Latest Odisha News

BREAKING NEWS

Browsing Tag

odisha

ଦାଦନ ଦୁଃଖ

ଡଃ ଜ୍ୟୋତିପ୍ରକାଶ ମହାପାତ୍ରଙ୍କ ନିୟମିତ ସ୍ତମ୍ଭ: ପଲିଟିକସ ଫଲିଟିକସ… ଗଂଜାମ ଜିଲ୍ଲାରେ ସୁରତ ପେରନ୍ତା ପହଞ୍ଚିବା ପରେ ଏ ଚର୍ଚ୍ଚା ଜୋରରେ ଆରମ୍ଭ ହୋଇଗଲା । ପୁଣି ଯେତେବେଳେ ସୁରତ ଫେରନ୍ତାଙ୍କ ମଧ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାକୁ ଲାଗିଲା, ସେତେବେଳେ ଏ ବିବାଦ ଆହୁରି ବଢିଲା…

ମହାରାଷ୍ଟ୍ରରୁ ବାଲେଶ୍ୱର ପହଞ୍ଚିଲା ଆଉ ଏକ ସ୍ୱତନ୍ତ୍ର ଟ୍ରେନ; ଆସିଲେ ୪୦୨ଜଣ ପ୍ରବାସୀ

ବାଲେଶ୍ୱର: ବାଲେଶ୍ୱର ଷ୍ଟେସନ୍‌ରେ ପହଞ୍ଚିଲା ଆଉ ଏକ ପ୍ରବାସୀ ଓଡ଼ିଆଙ୍କୁ ନେଇ ଆସିଥିବା ସ୍ୱତନ୍ତ୍ର ଟ୍ରେନ୍‌ । ଟ୍ରେନ୍‌ରେ ଆସିଛନ୍ତି ୪୦୨ ଜଣ ପ୍ରବାସୀ ଓଡ଼ିଆ । ଅଧିକ ପଢନ୍ତୁ: ଭଦ୍ରକ ଷ୍ଟେସନରେ ପହଞ୍ଚିଲା ପ୍ରବସୀଙ୍କୁ ନେଇ ଆସୁଥିବା ଆଉ ଏକ ଟ୍ରେନ ସମସ୍ତେ ମହାରାଷ୍ଟ୍ରର ଥାନେରୁ…

ଯାଜପୁରରେ ଏଯାଏଁ ପଞ୍ଜିକରଣ କଲେ ୫୦ ହଜାରରୁ ଅଧିକ ପ୍ରବାସୀ

ଯାଜପୁର: ବାହାର ରାଜ୍ୟରୁ ଯାଜପୁର ଜିଲ୍ଲାରେ ପହଞ୍ଚିବାରେ ଲାଗିଛନ୍ତି ଓଡ଼ିଆ ପ୍ରବାସୀ ଫେରନ୍ତା । ଯାଜପୁର ଜିଲ୍ଲାରେ ୫୦ ହଜାରୁ ଉର୍ଦ୍ଧ୍ଵ ପ୍ରବାସୀ ଫେରନ୍ତା ନିଜର ନାମ ପଞ୍ଜୀକରଣ କରିସାରିଛନ୍ତି । ସେଥିପାଇଁ ଜିଲ୍ଲାରେ ୧୪୦୦ରୁ ଉର୍ଦ୍ଧ୍ଵ ଅସ୍ଥାୟୀ ମେଡିକାଲ କ୍ୟାମ୍ପ ଖୋଲାଯାଇଛି ।…

ଭଦ୍ରକରେ ଖୋଲିଲା ମୋବାଇଲ ସର୍ଭିସ ଓ ରିପ୍ୟାରିଂ ଦୋକାନ

ଭଦ୍ରକ: ଭଦ୍ରକ ଜିଲ୍ଲାରେ କଣ୍ଟେନମେଣ୍ଟ୍ ଜୋନ୍ ବ୍ୟତୀତ ସମସ୍ତ ସ୍ଥାନରେ ଅନୁମତିପ୍ରାପ୍ତ ମୋବାଇଲ୍ ସର୍ଭିସିଂ ଓ ରିପ୍ୟାରିଂ ଦୋକାନ ଖୋଲିଛି । ଏହି ଦୋକାନ ଗୁଡ଼ିକ ସକାଳ ୭ଟାରୁ ଦିନ ୨ଟା ପର୍ଯ୍ୟନ୍ତ ଖୋଲାଯିବାକୁ ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଜାରି ହୋଇଛି । ଟ୍ୱିଟ୍ ମାଧ୍ୟମରେ…

୪ଟି ଜିଲ୍ଲାରେ କରୋନା ସ୍ଥିତି ପରଖିବେ ୧୫ ଓଏଏସ ଅଧିକାରୀ

ଭୁବନେଶ୍ୱର: କରୋନା ସ୍ଥିତି ପରଖିବା ଲାଗି ରାଜ୍ୟ ସରକାର ମଙ୍ଗଳବାର ଦିନ ୪ଟି ଜିଲ୍ଲା ଲାଗି ୧୫ଜଣ ବରିଷ୍ଠ ଓଡ଼ିଶା ପ୍ରଶାସନିକ ଅଧିକାରୀଙ୍କୁ ଦାୟିତ୍ୱ ନ୍ୟସ୍ତ କରିଛନ୍ତି । ଏହି ଅଧିକାରୀମାନଙ୍କୁ ଯାଜପୁର, ବାଲେଶ୍ୱର, କେନ୍ଦ୍ରାପଡ଼ା ଏବଂ ଭଦ୍ରକ ଜିଲ୍ଲା ଲାଗି ଦାୟିତ୍ୱ ଅର୍ପଣ କରାଯାଇଛି…

କରୋନା ସଙ୍କଟରେ ପୁଞ୍ଜି ନିବେଶକଙ୍କୁ ଆକର୍ଷିତ କରିବା ଲକ୍ଷ୍ୟରେ ଓଡ଼ିଶାର ଯୋଜନା

ଭୁବନେଶ୍ୱର: ବର୍ତ୍ତମାନ କରୋନା ସଙ୍କଟ ଦେଇ ସାରା ବିଶ୍ୱ ଗତି କରୁଥିବା ବେଳେ ଏକ ପରିବର୍ତ୍ତିତ ଅର୍ଥନୀତିର ସମ୍ଭାବନାକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାର ନିଜ ଶିଳ୍ପ ନୀତି ପରିଯୋଜନା (ଆଇଇପିଆର) ୨୦୨୦ରେ ସୁଧାର ଆଣିବାକୁ ଯୋଜନା କରୁଛନ୍ତି । ବିଶ୍ୱର ବହୁ ପୁଞ୍ଜି ନିବେଶକ ଓଡ଼ିଶାରେ ପୁଞ୍ଜି…

ମଣିତରା ସରପଞ୍ଚଙ୍କ ସଟ୍‌ଡାଉନ୍ ପଦକ୍ଷେପ; ଭୁରି ଭୁରି ପ୍ରଶଂସା କଲେ ନବୀନ

ବୁଗୁଡ଼ା: ସରପଞ୍ଚଙ୍କ ସାହସିକ ପଦକ୍ଷେପକୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କରୋନା ମୁକାବିଲା ପାଇଁ ସାହସିକ ପଦକ୍ଷେପ ଭିତ୍ତିରେ, ସରକାରଙ୍କ ପ୍ରଦତ୍ତ ବିଶେଷ କ୍ଷମତା ପ୍ରୟୋଗର କରି ପଞ୍ଚାୟତରେ କର୍ଫ୍ୟୁ ଲଗେଇବା ଭଳି ଆଦେଶ ଦେଇ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସାର ପାତ୍ର…

ଓଡ଼ିଶାରେ ୪୦୦ ଅତିକ୍ରମ କଲେ କରୋନା ରୋଗୀ; ୨୦ ନୂଆ ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ସୋମବାର ଦିନ ଆଉ ୨୦ ଜଣ ନୂଆ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଓଡ଼ିଶାରେ ଆକ୍ରାନ୍ତଙ୍କ ସଂଖ୍ୟା ୪୦୦ ଅତିକ୍ରମ କରିଛି । ଏବେ ରାଜ୍ୟର ସମୁଦାୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ ୪୨୧ରେ ପହଞ୍ଚିଛି । ଏହି ୨୦ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କେବଳ ଗଞ୍ଜାମ ଜିଲ୍ଲାରୁ ୧୭…

ଜାଣନ୍ତୁ; ଆଜି ଏହିସବୁ ଜିଲ୍ଲାରେ ହେବ ବର୍ଷା

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନାନୁଯାୟୀ ଓଡ଼ିଶାର କେତେକ ଜିଲ୍ଲାର କିଛି ସ୍ଥାନରେ ସୋମବାର ଦିନ ଝଡ଼ବର୍ଷା ହେବାର ସମ୍ଭାବନା ରହିଛି । ଅଧିକ ପଢନ୍ତୁ:୧୩ ସୁରତ ଫେରନ୍ତା କରୋନା ପଜିଟିଭ ରାଜ୍ୟର ଯେଉଁସବୁ ଜିଲ୍ଲାଗୁଡ଼ିକରେ ମଧ୍ୟମ ଧରଣର ବର୍ଷା ସହିତ…

ପ୍ରବାସୀ ଓଡିଆଙ୍କ ରାଜ୍ୟକୁ ଫେରିବା ପ୍ରସଙ୍ଗ: ହାଇକୋର୍ଟଙ୍କ ରାୟ ଉପରେ ସୁପ୍ରିମକୋର୍ଟଙ୍କ ରହିତାଦେଶ

ଭୁବନେଶ୍ୱର : ବାହାର ରାଜ୍ୟରେ ଫସିି ରହିଥିବା ପ୍ରବାସୀ ଓଡିଆ ପାଇଁ ସୁପ୍ରିମକୋର୍ଟରୁ ଆଶ୍ୱସ୍ତି । ବିନା କୋଭିଡ୧୯ ପରୀକ୍ଷାରେ ଓଡିଶା ନ ଆଣିବା ପାଇଁ ଗତକାଲି ଓଡିଶା ହାଇକୋର୍ଟ ଦେଇଥିବା ରାୟ ଉପରେ ରହିତାଦେଶ ଜାରି କରିଛି ସୁପ୍ରିମକୋର୍ଟଙ୍କ ତିନି ଜଣିଆ ଖଣ୍ଡପୀଠ । ହାଇକୋର୍ଟଙ୍କ ରାୟ…