Latest Odisha News

BREAKING NEWS

Browsing Tag

Odisha Sambad

ଗୁଜରାଟ କାଳିକ ମାତାଙ୍କ ମନ୍ଦିର ଯିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ:  ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦି ଜୁନ ୧୭ ଓ ୧୮ ଦୁଇଦିନ ଧରି ଗୁଜରାଟ ଗସ୍ତ କରିବେ ।  ଜୁନ ୧୮ ତାରିଖ ପୂର୍ବାହ୍ନ ପ୍ରାୟ ୯.୧୫ ମିନିଟରେ ପ୍ରଧାନମନ୍ତ୍ରୀ ପାଭଗଡ଼ ପାହାଡ଼ରେ ପୁନଃନିର୍ମିତ ଶ୍ରୀ କାଳିକା ମାତା ମନ୍ଦିର ଦର୍ଶନ କରି ଏହାର ଉଦଘାଟନ କରିବେ । ପାଭଗଡ଼ ପାହାଡ଼ ଉପରେ…

ବିଜୟ ଅମ୍ବୃତା ହେଲେ ଭୁବନେଶ୍ବର କମିଶନର

ଭୁବନେଶ୍ବର: ଆଇଏସ ସ୍ତରରେ ବଡ଼ ଧରଣର ଅଦଳ ବଦଳ ହୋଇଛି ।  ବିଜୟ ଅମୃତା କୁଲାଙ୍ଗେ ହେଲେ  ଭୁବନେଶ୍ୱର କମିଶନର, କଟକ କମିଶନର ହେଲେ ନିଖିଲ ପବନ କଲ୍ୟାଣ  । ଜେ. ସୋନାଲ ହେଲେ ବ୍ରହ୍ମପୁର ମହାନଗର କମିଶନର । ୧୧ଟି ଜିଲ୍ଲାର ଜିଲ୍ଲାପାଳଙ୍କ ସମେତ ଭୁବନେଶ୍ୱର,କଟକ ଓ ବ୍ରହ୍ମପୁର ମହାନଗର ନିଗମର…

ମୈାସୁମୀ ଛୁଇଁଲା ଓଡ଼ିଶା

ଭୁବନେଶ୍ବର:  ମୈାସୁମୀ ଛୁଇଁଛି ଓଡ଼ିଶା । ଏବେ ଅନେକ ସ୍ଥାନରେ  ବର୍ଷା ହେଉଛି ।   ପ୍ରଥମେ ଦକ୍ଷିଣ ଓଡ଼ିଶା ଛୁଇଁଛି । ଆଇଏମଡି ପୂର୍ବାନୁମାନ ଅନୁସାରେ ଆସନ୍ତା ୫ ଦିନ ଓଡ଼ିଶାରେ ବର୍ଷା ବଢ଼ିବ । ଦକ୍ଷିଣ ପଶ୍ଚିମ ମୈାସୁମୀ ଦକ୍ଷିଣ ଓଡିଶାର କିଛି ଅଂଶରେ ପହଞ୍ଚିଛି ବୋଲି ଭାରତ ପାଣିପାଗ ବିଭାଗ…

ଆଜି ପୁଣି ଇଡିରେ ହାଜର ହେବେ ରାହୁଲ

ନୂଆଦିଲ୍ଲୀ: କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ଆଜି ପୁଣି ଇଡି ନିକଟରେ ହାଜର ହେବେ । ରାହୁଲଙ୍କୁ ଲଗାତାର ୩ ଦିନ ଦେଲା ପଚରାଉଚରା କରୁଛି ଇଡି। ସୋମବାର ଠାରୁ ଆରମ୍ଭ ହୋଇଥିବା ଏହି ପଚରାଉଚରା ଏପର୍ଯ୍ୟନ୍ତ ୨୭ ଘଣ୍ଟା ଧରି ଚାଲିଲାଣି । ଇଡି ରାହୁଲଙ୍କ ଠାରୁ ଯେଉଁ ଉତ୍ତର ଚାହୁଁଛି…

ଇଏସଆଇସି ହସ୍‌ପିଟାଲ୍‌ ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ସରକାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ଗତ ଆଠ ବର୍ଷ ମଧ୍ୟରେ ଦେଶ ପାଇଁ ଅନେକଗୁଡ଼ିଏ ଉଲ୍ଲେଖନୀୟ କାର୍ଯ୍ୟ କରିଛନ୍ତି ଓ ଅନୁଗୋଳ ଠାରେ ଇଏସଆଇସି ହସ୍‌ପିଟାଲର ଉଦ୍‌ଘାଟନ ଏଥି ମଧ୍ୟରୁ ଅନ୍ୟତମ। ଅନୁଗୋଳ ଓ ଝାରସୁଗୁଡ଼ା ଠାରେ ଅନେକ ଉଦ୍ୟୋଗ ରହିଛି ଓ ସେହିପରି ଏଠାରେ ଶ୍ରମ ଶକ୍ତି…

ଭାଷା ଯାହା ବି ହେଉ, ଆମର ସଂସ୍କୃତି ହେଉଛି ଭାରତୀୟ : ସମୀର ମହାନ୍ତି

ଭୁବନେଶ୍ୱର,:“ଭାଷା ଯାହା ବି ହେଉ, ଆମର ସଂସ୍କୃତି ହେଉଛି ଭାରତୀୟ” । “ଅନ୍ତ୍ୟୋଦୟ” ଏବଂ “ସବ୍‌କା ସାଥ୍‌, ସବ୍‌କା ବିକାଶ, ସବ୍‌କା ବିଶ୍ୱାସ ଏବଂ ସବ୍‌କା ପ୍ରୟାସ”କୁ ମୁଳମନ୍ତ୍ର କରି ଗତ ୮ ବର୍ଷ ମୋଦି ସରକାରରେ ଦେଶର ଗରୀବ, ପଛୁଆ, ଦଳିତ, ଆଦିବାସୀ, ମହିଳା, ଯୁବକ,…

ଦିଲ୍ଲୀ ପୁଲିସର ଦମନଲୀଳାକୁ କଂଗ୍ରେସର ଦୃଢ଼ ନିନ୍ଦା

ଭୁବନେଶ୍ୱର  : କେନ୍ଦ୍ରର ମୋଦୀ ସରକାରଙ୍କର ଏକଛତ୍ରବାଦ ନୀତି ଓ ପୁଲିସ୍‌ର ଦମନଲୀଳାକୁ  ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ଦୃଢ଼ ନିନ୍ଦା କରିଛି । ଏହା ଗଣତାନ୍ତ୍ରିକ ବିଧି ବ୍ୟବସ୍ଥାର ପରିପନ୍ଥି ବୋଲି ପ୍ରଦେଶ କଂଗ୍ରେସର ସଭାପତି  ଶରତ ପଟ୍ଟନାୟକ କହିଛନ୍ତି । ଗଣମାଧ୍ୟମକୁ ସମ୍ବୋଦ୍ଧିତ କରି…

କ୍ଷମାମାଗିଥିବା ମହିଳାଙ୍କୁ ଧମକ ଦେବା ଉଚିତ୍ ନୁହେଁ : ଗମ୍ଭୀର

ନୂଆଦିଲ୍ଲୀ: ନୁପୁର ଶର୍ମାଙ୍କ ମନ୍ତବ୍ୟକୁ ନେଇ ପ୍ରତିଦିନ କିଛି ନା କିଛି ଖବର ପ୍ରଚାର ପ୍ରସାର ହେଉଛି । ଏହି ପ୍ରସଙ୍ଗରେ ପୁଣି ସାମିଲ ହୋଇଛନ୍ତି ଗମ୍ଭୀର । ନୂପୁରଙ୍କୁ ସମର୍ଥନ କରି ଭାରତୀୟ ଜନତା ପାର୍ଟି  ସାଂସଦ ତଥା ପୂର୍ବତନ କ୍ରିକେଟ୍ ଖେଳାଳି ଗୈାତମ ଗମ୍ଭୀର  ଟୁଇଟ୍  କରିଛନ୍ତି ।…

ଟାର୍ଗେଟ କିଲିଂରେ ପ୍ରତିଶୋଧ ନେଉଛି ସେନା:  ୨ ଆତଙ୍କବାଦୀଙ୍କୁ ସଫା

ଶ୍ରୀନଗର : ପୁଣି ଦୁଇ ଆତଙ୍କବାଦୀଙ୍କୁ ସଫା କରିଛନ୍ତି ସୁରକ୍ଷାକର୍ମୀ । ସବୁଠୁ ବଡ଼ କଥା ହେଲା ଏହି ଦୁଇ ଆତଙ୍କବାଦୀ ଟାର୍ଗେଟ କିଲିଂ ରେ ଜଡିତ ଥିଲେ । ଗୁଇନ୍ଦା ସୂଚନା ଆଧାରରେ ଏମାନଙ୍କୁ ସୁରକ୍ଷାକର୍ମୀ ଠାବ କରିବା ପରେ ଗୁଳି ବିନିମୟ ହୋଇଥିଲା  । ଏଥିରେ ଜମ୍ମୁ କଶ୍ମୀରର ଶୋପିଆ ଜିଲ୍ଲା…

ପୁଣି ଆସନ୍ତାକାଲି ରାହୁଲ ଗାନ୍ଧିଙ୍କୁ ଜେରା କରିବ ଇଡି

ନୂଆଦିଲ୍ଲୀ: ଆସନ୍ତାକାଲି ପୁଣି ରାହୁଲ ଗାନ୍ଧିଙ୍କୁ ଜେରା କରିବ ଇଡି  ।  ନ୍ୟାସନାଲ ହେରାଲ୍ଡ ମାମଲାରେ ଲଗାତାର ଦ୍ୱିତୀୟ ଦିନ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ଆଠ ଘଂଟାରୁ ଅଧିକ ସମୟ ପଚରାଉଚରା କରିଛି ।  ସୋମବାର, ଇଡି ଦୁଇଟି ପର୍ଯ୍ୟାୟରେ 10…