Latest Odisha News

BREAKING NEWS

Browsing Tag

Odisha Corona Virus

ଓଡ଼ିଶାର ୧୪ ଜିଲ୍ଲାରୁ କରୋନା ନେଲା ଆଉ ୨୧ ଜୀବନ

ଭୁବନେଶ୍ୱର: ଓଡ଼ିଶାରେ ବଢୁଛି କରୋନା ମୃତ୍ୟୁସଂଖ୍ୟା । ଗତ ୨୪ ଘଣ୍ଟାରେ ଆଉ ୨୧ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ୧୪ଟି ଜିଲ୍ଲାରୁ ସଂକ୍ରମିତ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି । କଳାହାଣ୍ଡି ଜିଲ୍ଲାରୁ ସର୍ବାଧିକ ୩ ଜଣ ପ୍ରାଣ ହରାଇଛନ୍ତି । ଖୋର୍ଦ୍ଧା, କୋରାପୁଟ, ମୟୂରଭଞ୍ଜ…

ଆଜି ଓଡ଼ିଶାରୁ ୧୧ହଜାର ୯୯ କରୋନା ପଜିଟିଭ୍, ଖୋର୍ଦ୍ଧାରୁ ସର୍ବାଧିକ ୧୪୬୦

ଭୁବନେଶ୍ୱର: ରାଜ୍ୟରେ ଏବେ ସମାନ୍ତରାଳ ସ୍ଥିତିରେ ରହୁଛି କରୋନା ସଂକ୍ରମଣ । ୧୦ ହଜାର ଉପରେ ରହୁଛି ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୧୧ହଜାର ୯୯ ନୂଆ ସଂକ୍ରମିତ । କ୍ୱାରେଣ୍ଟାଇନରୁ ୬ହଜାର ୨୧୪ ଓ ଲୋକାଲ କଣ୍ଟାକ୍ଟ କେସ୍ ରହିଛି ୪ହଜାର ୮୮୫ । ଖୋର୍ଦ୍ଧାରୁ…

ରାଜ୍ୟରୁ ୨୪ ଘଣ୍ଟାରେ ୧୦,୩୨୧ ପଜିଟିଭ୍, ଖୋର୍ଦ୍ଧାରେ ପୁଣି ହଜାରେ ପାର୍

ଭୁବନେଶ୍ୱର: ରାଜ୍ୟରେ କମୁଛି କରୋନାର ଦୈନିକ ସଂକ୍ରମଣ । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୧୦ହଜାର ୩୨୧ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୫ହଜାର ୭୭୯ ଥିବା ବେଳେ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୪ହଜାର ୫୪୨ । ଖୋର୍ଦ୍ଧାରେ ଗତକାଲି ଅପେକ୍ଷା ଆଜି ବଢ଼ିଛି ସଂକ୍ରମିତଙ୍କ…

ଆଜି ଓଡ଼ିଶାରୁ କରୋନା ନେଲା ୨୨ ଜୀବନ, ୬ଟି ଜିଲ୍ଲାରେ ଅଧିକ

ଭୁବନେଶ୍ୱର: ରାଜ୍ୟରେ ବଢୁଛି କରୋନା ମୃତ୍ୟୁସଂଖ୍ୟା । ଗତ ୨୪ ଘଣ୍ଚାରେ ଆଉ ୨୨ ଜଣ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଆଜି ୬ଟି ଜିଲ୍ଲାରେ ଅଧିକ ରହିଛି ମୃତ୍ୟୁସଂଖ୍ୟା । ସେସବୁ ଜିଲ୍ଲାରୁ ୩ ଜଣ ଲେଖାଏ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି । ଏହି ଜିଲ୍ଲାଗୁଡ଼ିକ ହେଲା ବୌଦ୍ଧ,…

ବିଶେଷଜ୍ଞଙ୍କ ମତରେ ଓଡ଼ିଶାରେ ସପ୍ତାହେ ୧୦-୧୨ ହଜାର ରହିବ ଦୈନିକ ସଂକ୍ରମଣ

ଭୁବନେଶ୍ୱର: ଆସନ୍ତା ସପ୍ତାହେ ଯାଏ ରାଜ୍ୟରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୧୦-୧୨ ହଜାର ରହିବ । ବର୍ତ୍ତମାନ କରୋନା ପ୍ଲାଟ୍ୟୁ ସ୍ଥିତିରେ ରହିଛି । ପଜିଟିଭ୍ ହାର କୋଡିଏ ପ୍ରତିଶତ ରହୁଛି । ଟେଷ୍ଟ ଅଧିକ କିମ୍ବା କମ୍ କଲେ ବି ପଜିଟିଭିଟି ରେଟ୍ ୨୦ ପ୍ରତିଶତ ରହୁଛି । ପଜିଟିଭ୍ ହାର ହ୍ରାସ…

ଜୀବନ ନେଉଛି କରୋନା: ଆଜି ଓଡ଼ିଶାର ୧୧ ଜିଲ୍ଲାରୁ ୨୧ ମୃତ

ଭୁବନେଶ୍ୱର: କରୋନା ନେଉଛି ଜୀବନ । ଗତ ୨୪ ଘଣ୍ଟାରେ ଓଡ଼ିଶାରୁ ଆଉ ୨୧ ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି । ୧୧ ଜିଲ୍ଲାରୁ ସଂକ୍ରମିତ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪ ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ଭିତରେ ଅଛନ୍ତି ଭୁବନେଶ୍ୱରରୁ ୨ ଜଣ ।…

ଓଡ଼ିଶାରୁ କରୋନା ନେଲା ଆଉ ୧୯ ଜୀବନ, ମୃତ୍ୟୁସଂଖ୍ୟା ୨୧ଶହ ୫୧କୁ ବୃଦ୍ଧି

ଭୁବନେଶ୍ୱର: ଓଡ଼ିଶାରେ କରୋନା ସଂକ୍ରମଣ ସହ ବଢୁଛି ମୃତ୍ୟୁସଂଖ୍ୟା । ଗତ ୨୪ ଘଣ୍ଟାରେ ଆଉ ୧୯ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ମୃତକଙ୍କ ଭିତରେ ଅଛନ୍ତି ୧୫ ଜିଲ୍ଲାରୁ ସଂକ୍ରମିତ । ଅନୁଗୋଳ ଜିଲ୍ଲାରେ ଦୈନିକ ସଂକ୍ରମଣ ସହ ବଢୁଛି ମୃତ୍ୟୁସଂଖ୍ୟା । ଆଜି ଆଉ ୩ ଜଣ ଆକ୍ରାନ୍ତ ଆଖି ବୁଜିଛନ୍ତି ।…

ଓଡ଼ିଶାରେ ଲକ୍ଷେ ପାର କଲା କରୋନା ଆକ୍ଟିଭ୍ କେସ୍, ଆଜି ୧୦,୬୪୯ ପଜିଟିଭ୍

ଭୁବନେଶ୍ୱର: ରାଜ୍ୟରେ ପୁଣି ୧୦ ହଜାର ଉପରେ କରୋନା ଟ୍ରେଣ୍ଡ । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୧୦ହଜାର ୬୪୯ ନୂଆ ଆକ୍ରାନ୍ତ । ଏହି ସମୟର ୫୧ହଜାର ୪୫୧ କୋଭିଡ୍ ଟେଷ୍ଟ କରାଯାଇଛି । ଗତକାଲି ଅପେକ୍ଷା ସଂକ୍ରମିତଙ୍କ ସଂଖ୍ୟା ଟିକେ ହ୍ରାସ ପାଇଛି । ଗତକାଲି ଏହି ସଂଖ୍ୟା ଥିଲା ୧୦ହଜାର ୯୮୨…

ପାଞ୍ଚ ଦିନ ପରେ ଓଡ଼ିଶାରେ ୧୦ହଜାର ତଳକୁ ଖସିଲା ଦୈନିକ ସଂକ୍ରମଣ

ଭୁବନେଶ୍ୱର: ପାଞ୍ଚ ଦିନ ପରେ ଓଡ଼ିଶାରେ ୧୦ ହଜାର ଖସିଲା ଦୈନିକ ସଂକ୍ରମଣ । ଗତ ୨୪ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୯ହଜାର ୭୯୩ ପଜିଟିଭ୍ । ଏହି ସମୟରେ ରାଜ୍ୟରେ ୪୬ ହଜାର ୨୪୧ଟି କୋଭିଡ୍ ଟେଷ୍ଟ କରାଯାଇଛି । ନୂଆ ସଂକ୍ରମିତଙ୍କ ମଧ୍ୟରେ କ୍ୱାରେଣ୍ଟାଇନରୁ ୫ହଜାର ୫୩୪ ଚିହ୍ନଟ ହୋଇଥିବା ବେଳେ…

ଓଡ଼ିଶାରେ ୮ ଜିଲ୍ଲାରୁ କରୋନା ନେଲା ଆଉ ୧୭ ଜୀବନ

ଭୁବନେଶ୍ୱର: ସଂକ୍ରମଣ ସହ ରାଜ୍ୟରେ କମିଛି ଦୈନିକ ମୃତ୍ୟୁସଂଖ୍ୟା । ଗତ ୨୪ ଘଣ୍ଟାରେ ସାରା ରାଜ୍ୟରୁ କରୋନା ନେଇଛି ଆଉ ୧୭ ଜୀବନ । ଗତକାଲି ଏହି ସଂଖ୍ୟା ଥିଲା ୧୯ । ୮ ଜିଲ୍ଲାରୁ ସଂକ୍ରମିତ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି । ମୃତକଙ୍କ ଭିତରେ ଅଛନ୍ତି ୭ ଜଣ ମହିଳା ଓ ୧୦ ଜଣ…