ବିଧାନସଭା ପରିସରରୁ ନାଗ ସାପ ଉଦ୍ଧାର
ଭୁବନେଶ୍ୱର: ୨୧ଦିନିଆ ଲକ ଡାଉନ ଚାଲିଥିବା ବେଳେ ମଙ୍ଗଳବାର ରାଜ୍ୟ ବିଧାନସଭା ପରିସରରୁ ଏକ ନାଗସାପକୁ ଉଦ୍ଧାର କରାଯାଇଛି । ସନ୍ଧ୍ୟାରେ ସାପଟିକୁ ବିଧାନସଭା ପରିସରରେ ଦେଖି ସୁରକ୍ଷାକର୍ମୀଙ୍କ ପକ୍ଷରୁ ସ୍ନେକ ହେଲପ ଲାଇନକୁ ସଦସ୍ୟଙ୍କୁ ଖବର ଦିଆଯାଇଥିଲା । ସ୍ନେକ ହେଲପ ଲାଇନ ପକ୍ଷରୁ…