ପଞ୍ଚାୟତ ନିର୍ବାଚନ: ୨ଲକ୍ଷରୁ ଅଧିକ ପ୍ରାର୍ଥିପତ୍ର ଦାଖଲ, ଆଜି ନାମାଙ୍କନ ଯାଞ୍ଚ
ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ପାଇଁ ସରିଛି ନାମାଙ୍କନ ଦାଖଲ । ୨ଲକ୍ଷ ୨୦ ହଜାରରୁ ଅଧିକ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି । ଆଜି ମନୋନୟନପତ୍ରର ଯାଞ୍ଚ କରାଯିବ । ୨୫ ତାରିଖ ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ଦିନ । ସେହିଦିନ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ ।
ଗତକାଲି…