Latest Odisha News

BREAKING NEWS

Browsing Tag

Om Birla

ସୋମବାର ଠାରୁ ସଂସଦ ମୌସୁମୀ ଅଧିବେଶନ; ଲୋକସଭା ବାଚସ୍ପତି ଓମ ବିର୍ଲା କଲେ ସର୍ବଦଳୀୟ ବୈଠକ

ନୂଆଦିଲ୍ଲୀ: ସୋମବାର ୧୮ ତାରିଖ ଠାରୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ଆଜି ସଂସଦ ସଚ୍ଚିବାଳୟରେ ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଛି । ସଂସଦର ଗୁରୁତ୍ୱପୂର୍ଣ୍ଣ ସମୟକୁ ସଠିକ୍ ଭାବେ ଉପଯୋଗ କରିବାକୁ ସମସ୍ତ ଦଳର…

ଲୋକସଭା ଦର୍ଶକଙ୍କ ପାଇଁ ଖୁବ୍ ଶୀଘ୍ର ଖୋଲିବ, କହିଲେ ବାଚସ୍ପତି

ଗୁଆହାଟ୍ଟୀ: ଖୁବ୍ ଶୀଘ୍ର ସାଧାରଣ ଲୋକଙ୍କ ପାଇଁ ଖୋଲିବ ଲୋକସଭା ଦର୍ଶକ ଗ୍ୟାଲେରୀ । କୋଭିଡ ପାଇଁ ଦୁଇ ବର୍ଷ ହେଲାଣି ଏହା ଉପରେ ପ୍ରତିବନ୍ଧକ ଲାଗିଥିଲା । ଏନେଇ ଲୋକସଭା ବାଚସ୍ପତି ଶନିବାର ସୂଚନା ଦେଇଛନ୍ତି । ଗୁଆହାଟ୍ଟୀ ଗସ୍ତରେ ଯାଇ ବାଚସ୍ପତି ଓମ ବିର୍ଲା ଏହି ସୂଚନା ଦେଇଛନ୍ତି ।…

ଦିନକ ଆଗରୁ ସରିଗଲା ସଂସଦର ବଜେଟ ଅଧିବେଶନ, ୧୨୯ ପ୍ରତିଶତ ଫଳପ୍ରଦ

ନୂଆଦିଲ୍ଲୀ: ଆଜି ସରିଲା ସଂସଦର ବଜେଟ ଅଧିବେଶନ । ଧାର୍ଯ୍ୟ ସମୟର ଦିନକ ଆଗରୁ ସରିଯାଇଛି ବଜେଟ ଅଧିବେଶନ । ୨୭ଟି କାର୍ଯ୍ୟ ଦିବସ ଅର୍ଥାତ୍ ୧୭୭ ଘଣ୍ଟା ୫୦ ମିନିଟ ଚାଲିଲା । ଲୋକସଭାରେ ଶେଷ ଦିନ ବାଚସ୍ପତି ଓମ ବିର୍ଲା ଏହି ସୂଚନା ଦେଇଛନ୍ତି । ତା ସହିତ ଏହି ଅଧିବେଶନ ୧୨୯ ପ୍ରତିଶତ ଫଳପ୍ରଦ…

ଲୋକସଭା ବାଚସ୍ପତି ଓମ ବିର୍ଲା କରୋନା ସଂକ୍ରମିତ

ନୂଆଦିଲ୍ଲୀ: ଲୋକସଭା ବାଚସ୍ପତି ଓମ ବିର୍ଲା କରୋନା ସଂକ୍ରମିତ ହୋଇଛନ୍ତି। ତାଙ୍କୁ ଦିଲ୍ଲୀ ଏମ୍‌ସରେ ଭର୍ତ୍ତି କରାଯାଇଛି। ହସ୍ପିଟାଲ୍‌ କତ୍ତୃର୍ପକ୍ଷ ତରଫରୁ ଏ ସମ୍ପର୍କରେ ସୂଚନା ଦିଆଯାଇଛି। ସୂଚନା ଅନୁଯାୟୀ, ୧୯ ମାର୍ଚ୍ଚରେ ତାଙ୍କ କରୋନା ରିପୋର୍ଟ ପଜିଟିଭ୍ ଆସିଥିଲା ଏବଂ ୨୦…

ଲୋକସଭାର ନୂଆ ବାଚସ୍ପତି ହେଲେ ଓମ୍ ବିର୍ଲା

ନୂଆଦିଲ୍ଲୀ : ବିଜେପି ସାଂସଦ ଓମ୍ ବିର୍ଲା ସପ୍ତଦଶ ଲୋକସଭାର ନୂତନ ବାଚସ୍ପତି ଭାବେ ବୁଧବାର ଦିନ ନିର୍ବାଚିତ ହୋଇଛନ୍ତି । ଶ୍ରୀଯୁକ୍ତ ବିର୍ଲା ଆଜି ନିଦ୍ୱନ୍ଦରେ ନିର୍ବାଚିତ ହେବା ପରେ ସର୍ବସମ୍ମତି କ୍ରମେ ବାଚନିକ ଭୋଟ ମାଧ୍ୟମରେ ନିର୍ବାଚିତ ହୋଇଛନ୍ତି । ଏନେଇ ଏକ ଜାତୀୟ ଗଣମାଧ୍ୟମ…

ବିଜେପି ସାଂସଦ ଓମ୍ ବିର୍ଲା ହେବେ ଲୋକସଭା ବାଚସ୍ପତି

ନୂଆଦିଲ୍ଲୀ : ବିଜେପି ସାଂସଦ ଓମ୍ ବିର୍ଲା ସପ୍ତଦଶ ଲୋକସଭାର ଆଗାମୀ ବାଚସ୍ପତି ହୋଇପାରନ୍ତି ବୋଲି ସୂଚନା ମିଳିଛି । ଶ୍ରୀଯୁକ୍ତ ବିର୍ଲା ରାଜସ୍ଥାନର କୋଟାରୁ ୨ଥର ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି । ଏହାବ୍ୟତୀତ ସେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କ ଅତି ଘନିଷ୍ଠ ବୋଲି ସୁତ୍ରରୁ…