Latest Odisha News

BREAKING NEWS

Browsing Tag

odisha

ମହଙ୍ଗା ଭତ୍ତା ଦାବିରେ କର୍ମଚାରୀ ଓ ପେନସନଭୋଗୀ ଆନ୍ଦୋଳନ କରିବେ

କଟକ : ଓଡିଶା ରାଜ୍ୟ ଅବସରପାପ୍ତ କର୍ମଚାରୀ ମହାସଂଘର ଏକ ବୈଠକ କଟକ ଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ନିଷ୍ପତ୍ତି ହୋଇଛି ଯେ  ରାଜ୍ୟ ସରକାର ଜାନୁଆରୀ ୨୦୨୨ରୁ ପ୍ରାପ୍ୟ ୩% ଓ ୧୮ମାସର ଏରିଆର ମହଙ୍ଗା ଭତ୍ତା ଅବିଳମ୍ବେ ଘୋଷଣା ନକଲେ କାର୍ଯ୍ୟରତ କର୍ମଚାରୀ ଓ ପେନସନଭୋଗି ମିଳିତ ଭାବେ…

ଏନ୍‌ଡିଏର ଉପରାଷ୍ଟ୍ରପତି ପ୍ରାର୍ଥୀ ଜଗଦୀପ ଧନଖଡ଼ଙ୍କୁ ସମର୍ଥନ କରିବ ବିଜେଡି

ଭୁବନେଶ୍ବର:  ଏନ୍‌ଡିଏର ଉପରାଷ୍ଟ୍ରପତି ପ୍ରାର୍ଥୀ ଜଗଦୀପ ଧନଖଡ଼ଙ୍କୁ ବିଜେଡି ସମର୍ଥନ କରିବ । ଏନେଇ ବିଜେଡି ପକ୍ଷରୁ ସ୍ପଷ୍ଟ କରାଯାଇଛି । ଉପରାଷ୍ଟ୍ରପତି ନିର୍ବାଚନ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଫୋନରେ କଥା ହେବା ପରେ ବିଜେଡି ସମର୍ଥନ…

ଉତ୍କଳ ହସ୍ପିଟାଲର ସିଇଓ ଆଲୋକ ଲୋଧ ନିଲମ୍ବନ ହେଲେ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଓଡ଼ିଆ ବିରୋଧୀ ମାନସିକତା ପାଇଁ ନିଲମ୍ବନ ହେଲେ ଉତ୍କଳ ହସ୍ପିଟାଲର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ(ସିଇଓ) ଡାକ୍ତର ଆଲୋକ ଲୋଧ। ଓଡ଼ିଶାରେ ଓଡ଼ିଆଙ୍କୁ ନିଯୁକ୍ତି ନଦେବାର ମାନସିକତା ପାଇଁ ହଟାହଟା ହେବା ସହ ତାଙ୍କୁ ଚାକିରିରୁ ଉତ୍କଳ ହସପିଟାଲ ପକ୍ଷରୁ ନିଲମ୍ବନ…

ଝାଡ଼ାବାନ୍ତିରେ କାଶୀପୁର ବ୍ଲକରେ ମୃତ୍ୟୁ ସଂଖ୍ୟା 7 କୁ ବଢିଲା

ରାୟଗଡ଼ା:  ଝାଡ଼ାବାନ୍ତିରେ କାଶୀପୁର ବ୍ଲକରେ ମୃତ୍ୟୁ ବଢ଼ିବାରେ ଲାଗିଛି । ଗତକାଲି ସୁଦ୍ଧା 6 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଜି ମୃତ୍ୟୁ ସଂଖ୍ୟା 7ରେ ପହଁଚିଛି ।   ବିଗତ 2 ଦିନ ମଧ୍ୟରେ କାଶୀପୁର ବ୍ଲକରେ 6 ଜଣଙ୍କର ଝାଡାବାନ୍ତିରେ ମୃତ୍ୟୁ ହୋଇଛି । ଏହାକୁ ନେଇ ସ୍ଥାନୀୟ ଅଂଚଳରେ ଭୟ…

କଂଗ୍ରେସକୁ ଶିବୁ ସୋରେନ କାହିଁକି ଦେଲେ ଝଟକା ?

ଓଡ଼ିଶା ସମ୍ବାଦ ବ୍ୟୁରୋ:  ଆଉ ଦୁଇ ଦିନ ପରେ ରାଷ୍ଟ୍ରପତି ନିର୍ବାଚନ । ନିର୍ବାଚନ ଯେତିକି ପାଖେଇ ଆସୁଛି ଏନଡିଏ ପ୍ରାର୍ଥୀଙ୍କ ପ୍ରତି ସମର୍ଥନ ସେତିକି ବଢ଼ି ବଢ଼ି ଯାଉଛି । ତେବେ ସବୁଠୁ ବଡ଼ କଥା ହେଉଛି ମହାରାଷ୍ଟ୍ରରେ ଉଦ୍ଧବ ଠାକରେଙ୍କ ଶିବସେନା  କଂଗ୍ରେସ ପ୍ରାର୍ଥୀଙ୍କୁ ଭୋଟ ଦେବାକୁ ମନା…

ବିଏସଏନଏଲ ଓଡ଼ିଶା ସର୍କଲ ସିଜିଏମ୍ ଦାୟିତ୍ୱ ନେଲେ ରୁଦ୍ର ନାରାୟଣ ପଲାଇ

ବିଏସଏନଏଲ ଓଡ଼ିଶା ସର୍କଲର  ମୁଖ୍ୟ ମହାପ୍ରବନ୍ଧକ (ସି.ଜି.ଏମ୍) ଭାବେ ଦାୟିତ୍ୱଭାର ଗ୍ରହଣ କରିଛନ୍ତି ଶ୍ରୀ ରୁଦ୍ରନାରାୟଣ ପଲାଇ, ଆଇ.ଟି.ଏସ୍  । ଏହି ଅବସରରେ ସେ ଓଡିଶା ଦୂରସଂଚାର ପରିମଣ୍ଡଳରେ କାର୍ଯ୍ୟରତ ସମସ୍ତ ଉଦ୍ୟୋଗ ବ୍ୟବସାୟିକ କ୍ଷେତ୍ର ମୁଖ୍ୟ, ଅଧିକାରୀ, କର୍ମଚାରୀ ତଥା …

ମହିଳାଙ୍କ ଉପରକୁ ଏସିଡ ମାଡ଼

କଟକ: ଆଜି ଭୋରରୁ କଟକ ଜିଲ୍ଲା ତିଗିରିଆ ଥାନା ନୂଆପାଟଣାରେ ଘଟିଛି ଅଭାବନୀୟ ଘଟଣା । ଜଣେ ମହିଳାଙ୍କ ଉପରକୁ ଏସିଡ ମାଡ ହୋଇଛି ।  ଗୁରୁତର ମହିଳାଜଣକ ହେଲେ  ୩୬ ବର୍ଷୀୟା ରୀନା ସାହୁ । ଏସିଡ ଆକ୍ରମଣ କରିଥିବା ଦୁର୍ବୃତ୍ତ ତାଙ୍କ ଘରେ ଲୁଟପାଟ କରିଥିବା ଅଭିଯୋଗ ଆଣିଛନ୍ତି ରୀନା । ତାଙ୍କ…

ପୁଣି ବଢ଼ିଲା କରୋନା, ସତର୍କ ହେବା ଜରୁରୀ

ଭୁବନେଶ୍ବର: ରାଜ୍ୟରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । କମିବାର ନା ଧରୁନି । ଦିନକୁ ଦିନ ଶହେ ଶହେରେ  ସଂକ୍ରମଣ ବଢ଼ିବାରେ ଲାଗିଛି ।  https://twitter.com/IPR_Odisha/status/1547060423614091266 ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୭୪୩ ଜଣ କରୋନା ପଜିଟିଭ୍ ଚିହ୍ନଟ…

ସ୍କୁଲରେ ପଢ଼ା ସମୟରେ ସାମ୍ବାଦିକତା ଜରୁରୀ କି ?

ଭୁବନେଶ୍ବର: ଟୁଙ୍ଗୁରୁ ଭୋଳ ଖବରକୁ ନେଇ ସାମ୍ବାଦିକମାନେ ପ୍ରବଳ ଗାଳି ଖାଇବା ପରେ ଆଉ ଏକ ପ୍ରସଙ୍ଗ ଏବେ ଚର୍ଚା ଚାଲିଛି । ତାହା ହେଉଛି ସ୍କୁଲ ଭିତରକୁ ସାମ୍ବାଦିକମାନେ ବିନା ଅନୁମତିରେ ପ୍ରବେଶ କରିପାରିବେ କି ନାହିଁ । ଛାତ୍ରଛାତ୍ରୀଙ୍କୁ ପ୍ରଶ୍ନ ପଚାରିପାରିବେ କି ନାହିଁ ।…

କନ୍ଧମାଳର କୁନି ଝିଅ ମାମିନାଙ୍କ ବେଲଜିୟମ କାହାଣୀ

ଫୁଲବାଣୀ: କନ୍ଧମାଳ ରାଇକିଆର ଝିଅ ମାମିନା । ଏବେ ବେଲଜିଅମର ନାଗରିକ । ୩୦ ବର୍ଷ ପରେ ଫେରିଛନ୍ତି ଜନ୍ମମାଟିକୁ । କହିଛନ୍ତି ସେ ଭଲ ପାଆନ୍ତି ତାଙ୍କ ପରିବାରକୁ ଭଲ ପାଆନ୍ତି ଭାରତକୁ । ଯଦିଓ ସେ ଓଡ଼ିଆ ବୁଝିପାରୁନାହାଁନ୍ତି କି କହିପାରୁନାହାଁନ୍ତି କିନ୍ତୁ ତାଙ୍କର ଭାବନାକୁ ଯେ କେହି…