କୁଳାଙ୍ଗାର ଉବାଚ : ରେଳଯାତ୍ରା…. ଜାଣିବା କଥା!
ବନ୍ଧୁଗଣ! ଜାଣି ଖୁସିହେବେ କି
ମୁଁ ଏବେ ବି ସେମିତି ଦରିଦ୍ର ଅଛି;
ତେଣୁ ଦୂରସ୍ଥାନକୁ ବ୍ୟୋମଯାନରେ ନଯାଇ
ଭାରତୀୟ ରେଳରେ ଯାତ୍ରା କରୁଛି!
ସତକଥା ହେଲା ଧାରଣା ଉପରେ
ଧାବମାନ ରେଳର ଗୋଟେ ବାସ୍ନା ଅଲଗା;
ବାରମ୍ବାର ବ୍ୟବହାର କରିକରି
ରେଳ ନିଶାଗ୍ରସ୍ତ ପାଲଟିଚି ଏ ଅଭାଗା ।…