୨୦୧୯-୨୦ ଆର୍ଥୀକ ବର୍ଷରେ ୪୫,୫୦୦ କୋଟି ରାଜସ୍ୱ ସଂଗ୍ରହ ଓଡିଶାର ଲକ୍ଷ୍ୟ
ଭୁବନେଶ୍ୱର: ଓଡିଶା ସରକାର ୨୦୧୯-୨୦ ଆର୍ଥୀକ ବର୍ଷରେ ପ୍ରାୟ ୪୫,୫୦୦ କୋଟି ରାଜସ୍ୱ ସଂଗ୍ରହ କରିବା ଲକ୍ଷ୍ୟ ରଖିଛନ୍ତି ବୋଲି ଅର୍ଥମନ୍ତ୍ରୀ ନରଞ୍ଜନ ପୁଜାରୀ ସୋମବାର ଦିନ ବିଧାନସଭାରେ କହିଛନ୍ତି ।
ଗୃହର ପ୍ରଶ୍ନକାଳ ସମୟରେ ମନ୍ତ୍ରୀ ପୂଜାରୀ କହିଛନ୍ତି ଯେ, ୨୦୧୯ ମସିହା ଜୁନ୍ ମାସ…