Latest Odisha News

BREAKING NEWS

Browsing Tag

Odisha Floods

ହୀରାକୁଦରେ ବନ୍ଦ ହେବ ଆଉ ୪ଟି ଗେଟ

ଭୁବନେଶ୍ୱର: ସ୍ୱତନ୍ତ୍ର ରିଲିଫ କମିସନର ପ୍ରଦୀପ କୁମାର ଜେନାଙ୍କ ବଡ ସୂଚନା । ପୁଣି ବନ୍ଦ ହେବ ହୀରାକୁଦର ଆଉ ୪ଟି ଗେଟ । ଖୋଲାଥିବା ୨୪ଟି ଗେଟରୁ ଆଉ ୪ଟି ଗେଟ ବନ୍ଦ ହେବା ନେଇ ସୂଚନା ଦେଲେ ଏସଆରସି ପ୍ରଦୀପ କୁମାର ଜେନା । ହୀରାକୁଦ ଗେଟ ବନ୍ଦ ହେବା ଦ୍ୱାରା ମୁଣ୍ଡଳିରେ ମଧ୍ୟ ଜଳସ୍ତର…

କମୁଛି ବନ୍ୟା ଜଳ, ବଢ଼ୁଛି ଦୁର୍ଦ୍ଦଶା

ପାରାଦୀପ: ବେଘର କରିଛି ଜଳ ପ୍ରଳୟ । ବନ୍ୟା ଉଜାଡ଼ି ଦେଇଛି ସବୁକିଛି । କିଏ ଛାତ ଉପରେ ରୋଷେଇ କରୁଛି ତ ଆଉ କିଏ ରାସ୍ତା ଉପରେ ପାଲ ଟାଣି ଘରର ସମସ୍ତ ଜିନିଷକୁ ଜଗି ରହିଛି । ମହାନଦୀରେ ବନ୍ୟା ଆସିବା ପରେ ଜଳରେ ବିତୁଛି ଜୀବନ । ଗାଁ ଦାଣ୍ଡରେ ଡଙ୍ଗା ଚାଲିଛି । ଲୋକଙ୍କ ଘର ଭିତରେ ପାଣି…

ବନ୍ୟା ପାଇଁ OPSC ସ୍ଥଗିତ ରଖିଲା ASO ପରୀକ୍ଷା

ଭୁବନେଶ୍ୱର: ଅଧା ଓଡ଼ିଶା ବନ୍ୟା ଜଳରେ ବୁଡ଼ି ରହିଥିବା ବେଳେ ଓଡ଼ିଶା ପବ୍ଲିକ ସର୍ଭିସ୍ କମିଶନ ହେବାକୁ ଥିବା ASO ପରୀକ୍ଷାକୁ ସ୍ଥଗିତ ରଖିଛନ୍ତି । ASOର ଲିଖିତ ପରୀକ୍ଷା ଆସନ୍ତା ରବିବାର ୨୧ ତାରିଖରେ ହେବାର ଥିଲା । ପରବର୍ତ୍ତୀ ନିର୍ଦ୍ଦେଶନାମା ପ୍ରକାଶ ପାଇବା ଯାଏ ASO ପରୀକ୍ଷା ସ୍ଥଗିତ…