କବିତା : ଶିଶିର ବିନ୍ଦୁ
ପ୍ରିୟମ୍ବଦା ସାମଲ
ଶିଶିର ବିନ୍ଦୁର ଭିଜା ପ୍ରତ୍ୟୁଷରେ
ସୁକୁମାରୀ ମନ ଜାଗେ
ଚନ୍ଦନ ବନର ବାସନାରେ ଭିଜେ
ନବ ସପନର ମଗ୍ନେ।
ତାରାଫୁଲ କିଛି ଆକାଶରୁ ପରା
ଝରି ପଡିଛି ଆଞ୍ଚଳେ
ଶିଶିରର ସ୍ନିଗ୍ଧ ବିନ୍ଦୁ ବିଛୁରିତ
ସତେ ପ୍ରଶସ୍ତ କପାଳେ।
ହେମନ୍ତ ଆକାଶେ ଚାନ୍ଦଟା ଆଜିକି…