Latest Odisha News

BREAKING NEWS

ଜାଣନ୍ତୁ; ଆଜି ଏହିସବୁ ଜିଲ୍ଲାରେ ହେବ ବର୍ଷା

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନାନୁଯାୟୀ ଓଡ଼ିଶାର କେତେକ ଜିଲ୍ଲାର କିଛି ସ୍ଥାନରେ ସୋମବାର ଦିନ ଝଡ଼ବର୍ଷା ହେବାର ସମ୍ଭାବନା ରହିଛି ।

ଅଧିକ ପଢନ୍ତୁ:୧୩ ସୁରତ ଫେରନ୍ତା କରୋନା ପଜିଟିଭ

ରାଜ୍ୟର ଯେଉଁସବୁ ଜିଲ୍ଲାଗୁଡ଼ିକରେ ମଧ୍ୟମ ଧରଣର ବର୍ଷା ସହିତ ବଜ୍ରପାତର ଆଶଙ୍କା ରହିଛି ସେହି ଜିଲ୍ଲା ଗୁଡ଼ିକ ହେଲା – ବଲାଙ୍ଗୀର, ସୋନପୁର, କେନ୍ଦୁଝର, ମୟୂରଭଞ୍ଜ, କଳାହାଣ୍ଡି, କୋରାପୁଟ, ରାୟଗଡ଼ା, କନ୍ଧମାଳ, ଗଜପତି ଏବଂ ନବରଙ୍ଗପୁର ଜିଲ୍ଲା ।

ଅଧିକ ପଢନ୍ତୁ: ରାଜ୍ୟରେ ଚିହ୍ନଟ ହେଲେ ଆଉ ୩ କରୋନା ପଜିଟିଭ; ୩୯୪ ଛୁଇଁଲା ମୋଟ ସଂଖ୍ୟା

ପାଣିପାଗ କେନ୍ଦ୍ରର ଆଗୁଆ ସୂଚନାନୁସାରେ ସନ୍ଧ୍ୟା ୫ଟା ୩୦ରୁ ରାତି ୮ଟା ୩୦ ମଧ୍ୟରେ ଝଡ଼ବର୍ଷା ଏହି ସମସ୍ତ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବୃଷ୍ଟିପାତ ହେବାର ସମ୍ଭାବନା ରହିଛି ।

ଅଧିକ ପଢନ୍ତୁ: ପୋଲିସ ସବ୍‌-ଇନ୍ସପେକ୍ଟର ଶୁଭଶ୍ରୀଙ୍କୁ ପ୍ରଶଂସା କଲେ ମେଗାଷ୍ଟାର୍ ଚିରଞ୍ଜିବୀ !

ଏହିସମସ୍ତ ଅଞ୍ଚଳ ଗୁଡ଼ିକରେ ଜନସାଧାରଣ ନିରାପଦ ସ୍ଥାନରେ ରହିବାକୁ ପାଣିପାଗ କର୍ତ୍ତୃପକ୍ଷ ପରାମର୍ଶ ଦେଇଛନ୍ତି ।

Leave A Reply

Your email address will not be published.