ଦେଖନ୍ତୁ ନାସା ଜାରି କରିଥିବା ଫଟୋଚିତ୍ର, ଅନ୍ଧାର ବଳୟରେ ଟ୍ୱିନସିଟି
ନୂଆଦିଲ୍ଲୀ : ବାତ୍ୟା ‘ଫନି’ ଓଡ଼ିଶାରେ ତାଣ୍ଡବ ରଚିବା ପରେ ରାଜ୍ୟର କେତେକାଞ୍ଚଳ ବିପର୍ୟ୍ୟସ୍ତ ହୋଇ ପଡ଼ିଥିବାବେଳେ ସବୁଆଡେ ଅନ୍ଧାର ବଳୟରେ ଆବଦ୍ଧ ହୋଇରହିଛି ।
ଏହି ପରିପ୍ରେକ୍ଷୀରେ ଆମେରିକୀୟ ସ୍ପେସ୍ ଏଜେନସି ‘ନାସା’ ବାତ୍ୟା ପୂର୍ବ ଓ ପରର କଟକ ଓ ଭୁବନେଶ୍ୱର ସହରର ଏକ ଫଟୋଚିତ୍ର…