପ୍ ଦପ୍ ଲିଭି ଯିବ ସୂର୍ଯ୍ୟ ଜହ୍ନ ଏକ ଭଦ୍ର ଲୋକ ଦେଖେଇବ ଅଂଧାରରେ ତା' ଅପର ପାଶ୍ୱ । ଦିନେ ହୁଏତ ରୁଦ୍ରାକ୍ଷ ଭଳି ତପସ୍ୱୀ ଆକାଶ ହାତରୁ ବିଛେଇ ହେଇ ତଳେ ପଡିଯିବେ ସବୁ ନକ୍ଷତ୍ର , ଏକେ ୪୭ ଗୁଳିରେ ବିଦ୍ଧ ଏକ ସହିଦର ଛାତି ଭଳି ଆକାଶର ଛାତିରେ ଥିବ…

ଆର ବର୍ଷକୁ ପ୍ରଭୁ ଦର୍ଶନ କରିବି ତୁମକୁ…

ଆର ବର୍ଷକୁ ପ୍ରଭୁ ଦର୍ଶନ କରିବି ତୁମକୁ... ସନ୍ତୋଷ ମିଶ୍ର ପତିତ ଜନଙ୍କ ଉଦ୍ଧାର ପାଇଁ କି ପତିତପାବନ ହେଲ, ପତିତ ଦର୍ଶନ ଦେବା ପାଇଁ ପ୍ରଭୁ ରଥଯାତ୍ରା କରିଥିଲ, ଯେବେ ଥିବି ଯଦି ଆର ବର୍ଷକୁ ପ୍ରଭୁ ଦର୍ଶନ କରିବି ତୁମକୁ ...(୦) ବଡ଼ ଦେଉଳରେ ରତନ ବେଦିରେ ବସି ଥାଅ ସବୁ ଦିନ,…

ବଡଦାଣ୍ଡ ମୋତେ ମନା ରେ କାଳିଆ…

ବଡଦାଣ୍ଡ ମୋତେ ମନା ରେ କାଳିଆ... ସନ୍ତୋଷ କୁମାର ମିଶ୍ର ବଡଦାଣ୍ଡ ମୋତେ ମନା ରେ କାଳିଆ ବଡ଼ଦାଣ୍ଡ ମୋତେ ମନା ମନ ବଡ଼ଦାଣ୍ଡ ଖୋଲି ମୁଁ ଦେଇଛି ହୃଦୟେ ବସିବୁ ଆ.. ରେ କାଳିଆ ହୃଦୟେ ବସିବୁ ଆ....(0) ପହଣ୍ଡି ବିଜେ ରେ ସେବାୟତ ମେଳେ ଆସିଲୁ ତୁ…

ତଥାପି ଆସୁଛି ରଜ…

ତଥାପି ଆସୁଛି ରଜ... ସୁସ୍ମିତା ମହାପାତ୍ର ଗଜରାଜ ଡାକରାରେ ଆଉ ଆସୁନାହିଁ ରଜ, ଆସୁନାହିଁ ଆଷାଢର ଓଦା ପଣତରେ ସରସର ଭିଜିବାକୁ, ପୋଡ଼ପିଠା ମହକରେ ମହକିବାକୁ ଅଥବା ବାହିବାକୁ ବାଉଁଶ ଦୋଳିର କାତ, ଆସୁନାହିଁ ରଜ । ନାହିଁ ଆଜି ଅତୀତ ମଉସୁମୀର ସେ ମତୁଆଲା ପରଶ,…

ଆସୁଛି ରଜ ହୋଇ ସଜବାଜ…

ଆସୁଛି ରଜ ହୋଇ ସଜବାଜ... ସୁଶାନ୍ତ କୁମାର ନନ୍ଦ ମେଘ ରାଇଜରୁ ବରଷା ଆସିବ ଡାକ ଆଜି ଦେଖ ଦେଲାଣି ଗିରିଷିମ ଏବେ ବାହୁଡ଼ିବ ବୋଲି ସଜବାଜ ପରା ହେଲାଣି । ଏତିକି ବେଳକୁ ଓଡ଼ିଆ ଘରକୁ ଆସିଗଲା ଦେଖ କିଏରେ, ଘରେ ଘରେ ବାସେ କେତେ ପିଠା ପଣା ବଡ଼ ପରବଟେ ସିଏରେ । ଗାଁ ଆମ୍ବ ତୋଟା…

ମାଆ…

ମାଆ ଶ୍ୱେତା ରାଉତ ଛୁଆର ଭୋକିଲା ପେଟରେ ହାତ ବୁଲାଇ ତୁ ଯେମିତି ବିବ୍ରତ ହୋଇପଡୁ ମୁଠେ ଖୁଆଇଦେଇ ଆଶ୍ୱସ୍ତ ହେଉ ଭଲ ନିଦଟେ ଭିଡ଼ିଆଣି ଖଞ୍ଜିଦେଉ ଆଖିରେ ତୋ ପଣତ ତଳୁ, ମଥାରେ ଗେଲକର ଯେମିତି ଅଜାଡ଼ି ଦେଉ ସାରା ପୃଥିବୀର ସୁଖ । ମୁଁ ସେମିତି କରିପାରେନି ମା’ ଦେଖିପାରେନି କୌଣସି…

ପବନ

ପବନ କମଳ କୁମାର ମହାନ୍ତି ପବନ ତ' ସେଦିନ ବହୁଥିଲା ତୀବ୍ର ମଇ ତିନ୍ ର ସକାଳ କି' ଓଡ଼ିଶାର କପାଳରେ ଲେଖୁଥିଲା ଆଉ ଏକ କରୁଣ କାବ୍ୟ ! ଫାଟିଯାଉଥିଲା ଛାତି ଯେତେ ପଚାରିଲେ ଫିଟୁ ନଥିଲା ଶୋକ ଆଉ କୋହର ଗଣ୍ଠି ମାଟି ସ୍ରବୁଥିଲା ଲହୁ ଆକାଶ ବର୍ଷୁଥିଲା ଲୁହ ବେଶୀ ବେଶୀ ଫଟାକପାଳକୁ…

ତିନୋଟି କବିତା…

ତିନୋଟି କବିତା ଦେବାଶିଷ୍ ମହାନ୍ତି ସଦିଚ୍ଛା ଚିକ୍‌ମିକ୍ ଅନେକ ସ୍ୱପ୍ନ ବର୍ଷିଯାଉ ସାରା ରାତି ତୁମ ସଂକଳ୍ପରେ ଆଶାରେ ତୃଷ୍ଣାରେ ଆଉ ଭିଜିଯାଅ ତୁମେ ଆତ୍ମବିଶ୍ୱାସରେ । ସିଦ୍ଧ ହେଉ ଅନୁକୂଳ ଶୁଭମୟ ହେଉ ନୂତନ ସକାଳ ଆତ୍ମିୟତା ଆଙ୍କିଚାଲ ଜୀବନର ଚିତ୍ରପଟ୍ଟେ ଅଜଣା ମୁଁ…