Latest Odisha News

BREAKING NEWS

Browsing Tag

odisha

ରାଜ୍ୟରେ ପ୍ରତିଷ୍ଠା ହେବ ୩୪ ନୂଆ ଅଦାଲତ

ଭୁବନେଶ୍ୱର : ଓଡିଶାରେ ପ୍ରତିଷ୍ଠା ହେବାକୁ ଯାଉଛି ୩୪ଟି ନୂଆ ଅଦାଲତ। ଏଥିପାଇଁ ହାଇକୋର୍ଟ ଅନୁମତି ଦେବା ପରେ ରାଜ୍ୟ ସରକାର ବିଧିବଦ୍ଧ ପ୍ରକ୍ରିୟା ଆରମ୍ଭ କରିଛନ୍ତି।ଗୁରୁବାର ଏହି ପ୍ରସ୍ତାବକୁ ଅର୍ଥ ମଞ୍ଜୁରୀ ମିଳିଛି। ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକ…

ବରଯାତ୍ରୀରେ ନଚେଇଲେ ବିଷାକ୍ତ ନାଗ, କରଞ୍ଜିଆ ରେ ୫ ଜଣ ଗିରଫ

ଭୁବନେଶ୍ୱର: ବରଯାତ୍ରୀ ରେ ନାଗ ସାପ ଧରି ନାଚୁଥିଲେ । ଭିଡିଓ ଭାଇରାଲ ହେଲା । କରଞ୍ଜିଆ ବନ ବିଭାଗ ଆସି ପାଞ୍ଚ ଜଣଙ୍କୁ ଗିରଫ କରିଛି । ଏନେଇ ସ୍ନେକ୍ ହେଲପଲାଇନ ପ୍ରତିଷ୍ଠାତା ଶୁଭେନ୍ଦୁ ମଲ୍ଲିକ୍ ସୂଚନା ଦେଇଛନ୍ତି । ବୁଧବାର କରଞ୍ଜିଆ ସହରରେ ଏକ ବରଯାତ୍ରୀ ଶୋଭାଯାତ୍ରାରେ ଜଣେ ସାପୁଆ ଏକ…

ଜୁନ୍ ପ୍ରଥମ ସପ୍ତାହରେ ଜୟପୁର ରୁ ବିମାନ ଚଳାଚଳ ଆରମ୍

ଜୟପୁର: ଦକ୍ଷିଣ ଓଡ଼ିଶା ବାସୀଙ୍କ ପାଇଁ ଖୁସି ଖବର। ଖୁବ୍ ଶୀଘ୍ର କୋରାପୁଟର ଜୟପୁରରୁ ବିମାନ ସେବା ଆରମ୍ଭ ହେବାକୁ ଯାଉଛି। ଜୁନ ପ୍ରଥମ ସପ୍ତାହରେ ବିମାନ ଚଳାଚଳ ଆରମ୍ଭ ହେବ ବୋଲି ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ଯୁଗ୍ମ ସଚିବ ଉଷା ପାଢୀ ସୂଚନା ଦେଇଛନ୍ତି। ପ୍ରଥମ ପର୍ଯ୍ଯାୟରେ…

ମନୋଜ ଦାସ ଆନ୍ତର୍ଜାତୀୟ ସାହିତ୍ୟ ପୁରସ୍କାର ନିୟମାବଳୀରେ ପରିବର୍ତ୍ତନ

ଇଂରାଜୀ ଭାଷାରେ ସୃଜନାତ୍ମକ ସାହିତ୍ୟ ସୃଷ୍ଟି କରୁଥିବା ଭାରତୀୟ ଭାଷାର ସାହିତ୍ୟିକଙ୍କୁ ପୁରସ୍କାର ଦିଆଯିବ। ମନୋଜ-କିଶୋର ସାହିତ୍ୟ ପ୍ରତିଭା ପୁରସ୍କାର ପରିମାଣ ୨ ଲକ୍ଷ ଟଙ୍କାକୁ ବୃଦ୍ଧି।

ଓଡ଼ିଶା ଗସ୍ତରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ; ବିଶାଖାପାଟଣା-କୋରାପୁଟର ସ୍ପେଶାଲ ପାସେଞ୍ଜର କରିବେ ଉଦଘାଟନ

ଭୁବନେଶ୍ୱର: ଶୁକ୍ରବାର ଓଡ଼ିଶା ଆସୁଛନ୍ତି ରେଳ, କମ୍ୟୁନିକେସନ ଓ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ବିଭିନ୍ନ ପ୍ରକଳ୍ପ ଉଦଘାଟନ ସହ ସମୀକ୍ଷା କରିବେ ଅଶ୍ୱିନୀ । ବିଶାଖାପାଟଣା-କୋରାପୁଟ ଦୈନିକ ପାସେଞ୍ଜର ଉଦଘାଟନ କରିବେ । ଜୟପୁର-ମାଲକାନଗିରି ରେଳ ପ୍ରକଳ୍ପର ସମୀକ୍ଷା କରିବେ । ଏହା…

କୋଠାବାଡି ଯୋଜନା ଅନୁମୋଦନ ପାଇଁ ତାଲିମ

ଭୁବନେଶ୍ୱର: ପୌର ସଂସ୍ଥା ଅଧିକାରୀମାନଙ୍କ ଦକ୍ଷତା ବୃଦ୍ଧି କରିବା ଉଦ୍ଦେଶ୍ୟରେ ଗୃହ ର୍ନିମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ତାଲିମ ଦିଆଯାଉଛି । କୋଠାବାଡି ଯୋଜନା ଅନୁମୋଦନ ତଥା ଅଣଯୋଜନାକୃତ ସହରୀ ବିକାଶକୁ ନିୟନ୍ତ୍ରିତ କରିବା ପାଇଁ ବିଭିନ୍ନ ଆଇନଗତ ତଥା ବୈଷୟିକ ଦିଗ ଗୁଡିକ ଉପରେ ବିଶେଷ…

ଥୂଆମୂଳ ରାମପୁର ଝିଅ ଜ୍ୟୋତି ରାଜ୍ୟକୁ ଆଣିଛନ୍ତି ଗୌରବ; ଜାତୀୟ ବିଜ୍ଞାନ ପ୍ରକଳ୍ପ ପ୍ରତିଯୋଗିତାରେ ଦ୍ୱିତୀୟ

ଥୂଆମୂଳ ରାମପୁର: କୁମୁଡ଼ବାହାଲ ଗ୍ରାମ ବିକାଶ ଶିକ୍ଷା ନିକେତନର ଅଷ୍ଟମ ଶ୍ରେଣୀ ଛାତ୍ରୀ ଜ୍ୟୋତି ପରାଭୋଇ ଜାତୀୟ ସ୍ତରରେ କୃତିତ୍ୱ ହାସଲ କରି ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି । ମିଳିତ ଜାତିସଂଘର ଭାରତ ଓ ଭୂଟାନ ମିଳିତ ଆନୁକୂଲ୍ୟରେ ଏବଂ ଫେୟୋର୍ଗେଜ ଅନୁଷ୍ଠାନ ପକ୍ଷରୁ ଏକ ଅନଲାଇନ ବିଜ୍ଞାନ…

କଳା ଗବେଷଣା ଓ ପ୍ରଶିକ୍ଷଣ ପରିଷଦରେ କଣ୍ଠଶିଳ୍ପୀ ବିଧୁଭୂଷଣ ତ୍ରିପାଠୀ ସମ୍ମାନିତ

କଟକ: ରାଜ୍ୟ କଳା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ ପକ୍ଷରୁ ସ୍ଥାନୀୟ ଟାଉନହଲ ଠାରେ ଓଡ଼ିଆ ନବ ବର୍ଷ ଓ ମହାବିଷୁବ ସଂକ୍ରାନ୍ତି ପାଳିତ ହୋଇଯାଇଛି । ଏହି ଅବସରରେ ବିଭିନ୍ନ ଜିଲ୍ଲାରୁ କଳାକାର ମାନଙ୍କ ଦ୍ୱାରା ନୃତ୍ୟ, ଗୀତ ଓ ଲୋକନୃତ୍ୟ ପରିବେଷଣ ହୋଇଥିଲା । ଉତ୍ସବରେ ରାଜ୍ୟର ବିଭିନ୍ନ…

କିନ୍ନର ବୋଲି ନବଜାତକୁ ଘରକୁ ନେଲେନି ପରିବାର ଲୋକ

ଯାଜପୁର: ଜନ୍ମ ହୋଇଥିବା ଶିଶୁକୁ ଗ୍ରହଣ କଲେନି ପରିବାର ଲୋକେ । ନବଜାତଟି କିନ୍ନର ଭାବେ ଜନ୍ମ ହୋଇଛି। ଡାକ୍ତର ପିଲାର ଲିଙ୍ଗ ବିଷୟରେ କହିବା ପରେ ଘରକୁ ନେବାକୁ ଅମଙ୍ଗ ହୋଇଥିଲେ ପରିବାର ଲୋକେ । ମଙ୍ଗଳବାର ଯାଜପୁର ଟାଉନର ଏକ ନର୍ସିଂହୋମରେ ଶିଶୁଟି ଜନ୍ମ ହୋଇଥିଲା। ନବଜାତଟି କିନ୍ନର ବୋଲି…

ନିଶା ଉପରେ ରୋକ: କେନ୍ଦ୍ରର ଚାରି ଥାକିଆ କମିଟି, ରାଜ୍ୟର ସ୍ୱତନ୍ତ୍ର ଟାସ୍କ ଫୋର୍ସ

ଭୁବନେଶ୍ୱର: ନିଶା କାରବାରକୁ ରୋକିବା ଲାଗି ରାଜ୍ୟସ୍ତରୀୟ ନିଶା ନିୟନ୍ତ୍ରଣ ଟାସ୍କଫୋର୍ସ ଗଠନ ପାଇଁ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ପକ୍ଷରୁ ଓଡିଶା ସରକାରଙ୍କୁ ପରାମର୍ଶ ଦିଆଯାଇଛି। ଓଡିଶା ସରକାର ଏଭଳି ଟାସ୍କଫୋର୍ସ ଗଠନ ପାଇଁ ପଦକ୍ଷେପ ନେଇଥିବାବେଳେ ପଞ୍ଜାବ ମଡେଲଢାଞ୍ଚା…