Latest Odisha News

BREAKING NEWS

Browsing Tag

odisha

ସ୍ନାନମଣ୍ଡପରେ ବିଜେ ହେଲେ ମହାପ୍ରଭୁ

ପୁରୀ : ରତ୍ନ ବେଦି ଛାଡି ସ୍ନାନ ବେଦୀରେ ମହାପ୍ରଭୁ । ଭକ୍ତମାନଙ୍କୁ ଦର୍ଶନ ଦେବା ପାଇଁ ଅତି ସୁନ୍ଦର ଭାବେ ଲୀଳା କରି ସ୍ନାନବେଦିକୁ ଆସିଛନ୍ତି ଚତୁର୍ଧାମୂରତି । ଦୁଇ ବର୍ଷ ପରେ ମହାପ୍ରଭୁଙ୍କ ସ୍ନାନ ଯାତ୍ରାରେ ଭକ୍ତମାନେ ସାମିଲ ହୋଇଛନ୍ତି । ମହାପ୍ରଭୁ ଆଜି 108 ଗରା ଜଳରେ ସ୍ନାନ କରିବେ…

କଂଗ୍ରେସ ସଭାପତିଙ୍କୁ ସମ୍ବର୍ଦ୍ଧିତ କଲେ ରାଜ୍ୟ କଂଗ୍ରେସ ଗଣମାଧ୍ୟମ ପ୍ରକୋଷ୍ଠ

ଭୁବନେଶ୍ୱର : ପ୍ରଦେଶ କଂଗ୍ରେସ ଗଣମାଧ୍ୟମ ବିଭାଗର ଅଧ୍ୟକ୍ଷ  ଗଣେଶ୍ୱର ବେହେରା, ମୁଖପାତ୍ର ତଥା ବିଧାୟକ  ତାରାପ୍ରସାଦ ବାହିନୀପତି ଏବଂ ମୁଖପାତ୍ର ତଥା ସେବାଦଳର ଅଧ୍ୟକ୍ଷ ଡ. ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର ଓ ଅନ୍ୟମୁଖପାତ୍ର ମାନେ  ନୂତନ ପ୍ରଦେଶ କଂଗ୍ରେସ ସଭାପତି  ଶରତ ପଟ୍ଟନାୟକଙ୍କୁ…

ସମବାୟ ନିର୍ବାଚନକୁ ଅସିଦ୍ଧ ଘୋଷଣା କରାଯାଉ: ବିଜେପି

ଭୁବନେଶ୍ୱର : ଚଳିତ ସମବାୟ ନିର୍ବାଚନରେ ପ୍ରାଥମିକ ସ୍ତରରେ ହେଉଥିବା ଲ୍ୟାମ୍ପ୍ସ ଓ ପ୍ୟାକ୍ସ ନିର୍ବାଚନରେ ଶାସକ ବିଜେଡି ସରକାରୀ କର୍ମଚାରୀଙ୍କ ସହାୟତାରେ ନିର୍ବାଚନକୁ ସଂପୂର୍ଣ୍ଣ ଭାବେ ପ୍ରଭାବିତ କରିବା ସହିତ ଚାଷୀମାନଙ୍କୁ ଧୋକା ଦେଉଛି । ଅନେକ ପ୍ରାଥମିକ ସମବାୟ ସମିତିରେ ଶାସକ ଦଳକୁ…

ପାରମ୍ପରିକ ସଂସ୍କୃତିକୁ ଲୋକଲୋଚନକୁ ଆଣିବା ନିମନ୍ତେ ‘ଓଡ଼ିଶା ମୋ ପରିବାର’ର ଅନନ୍ୟ ପ୍ରୟାସ

ଭୁବନେଶ୍ୱର:  କଳା, ସଙ୍ଗୀତ ଏବଂ କ୍ରୀଡ଼ାରେ ପାରଙ୍ଗମ ଥିବା ପ୍ରତିଭା ମାନଙ୍କୁ ଲୋକଲୋଚନକୁ ଆଣିବାକୁ ଓଡ଼ିଶା-ମୋ ପରିବାର ପ୍ରୟାସ ଜାରି ରଖି ଝୋଟି ଏବଂ ଚିତ୍ରାଙ୍କନ ପ୍ରତିଯୋଗିତା ଭଳି କାର୍ଯ୍ୟକ୍ରମ ଆୟୋଜନ କରିଆସୁଛି । ଏହି କ୍ରମରେ ଆଜି ଭୁବନେଶ୍ୱରସ୍ଥିତ ସିଅନ ଶ୍ରମିକ ବସ୍ତି, ବିଡିଏ…

ଧାନ କୁଇଣ୍ଟାଲ ପ୍ରତି ୧୦୦ ଟଙ୍କା ବୃଦ୍ଧି ଓଡିଶା ଚାଷୀଙ୍କ ପ୍ରତି ଉପହାସ: ବିଜେଡି

ଭୁବନେଶ୍ୱର, : କେନ୍ଦ୍ର ସରକାର ଗତକାଲି ବିଭିନ୍ନ ଖରିଫ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରିଥିଲେ ।  ସାଧାରଣ ଏବଂ ଏ ଗ୍ରେଡ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) କ୍ୟୁଣ୍ଟାଲ ପିଛା ୧୦୦ ଟଙ୍କାକୁ ବୃଦ୍ଧି କରିଥିଲେ କେନ୍ଦ୍ର ସରକାର । ଏହି ବୃଦ୍ଧିକୁ ବିଜେଡି ପକ୍ଷରୁ ନାପସନ୍ଦ…

ଜୁନ ୧୫ରେ ସମସ୍ତ ଜିଲ୍ଲାରେ ବିଜେପି ପାଳିବ ମୋଦୀ ସରକାରର ଆଠ ବର୍ଷର ସଫଳତା

ଭୁବନେଶ୍ୱର: କେନ୍ଦ୍ରର ମୋଦୀ ସରକାରର ୮ ବର୍ଷ ପୂର୍ତ୍ତିକୁ ରାଜ୍ୟ ବିଜେପି ପାଳନ କରିବ । ଏହି ଅବସରରେ ରାଜ୍ୟର ସମସ୍ତ ଜିଲ୍ଲାରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରିବ ବିଜେପି। ରାଜ୍ୟ ବିଜେପିର ବରିଷ୍ଠ ନେତା ପ୍ରଦୀପ ପୂରୋହିତ ଏହି ସୂଚନା ଦେଇଛନ୍ତି। ପୂରୋହିତ କହିଛନ୍ତି, ରାଜ୍ୟର…

ବାଦାମ ଚାଷୀଙ୍କୁ ଲୁଟିଲେ ଦଲାଲ: ଚାଷୀ ଫସଲ ବିକିଲେ ମିଳିପାରୁନି ଟଙ୍କା

ମାଲକାନଗିରି: ବାଦାମ ଚାଷୀଙ୍କୁ ଠକିଦେଲେ ଦଲାଲ । ବାଦାମ କିଣିନେଲେ କିନ୍ତୁ ଟଙ୍କା ଦେଲେନି । ଗରିବ ଚାଷୀ ବାରମ୍ବାର କହିବା ପରେ ଟଙ୍କା ନପାଇବାରୁ ଏବେ କଣ କରିବେ ମୁଣ୍ଡରେ ହାତ ମାରି ବସିଛନ୍ତି । ମାଲକାନଗିରି ଜିଲ୍ଲା କରୁକୋଣ୍ଡା ବ୍ଲକ ଏମ ଭି 31 ଓ 32 ନମ୍ବର ଗ୍ରାମରୁ ଏଭଳି ଅଭିଯୋଗ…

ବିଭିନ୍ନ ଜନକଲ୍ୟାଣ ଯୋଜନାର ସୁପ୍ରଚାର ପାଇଁ  ‘ଅନୁସୁଚିତ ଜନଜାତି ହିତାଧିକାରୀ ମେଳା’ ଆୟୋଜନ

ଭୁବନେଶ୍ୱର: କେନ୍ଦ୍ରରେ ମୋଦି ସରକାରଙ୍କ ୮ ବର୍ଷ ପୂର୍ଣ୍ଣ ହୋଇଛି । କେନ୍ଦ୍ରସରକାରଙ୍କର ବିଭିନ୍ନ ଜନକଲ୍ୟାଣ ଯୋଜନାର ସୁପ୍ରଚାର ପାଇଁ  ଅନୁସୁଚିତ ଜନଜାତି ହିତାଧିକାରୀ ମେଳା’ ବିଜେପି ପକ୍ଷରୁ ବିଭିନ୍ନ ସ୍ଥାନରେ ଆୟୋଜିତ ହୋଇଯାଇଛି । ବିଗତ ଦିନରେ ଜାତିବାଦ, ପରିବାରବାଦ, ଭ୍ରଷ୍ଟାଚାର,…

‘୨୦୨୧-୨୨ ଶିକ୍ଷାବର୍ଷରେ ୭ ହଜାର ୭୧୭ ବାଳିକା ପାଠପଢ଼ା ଛାଡ଼ିଛନ୍ତି’

ଭୁବନେଶ୍ୱର: ରାଜ୍ୟରେ ୭ ହଜାର ୭୧୭ ବାଳିକା (୧୧ରୁ ୧୪ ବର୍ଷ) ୨୦୨୧-୨୨ ଶିକ୍ଷାବର୍ଷରେ ପାଠ ପଢ଼ା ଛାଡ଼ିଛନ୍ତି। ମହିଳା ଏବଂ ଶିଶୁ ବିକାଶ ଦ୍ୱାରା ହୋଇଥିବା ସର୍ଭେ ରିପୋର୍ଟରେ ଏହା ଜଣାପଡ଼ିଛି। ସର୍ବାଧିକ ଡ୍ରପଆଉଟ୍ ବା ପାଠ ପଢିଥିବା ଛାତ୍ରୀ କଳାହାଣ୍ଡି (୨, ୩୭୩) ରହିଛି । ଏହାପରେ…

ଆସୁଛି ବର୍ଷା, ଦୁଇ ଦିନ ପରେ ପ୍ରବଳ ବର୍ଷିବ

ନୂଆଦିଲ୍ଲୀ: ତାତି କମିବ । ଆସୁଛି ବର୍ଷା । କେରଳରେ ଆଜିଠାରୁ ବର୍ଷା ଆରମ୍ଭ ହୋଇଯାଇଥିବା ବେଳେ ଆସନ୍ତାକାଲି ଆନ୍ଧ୍ର ଏବଂ ଓଡ଼ିଶାରେ ବର୍ଷା ହେବାର ସଂଭାବନା ରହିଛି ।  ଆସନ୍ତାକାଲିଠୁ ଦେଶର ଦକ୍ଷିଣଭାଗରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।  ଓଡ଼ିଶାରେ ପ୍ରବଳ…