Latest Odisha News
Browsing Tag

Odisha Sambad

ବିଭୁତି ପଟ୍ଟନାୟକ, ସ୍ୱୟଂମ୍ସ ମିଶ୍ରଙ୍କୁ ସମ୍ବର୍ଦ୍ଧିତ କଲା ବିଜେପି

ଭୁବନେଶ୍ୱର: ମୋଦି ସରକାରଙ୍କ ୮ ବର୍ଷ ପୁର୍ତି ଅବସରରେ ରାଜ୍ୟ ବିଜେପି ତରଫରୁ ସମାଜର ବିଭିନ୍ନ କ୍ଷେତ୍ରରେ ନିଜକୁ ପ୍ରତିଷ୍ଠିତ କରିଥିବା ବ୍ୟକ୍ତିବିଶେଷଙ୍କୁ ସମ୍ବର୍ଦ୍ଧନା ଓ ସମ୍ମାନିତ କରାଯାଇଛି । ରାଜ୍ୟ ସଭାପତି ସମୀର ମହାନ୍ତି  କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ତଥା…

ମୁଖ୍ୟ ସଚିବମାନଙ୍କର ପ୍ରଥମ ଜାତୀୟ ସମ୍ମିଳନୀରେ ମୋଦି କରିବେ ଅଧ୍ୟକ୍ଷତା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧୬ ରୁ ୧୭ ଜୁନ୍ ୨୦୨୨ ହିମାଚଳ ପ୍ରଦେଶର ଧର୍ମଶାଳାର ଏଚ୍‍ପିସିଏ ଷ୍ଟାଡିୟମରେ ମୁଖ୍ୟ ସଚିବମାନଙ୍କର ପ୍ରଥମ ଜାତୀୟ ସମ୍ମିଳନୀରେ ଅଧ୍ୟକ୍ଷତା କରିବେ । ଏହା କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ସହଭାଗିତାକୁ ଆହୁରି ଦୃଢ କରିବା ଦିଗରେ ଏକ…

ତୁକାରାମ ମହାରାଜ ଶିଳା ମନ୍ଦିର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପୁଣେର ଦେହୁ ଠାରେ ଜଗତଗୁରୁ ଶ୍ରୀସନ୍ତ ତୁକାରାମ ମହାରାଜ ମନ୍ଦିରର ଉଦଘାଟନ କରିଛନ୍ତି । ଏହି ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଦେହୁର ପବିତ୍ର ଭୂମିରେ ଉପସ୍ଥିତ ରହି ଖୁସି ବ୍ୟକ୍ତ କରିଛନ୍ତି । ପ୍ରଧାନମନ୍ତ୍ରୀ ଆମର ଶାସ୍ତ୍ରଗୁଡ଼ିକ ବିଷୟରେ…

ରାହୁଲ ଗାନ୍ଧୀଙ୍କୁ ଇଡିର ଡାକରା ରାଜନୈତିକ ଆକ୍ରୋଶର କାରଣ : କଂଗ୍ରେସ

ଭୁବନେଶ୍ୱର : ପ୍ରବର୍ତନ ନିର୍ଦ୍ଦେଶାଳୟ ଜାତୀୟ କଂଗ୍ରେସର ପୂର୍ବତନ ସଭାପତି ଶ୍ରୀଯୁକ୍ତ ରାହୁଲ ଗାନ୍ଧୀଙ୍କୁ ନେସନାଲ ହେରାଲର୍ଡ ଖବରକାଗଜକୁ ନେଇ ଯେଉଁ ମନିଲେଣ୍ଡରିଂର କେସ କରାଯାଇଛି ତାହା ସଂପୂର୍ଣ୍ଣଭାବେ ଅମୁଳକ ଏବଂ ଏଥିରେ ତିଳେମାତ୍ର ସତ୍ୟତା ନଥାଇ ଏହି ଘଟଣାକୁ ଭାରତୀୟ ଜନତାପାର୍ଟି…

ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ଜିତାଇବେ ନବୀନ କିମ୍ବା ଜଗନ!

ନୂଆଦିଲ୍ଲୀ: ରାଷ୍ଟ୍ରପତି ନିର୍ବାଚନକୁ ନେଇ ସାରା ଦେଶରେ ଚର୍ଚ୍ଚା । କିଏ ହେବେ ଦେଶର ପରବର୍ତ୍ତୀ ରାଷ୍ଟ୍ରପତି ? ଏନଡିଏର ପ୍ରାର୍ଥୀ ରିଇସିନା ହିଲରେ ବସିବେ ନା ୟୁପିଏର ପ୍ରାର୍ଥୀ ତାକୁ ନେଇ ଗଣମାଧ୍ୟମରେ ଭିନ୍ନ ଭିନ୍ନ ଖବର ପ୍ରକାଶ ପାଉଛି । ତେବେ ଜଣେ ପ୍ରାର୍ଥୀଙ୍କୁ ବିଜୟୀ ହେବାକୁ ହେଲେ…

ଏନକାଉଣ୍ଟରରେ ୩ ‘ଲଶ୍କର୍‌-ଏ-ତୈବା’ ଆତଙ୍କବାଦୀ ନିହତ

ଶ୍ରୀନଗର: ଜମ୍ମୁ ଓ କଶ୍ମୀରରେ ଟାର୍ଗେଟ କିଂଲିର ମୁହଁତୋଡା ଜବାବ ଦେଉଛି ସେନା ।  ପୁଲ୍‌ୱାମା ଜିଲ୍ଲାରେ ଟାର୍ଗେଟ କିଂଲିର ଜଣେ ମାଷ୍ଟରମାଇଣ୍ଡକୁ ଧରିବାକୁ ଯାଇ ଦୀର୍ଘ ଏଗାର ଘଣ୍ଟା ବ୍ୟାପୀ ଚାଲିଥିବା ଆତଙ୍କବାଦୀ ମୁକାବିଲା ଅଭିଯାନରେ ୩ଜଣ ‘ଲଶ୍କର୍‌-ଏ-ତୈବା’ ଆତଙ୍କବାଦୀ ନିହତ…

ଚାଲିଲା ଯୋଗୀଙ୍କ ବୁଲଡୋଜର: 227 ଗିରଫ

ଲକ୍ଷ୍ନୈା: ୟୁପିରେ ହିଂସାକୁ ପ୍ରଶୟ ଦିଆଯିବ ନାହିଁ । ଯିଏ ହିଂସା କରିବ ତାକୁ କଠୋର ଦଣ୍ଡ ଦିଆଯିବ ଏହା ହେଉଛି ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଶକ୍ତ ବାର୍ତ୍ତା । ଆଉ ଏହି କ୍ରମରେ ଯେଉଁମାନେ ନିଲମ୍ବିତ ବିଜେପି କାର୍ଯ୍ୟକର୍ତ୍ତା ନୁପୁର ଶର୍ମାଙ୍କ ବିବାଦୀୟ ମନ୍ତବ୍ୟ ବିରୋଧରେ…

କଂଗ୍ରେସ ସଭାପତିଙ୍କୁ ସମ୍ବର୍ଦ୍ଧିତ କଲେ ରାଜ୍ୟ କଂଗ୍ରେସ ଗଣମାଧ୍ୟମ ପ୍ରକୋଷ୍ଠ

ଭୁବନେଶ୍ୱର : ପ୍ରଦେଶ କଂଗ୍ରେସ ଗଣମାଧ୍ୟମ ବିଭାଗର ଅଧ୍ୟକ୍ଷ  ଗଣେଶ୍ୱର ବେହେରା, ମୁଖପାତ୍ର ତଥା ବିଧାୟକ  ତାରାପ୍ରସାଦ ବାହିନୀପତି ଏବଂ ମୁଖପାତ୍ର ତଥା ସେବାଦଳର ଅଧ୍ୟକ୍ଷ ଡ. ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର ଓ ଅନ୍ୟମୁଖପାତ୍ର ମାନେ  ନୂତନ ପ୍ରଦେଶ କଂଗ୍ରେସ ସଭାପତି  ଶରତ ପଟ୍ଟନାୟକଙ୍କୁ…

ଆଇଆଇଟି କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ରଛାତ୍ରୀ ବିଶ୍ୱସ୍ତରରେ ନେତୃତ୍ୱ ନେବେ-ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲା ବରୁଣେଇ ପାହାଡର ପାଦଦେଶରେ ପ୍ରତିଷ୍ଠିତ ଆଇଆଇଟି ଭୁବନେଶ୍ୱର କେନ୍ଦ୍ରୀୟ ବିଦ୍ୟାଳୟ ଆଗାମୀ ଦିନରେ ଶିକ୍ଷାର ପ୍ରୟୋଗଶାଳା ହେବା ସହ ଛାତ୍ରଛାତ୍ରୀଙ୍କୁ ବିଶ୍ୱସ୍ତରୀୟ ନେତୃତ୍ୱ ପାଇଁ ପ୍ରସ୍ତୁତ କରିବ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ…

ମମତା ଲେଖିଲେ ଚିଠି: 22 ଜଣିଆ ଟିମକୁ ନେଇ 2022 ରେ ଖେଳ କରିବାକୁ ଚାହୁଁଛନ୍ତି ଦିଦି !

କୋଲକତା: ରାଜ୍ୟ ନିର୍ବାଚନରେ ଖେଳ କରି ବିଜେପିକୁ ହରାଇଥିବା ଦିଦି ମମତା ପୁଣି ଜାତୀୟ ରାଜନୀତିରେ ଖେଳ କରିବାକୁ ଚାହିଁଲେଣି । ସିଧା ରାଜନୀତିରେ ମୋଦିଙ୍କ ଟକ୍କର ଦେବା ଅପେକ୍ଷା ପୁଣି ସେ ପ୍ଲାନିଂ କରି ଖେଳ କରିବାକୁ ଚାହୁଁଛନ୍ତି । ଜାତୀୟ ରାଜନୀତିର ଦୃଶ୍ୟପଟରେ ମମତା ଚାହୁଁଛନ୍ତି…