Latest Odisha News

BREAKING NEWS

Browsing Tag

Odisha Sambad

ପୁଅର ଜୀବନ ପାଇଁ ମା ମାଗୁଛି ସହଯୋଗର ହାତ

କେନ୍ଦ୍ରାପଡ଼ା: ପୁଅ ପାଇଁ ଝରୁଛି ମା ଆଖିରୁ ଲୁହ । ରୋଗୀଣା ପୁଅକୁ ବଞ୍ଚେଇବା ପାଇଁ  ମାଆ ଦୁଆର ଦୁଆର ବୁଲି ମାଗୁଛି ଭିଖ । ଯେଉଁ ବୟଷରେ ପିଲାମାନେ ହସିଖେଳି ବୁଲୁଛନ୍ତି ସେହି ବୟସରେ ପୁଅ ସତ୍ୟବ୍ରତ ଯନ୍ତ୍ରଣାରେ ହେଉଛି ଛଟପଟ ।   କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକ  ଅନ୍ତର୍ଗତ,…

ରାଜ୍ୟ ବିଜେପି ବିଧାୟକମାନେ ଗଲେ ଦିଲ୍ଲୀ

ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୈାପଦୀ ମୁର୍ମୁଙ୍କ ନାମାଙ୍କନ ପତ୍ର ଦାଖଲ କାର୍ଯ୍ୟକ୍ରମରେ ଯୋଗଦେବାକୁ ରାଜ୍ୟ ବିଜେପି ବିଧାୟକମାନେ ଦିଲ୍ଲୀ ଗସ୍ତ କରିଛନ୍ତି । ଆସନ୍ତାକାଲି ନାମାଙ୍କନ ପତ୍ର ଦାଖଲ କାର୍ଯ୍ୟକ୍ରମରେ ଯୋଗଦେବାକୁ ଏହି ବିଧାୟକମାନେ ଦିଲ୍ଲୀ ଯାଇଥିବା କହିଛନ୍ତି । ଦିଲ୍ଲୀ ଯାଇଥିବା…

ପ୍ରଥମ ଆଦିବାସୀ ରାଷ୍ଟ୍ରପତି ହେବେ ଦ୍ରୈାପଦୀ ମୁର୍ମୁ

ଭୁବନେଶ୍ବର: ପ୍ରଥମ ଆଦିବାସୀ ରାଷ୍ଟ୍ରପତି ହେବେ ଦ୍ରୈାପଦୀ ମୁର୍ମୁ । ଓଡ଼ିଶାର  ମହିଳା ନେତ୍ରୀ ଦ୍ରୈାପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଅଭିନନ୍ଦନ ଜଣାଇଛନ୍ତି । ବିଜେଡି ସଭାପତି ନବୀନ କହିଛନ୍ତି “ଦେଶର ସର୍ବୋଚ୍ଚ କାର୍ଯ୍ୟାଳୟ…

ଦ୍ରୌପଦୀ ମୁର୍ମୁ ହେଲେ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ

ନୂଆଦିଲ୍ଲୀ: ଝାଡ଼ଖଣ୍ଡର ପୂର୍ବତନ ରାଜ୍ୟପାଳ ଦୌପଦୀ ମୁର୍ମୁ  ହୋଇଛନ୍ତି ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ । ପ୍ରାର୍ଥୀ ଚୟନ ପାଇଁ ବିଜେପି ଦଳର ସଂସଦୀୟ ବୋର୍ଡ ବୈଠକରେ ଏହି ନିଷ୍ପତ୍ତି ହୋଇଛି । ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ଏନଡିଏ ପକ୍ଷରୁ ଏହି ଘୋଷଣା କରିଛନ୍ତି । …

ଭାଙ୍ଗିଯିବ କି ଉଦ୍ଧବଙ୍କ ସରକାର?

ମୁମ୍ବାଇ:  ମହାରାଷ୍ଟ୍ର ରାଜନୀତିରେ ଏବେ ଘଡ଼ିକେ ଘୋଡ଼ା ଛୁଟୁଛି । ସରକାର ରହିବ କି ଭାଙ୍ଗିବ ଏହି ଚର୍ଚା ଏବେ ସବୁଠି । ଅଢ଼େଇ ବର୍ଷର ମେଂଟ ସରକାର ଏବେ ବିପଦରେ ଥିବା ରାଜନୀତି ସମୀକ୍ଷକମାନେ କହୁଛନ୍ତି । କାରଣ ଶିବସେନାର ବରିଷ୍ଠ ନେତା ତଥା ମହାରାଷ୍ଟ୍ର ନଗର ଉନ୍ନୟନ ମନ୍ତ୍ରୀ ଏକନାଥ…

ରୋମରେ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ରୋମରେ ପହଁଚି ଭ୍ରମଣ ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ।  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ପ୍ରଥମେ  ପିଆଜା ଠାରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍କମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ତାଙ୍କର ରୋମ ଗସ୍ତ ଆରମ୍ଭ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ…

ପ୍ରଧାନମନ୍ତ୍ରୀଙ୍କୁ ଭେଟିବେ ୩ ସେନା ମୁଖ୍ୟ

ନୂଆଦିଲ୍ଲୀ: ଅଗ୍ନିପଥ ଯୋଜନାକୁ ନେଇ ଆଜି ପ୍ରଧାନମନ୍ତ୍ରୀଙ୍କୁ ଭେଟିବେ 3 ସେନା ମୁଖ୍ୟ । ଗତକାଲି ସେନା ପକ୍ଷରୁ ଅଗ୍ନିିପଥ ଯୋଜନା ଫେରିବ ନାହିଁ ବୋଲି ସ୍ପଷ୍ଟ କୁହାଯାଇଥିଲା । ଯେଉଁମାନେ ଏଥିରେ ଜଡିତ ରହି ହିଂସା କରିବେ ସେମାନଙ୍କୁ ଅଗ୍ନିିପଥ ଯୋଜନାରେ ସାମିଲ କରାଯିବ ନାହିଁ ବୋଲି…

ଜୁଲାଇ ୩୧ପର୍ଯ୍ୟନ୍ତ ଖରିଫ ଫସଲ ବୀମା ପଞ୍ଜିକରଣ

ଭୁବନେଶ୍ବର: ଜୁଲାଇ ୩୧ପର୍ଯ୍ୟନ୍ତ 17ଟି   ଖରିଫ ଫସଲକୁ ବୀମା ପଞ୍ଜିକରଣ କରିପାରିବେ ଚାଷୀ ।  ଖରିଫ ଋତୁରେ ୮ଟି ଫସଲ ଓ ରବି ଋତୁରେ ୯ଟି ଫସଲକୁ ଚାଷୀମାନେ ବୀମା ଭୁକ୍ତ କରିପାରିବେ ଏବଂ ଏହାର ଫାଇଦା ନେଇପାରିବେ । ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ରେ ଚାଷୀମାନେ ଏହି ବୀମା ସୁବିଧା…

ଅଗ୍ନିବୀରଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଅନେକ ସୁଯୋଗ ତିଆରି କରାଯାଉଛି -ଧର୍ମେନ୍ଦ୍ର ପ୍ରଧାନ

ହମିରପୁର:   ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ଅଗ୍ନିପଥ ଯୋଜନା ଦ୍ୱାରା ଯୁବବର୍ଗଙ୍କୁ ସର୍ବୋତମ ଅଗ୍ନିବୀର କରିବାର କଳ୍ପନା ରହିଛି । ଅଗ୍ନିପଥ ଯୋଜନା ରାଷ୍ଟ୍ର, ସେନା ଏବଂ ଆମର ଯୁବକମାନଙ୍କ ପାଇଁ ଫଳପ୍ରଦ ହେବ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା…

ଇଡି କାର୍ଯ୍ୟାଳୟ ଘେରିଲା ଯୁବ କଂଗ୍ରେସ

ଭୁବନେଶ୍ୱର : ଭାରତୀୟ ସମ୍ବିଧାନ ଓ ବିଧି ବ୍ୟବସ୍ଥାକୁ ମୋଦି ସରକାର ପାଦରେ ଦଳି ମକଚି ଚାଲିଛନ୍ତି । ଭାରତ ଭଳି ଏକ ବୃହତ ଗଣତାନ୍ତ୍ରିକ ରାଷ୍ଟ୍ରରେ ସ୍ୱେଚ୍ଛାଚାରୀ, ପ୍ରତିହିଂସାପରାୟଣ ଓ ଅସହିଷ୍ଣୁ ଶାସନ ଚଳାଇ ଦେଶବାସୀଙ୍କୁ ଏକ ଭୟଙ୍କର ବିପଦ ଆଡକୁ ଟାଣିନେଉଛନ୍ତି । ମୋଦି ସରକାର ହୀନ…